ବଡ଼ ଦୁର୍ଘଟଣା, ଓଲଟିଲା ମାଲବାହୀ ଟ୍ରେନ୍‌ର ୨୦ ବଗି

ପାଟନା: ବଡ ଦୁର୍ଘଟଣା। ଓଲଟିଲା ମାଲବାହୀ ଟ୍ରେନ୍‌ର ୨୦ ବଗି। ବିହାରର ରୋହତସ ଜିଲ୍ଲାର କୁହ୍ମଉ ଷ୍ଟେସନରେ ନିଗଟରେ ଘଟିଛି ଏହି ଦୁର୍ଘଟଣା। ଗୟା-ଦିନନୟାଲ ଅଯୋଧ୍ୟା ରୁଟୱ୍‌ରେ ମାଲବାହୀ ଟ୍ରେନ୍‌ର ୨୦ଟି ବଗି ଲାଇନଚ୍ୟୁତ ହୋଇଛି। ଏହା ପରେ ହାୱାଡା-ନୂଆଦିଲ୍ଲୀ ରେଳ ମାର୍ଗର ଗୟା-ଡିଡିୟୁ ରେଳ ବିଭାଗରେ କାର୍ଯ୍ୟ ଠପ୍‌ ହୋଇଯାଇଛି। ଖବର ପାଇଁ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି। ସେପଟେ ଅନେକ ଟ୍ରେନ୍ ଚଳାଚଳ […]

train-derailed

train-derailed

Madhupriya Mistry
  • Published: Wednesday, 21 September 2022
  • Updated: 21 September 2022, 09:38 AM IST

Sports

Latest News

ପାଟନା: ବଡ ଦୁର୍ଘଟଣା। ଓଲଟିଲା ମାଲବାହୀ ଟ୍ରେନ୍‌ର ୨୦ ବଗି। ବିହାରର ରୋହତସ ଜିଲ୍ଲାର କୁହ୍ମଉ ଷ୍ଟେସନରେ ନିଗଟରେ ଘଟିଛି ଏହି ଦୁର୍ଘଟଣା। ଗୟା-ଦିନନୟାଲ ଅଯୋଧ୍ୟା ରୁଟୱ୍‌ରେ ମାଲବାହୀ ଟ୍ରେନ୍‌ର ୨୦ଟି ବଗି ଲାଇନଚ୍ୟୁତ ହୋଇଛି। ଏହା ପରେ ହାୱାଡା-ନୂଆଦିଲ୍ଲୀ ରେଳ ମାର୍ଗର ଗୟା-ଡିଡିୟୁ ରେଳ ବିଭାଗରେ କାର୍ଯ୍ୟ ଠପ୍‌ ହୋଇଯାଇଛି।

ଖବର ପାଇଁ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି। ସେପଟେ ଅନେକ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି ଏବଂ ଅନେକକୁ ବାତିଲ କରାଯାଇଛି। ଗୟା-ଦିନଦୟାଲ ଉପାଧ୍ୟାୟ ରେଳ ମାର୍ଗର ଉଭୟ ଅପ୍‌ ଆଣ୍ଡ ଡାଉନ୍‌ ମାର୍ଗ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ରେଳ ଅଧିକାରୀମାନେ ଏହି ମାର୍ଗ ପୁନଃ ଆରମ୍ଭ କରିବାକୁ ଚେଷ୍ଟା କରୁଛନ୍ତି।

https://twitter.com/ANINewsUP/status/1572417447545966592?s=20&t=Fvu4fkYkC8rglbbFIyEHGw

ନିକଟରେ ବିହାରର ଚମ୍ପାରଣରେ ମଧ୍ୟ ସମାନ ଘଟଣା ଘଟିଥିଲା। ଗୋଟିଏ ଟ୍ରେନ୍‌ର ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇ ଓଲଟିପଡିଥିଲା। ବିହାର ପଶ୍ଚିମ ଚମ୍ପାରଣରେ ହମସଫର ଏକ୍ସପ୍ରେସରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଟ୍ରେନ୍ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରୁ ବିହାରର କାଟିହାରକୁ ଯାଉଥିଲା, ଏହି ସମୟରେ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ୍‌ ହୋଇ ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story