ଏୟାର ଇଣ୍ଡିଆକୁ ଟାଟା କିଣିବା ଖବର କେତେ ସତ ?  

ନୂଆଦିଲ୍ଲୀ: ନିଜ ସମ୍ପତ୍ତିକୁ ହାତେଇ ପାରଛିକି ଟାଟା ? ଏୟାର ଇଣ୍ଡିଆକୁ କିଣିବାରେ ସକ୍ଷମ ହୋଇ ପାରିଛି କି ଟାଟା କମ୍ପାନୀ। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ବେଳେ ଆଜି ଏବାବଦରେ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏନେଇ ସନ୍ଦେହ ଦୂର କରିଛନ୍ତି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଶନିବାର କହିଛନ୍ତି ଯେ ସରକାର ଏ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଉପରେ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି । […]

4fb

4fb

Tapas Behera
  • Published: Saturday, 02 October 2021
  • Updated: 02 October 2021, 05:02 PM IST

ନୂଆଦିଲ୍ଲୀ: ନିଜ ସମ୍ପତ୍ତିକୁ ହାତେଇ ପାରଛିକି ଟାଟା ? ଏୟାର ଇଣ୍ଡିଆକୁ କିଣିବାରେ ସକ୍ଷମ ହୋଇ ପାରିଛି କି ଟାଟା କମ୍ପାନୀ। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ବେଳେ ଆଜି ଏବାବଦରେ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏନେଇ ସନ୍ଦେହ ଦୂର କରିଛନ୍ତି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଶନିବାର କହିଛନ୍ତି ଯେ ସରକାର ଏ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ଉପରେ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି । ଏହାକୁ ଉଚିତ୍‌ ପ୍ରକ୍ରିୟା ମାଧ୍ୟମରେ ଚୂଡ଼ାନ୍ତ ବିଜେତା ଚୟନ କରାଯିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ମୁଁ ଏବେ ଦୁବାଇରେ ଅଛି।  ତେଣୁ ସେମିତି କିଛି ଘଟଣା ଘଟି ନାହିଁ ବୋଲି ସେ କହିଛନ୍ତି। ଏୟାର ଇଣ୍ଡିଆ ପାଇଁ  ବିଡ୍ ନିମନ୍ତ୍ରଣ କରାଯାଇଥିଲା।  ଠିକ୍ ସମୟରେ ଉପଯୁକ୍ତ ବିଧିବ୍ୟବସ୍ଥା ଅନୁଯାୟୀ  ଅନ୍ତିମ ବିଜେତା ଚୟନ କରାଯିବ ବୋଲି ସେ କହିଛନ୍ତି ।

ଏୟାର ଇଣ୍ଡିଆକୁ କିଣିବା ପାଇଁ  ଟାଟାର ନାଁ  ଟପ୍ ବିଡର ଭାବେ ଚର୍ଚ୍ଚା ହୋଇଥିଲା।  ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ କେନ୍ଦ୍ର ସରକାର ଯେଉଁ ନିଲାମ ଡାକିଥିଲେ, ସେଥିରେ ଟାଟା ଗ୍ରୁପ୍‌ ବାଜିମାତ କରିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ଏହି ରିପୋର୍ଟ ଭୁଲ ବୋଲି କେନ୍ଦ୍ର ସରକାର କହିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନିଲାମ ପ୍ରକ୍ରିୟାକୁ ଯାଞ୍ଚ କରାଯାଉଛି ଓ ଏଯାଏ ବିଡ୍ ବିଜେତାଙ୍କ ଉପରେ କୌଣସି ପ୍ରକାରର ନିଷ୍ପତ୍ତି ହୋଇନି। ଡିଆଇଏପିଏଏମ ସେକ୍ରେଟାରୀ ପକ୍ଷରୁ କୁହାଯାଇଛି ଯେ “ମିଡିଆରେ ପ୍ରକାଶିତ ରିପୋର୍ଟରେ ଏପରି ସଙ୍କେତ ଦିଆଯାଇଛି ଯେ ଭାରତ ସରକାର ଏୟାର ଇଣ୍ଡିଆର ଡିସଇନଭେଷ୍ଟମେଣ୍ଟ ପାଇଁ ଡକା ଯାଇଥିବା ନିଲାମକୁ ମଞ୍ଜୁରୀ ଦେଇଛନ୍ତି।

ତେବେ ଏଯାଏ କୌଣସି ବିଡ୍‌କୁ ସରକାର ମଞ୍ଜୁରୀ ଦେଇ ନାହାନ୍ତି। ରିପୋର୍ଟ ଭୁଲ। ସରକାର ନିଷ୍ପତ୍ତି ନେବା ପରେ ସରକାର ମିଡିଆକୁ ଏ ସମ୍ପର୍କରେ ଅବଗତ କରାଇବେ।“ ସୂଚନାଯୋଗ୍ୟ, ୧୯୩୨ ମସିହାରେ ଟାଟା ପକ୍ଷରୁ ଟାଟା ଏୟାରଲାଇନ ସ୍ଥାପନ କରାଯାଇଥିଲା। ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ଜେଆରଡି ଟାଟା ନିଜେ ଜଣେ ଦକ୍ଷ ପାଇଲଟ ଥିବା ବେଳେ ସେ ଏହାର ଆରମ୍ଭ କରିଥିଲେ। ୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା। ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ ନିୟନ୍ତ୍ରଣକୁ ଚାଲି ଯାଇଥିଲା। ଏବେ ପ୍ରାୟ ୬୮ ବର୍ଷ ପରେ ଟାଟା ପୁଣି ଏୟାର ଇଣ୍ଡିଆର ମାଲିକାନା ହାସଲ କରିବା ନେଇ ଚର୍ଚ୍ଚା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story