ମଙ୍ଗଳବାର ଆଇଟି ଷ୍ଟାଣ୍ଡିଂ କମିଟି ଆଗରେ ହାଜର ହେବେ ଗୁଗୁଲ୍‌ ଓ ଫେସବୁକ

ନୂଆଦିଲ୍ଲୀ: ଟ୍ୱିଟର ପରେ ଏବେ ଫେସବୁକ ଏବଂ ଗୁଗୁଲ ଆଇଟି ମନ୍ତ୍ରାଳୟର ଷ୍ଟାଡିଂ କମିଟି ଆଗରେ ହାଜର ହେବେ। ମଙ୍ଗଳବାର ଏହି ଦୁଇ ଆମେରିକାନ କମ୍ପାନୀର ଭାରତୀୟ ପ୍ରତିନିଧିଙ୍କୁ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ନେତୃତ୍ୱାଧୀନ କମିଟି ଆଗରେ ହାଜର ହେବାକୁ କେନ୍ଦ୍ର ସରକାର କହିଛନ୍ତି। ସୋଶାଲ ମିଡିଆ ୟୁଜରଙ୍କ ଅଧିକାର ଏବଂ ସୋଶାଲ ମିଡିଆରେ ହେଉଥିବା ଅପବ୍ୟବହାର ବାବଦରେ ଷ୍ଟାଣ୍ଡିଂ କମିଟି ଆଗରେ ଜବାବ ରଖିବେ ଏହି ଦୁଇ କମ୍ପାନୀର ଭାରତୀୟ ଅଧିକାରୀ। ମଙ୍ଗଳବାର ଅପରାହ୍ନ […]

facebook-google

facebook-google

Subhransu Sekhar
  • Published: Monday, 28 June 2021
  • Updated: 28 June 2021, 04:53 PM IST

Sports

Latest News

ନୂଆଦିଲ୍ଲୀ: ଟ୍ୱିଟର ପରେ ଏବେ ଫେସବୁକ ଏବଂ ଗୁଗୁଲ ଆଇଟି ମନ୍ତ୍ରାଳୟର ଷ୍ଟାଡିଂ କମିଟି ଆଗରେ ହାଜର ହେବେ। ମଙ୍ଗଳବାର ଏହି ଦୁଇ ଆମେରିକାନ କମ୍ପାନୀର ଭାରତୀୟ ପ୍ରତିନିଧିଙ୍କୁ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ନେତୃତ୍ୱାଧୀନ କମିଟି ଆଗରେ ହାଜର ହେବାକୁ କେନ୍ଦ୍ର ସରକାର କହିଛନ୍ତି। ସୋଶାଲ ମିଡିଆ ୟୁଜରଙ୍କ ଅଧିକାର ଏବଂ ସୋଶାଲ ମିଡିଆରେ ହେଉଥିବା ଅପବ୍ୟବହାର ବାବଦରେ ଷ୍ଟାଣ୍ଡିଂ କମିଟି ଆଗରେ ଜବାବ ରଖିବେ ଏହି ଦୁଇ କମ୍ପାନୀର ଭାରତୀୟ ଅଧିକାରୀ।

ମଙ୍ଗଳବାର ଅପରାହ୍ନ ୪ଟା ବେଳକୁ ଷ୍ଟାଡିଂ କମିଟି ଆଗରେ ହାଜର ହେବେ। ସାଂସଦ ଶଶୀ ଥରୁରଙ୍କ ସମେତ ମୋଟ୍ ୩୧ ଜଣ ସାଂସଦ ଏହି କମିଟିରେ ରହିଛନ୍ତି। ଯେଉଁଥିରୁ ବିଭିନ୍ନ ରାଜନୀତିକ ଦଳର ଲୋକସଭା ସାଂସଦ ୨୧ ଜଣ ଏବଂ ରାଜ୍ୟସଭାର ୧୦ ଜଣ ସାଂସଦ ରହିଛନ୍ତି। କେନ୍ଦ୍ର ସରକାର ବୈଠକ ବାବଦରେ ଏହି ଦୁଇ କମ୍ପାନୀର ଭାରତୀୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଯେଉଁଥିରେ ସୋଶାଲ ମିଡିଆରେ ଯେଉଁମାନେ ୟୁଜର ରହିଛନ୍ତି ସେମାନଙ୍କର ବ୍ୟକ୍ତିଗତ ତଥ୍ୟ କିଭଳି ଗୋପନୀୟ ରହିବ ଏବଂ ସୋଶାଲ ମିଡିଆରେ ବିଭିନ୍ନ ପ୍ରକାର ଗୁଜବ ନ୍ୟୁଜକୁ ରୋକି ହେବ ସେ ନେଇ କମିଟି ପଚରାଯିବ। ଏଥିସହ ସମସ୍ତ ଆବଶ୍ୟକ ପ୍ରମାଣ ଏ ସଂକ୍ରାନ୍ତରେ ଦାଖଲ କରିବେ ଏହି ଦୁଇ କମ୍ପାନୀ।

ସେହିପରି ଜୁଲାଇ ୬ ରେ କେନ୍ଦ୍ର ଆଇଟି ମନ୍ତ୍ରାଳୟର ପ୍ରତିନିଧି କମିଟି ଆଗରେ ହାଜର ହୋଇ ପକ୍ଷ ରଖିବ। ଯେଉଁ ସବୁ ଅଭିଯୋଗ ରହିଛି ତାର ଆବଶ୍ୟକ ଦସ୍ତାବିଜ ଦାଖଲ କରିବେ ଆଇଟି ମନ୍ତ୍ରାଳୟର ଅଧିକାରୀ।

ସୂଚନାଯୋଗ୍ୟ, ନିକଟରେ କମିଟି ଆଗରେ ଟ୍ୱିଟରର ଭାରତୀୟ ପ୍ରତିନିଧି ବା ଅଧିକାରୀ ଜୁନ୍ ୧୮ରେ ହାଜର ହୋଇଥିଲେ। ଟ୍ୱିଟର ମଧ୍ୟ ସୋଶାଲ ମିଡିଆର ଅପବ୍ୟବହାର ନେଇ କମିଟି ଆଗରେ ଉତ୍ତର ରଖିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story