ବିବାଦରେ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ବୟାନ, ଆନ୍ଦୋଳନକାରୀ ଚାଷୀଙ୍କୁ ବାଡ଼ିରେ ଜବାବ ଦିଅ !

ନୂଆଦିଲ୍ଲୀ: ବିବାଦରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବୟାନ।  ଏକ କୃଷକ କାର୍ଯ୍ୟକ୍ରମରେ ଯୋଗ ଦେଇ ହିଂସା ଉତ୍ତେଜନାକାରୀ ଭାଷଣ ଦେଇଛନ୍ତି ଖଟ୍ଟର।  କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସେ ଭୟଙ୍କର ବୋଲି କହିଛନ୍ତି।  ସେ କହିଛନ୍ତି ଯେ, ଭୟଙ୍କର ଚାଷୀଙ୍କୁ  ଦମନ ପାଇଁ ବାଡ଼ି ଉଠାଇବା ଆବଶ୍ୟକ । ଏଥିପାଇଁ ବିଭିନ୍ନ ଅଞ୍ଚଳରୁ ୧୦୦୦ ସ୍ୱେଚ୍ଛାସେବୀଙ୍କୁ ଆହ୍ୱାନ କରିଛନ୍ତି। ଯେଉଁମାନେ ଏହି କାମ କାରିବେ।  ଖଟ୍ଟରଙ୍କ ବୟାନ ଝଡ଼ ସୃଷ୍ଟି […]

manohar-lal-khattar

manohar-lal-khattar

Tapas Behera
  • Published: Sunday, 03 October 2021
  • Updated: 03 October 2021, 09:48 PM IST

ନୂଆଦିଲ୍ଲୀ: ବିବାଦରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବୟାନ।  ଏକ କୃଷକ କାର୍ଯ୍ୟକ୍ରମରେ ଯୋଗ ଦେଇ ହିଂସା ଉତ୍ତେଜନାକାରୀ ଭାଷଣ ଦେଇଛନ୍ତି ଖଟ୍ଟର।  କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସେ ଭୟଙ୍କର ବୋଲି କହିଛନ୍ତି।  ସେ କହିଛନ୍ତି ଯେ, ଭୟଙ୍କର ଚାଷୀଙ୍କୁ  ଦମନ ପାଇଁ ବାଡ଼ି ଉଠାଇବା ଆବଶ୍ୟକ । ଏଥିପାଇଁ ବିଭିନ୍ନ ଅଞ୍ଚଳରୁ ୧୦୦୦ ସ୍ୱେଚ୍ଛାସେବୀଙ୍କୁ ଆହ୍ୱାନ କରିଛନ୍ତି। ଯେଉଁମାନେ ଏହି କାମ କାରିବେ।  ଖଟ୍ଟରଙ୍କ ବୟାନ ଝଡ଼ ସୃଷ୍ଟି କରିଛି। କିସାନ ମୋର୍ଚ୍ଚା ସାମ୍ମୁଖ୍ୟ ଅଧୀନରେ ୪୦ ରୁ ଅଧିକ କୃଷକ ସଂଗଠନ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏମତି ଭାଷଣ ଦେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ କୃଷି ବିଲକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କୁ ବାଡ଼ିରେ ଟ୍ରିଟ୍‌ କରିବା  ଉଚିତ। ଏଥିପାଇଁ ୧୦୦୦ ଲୋକ ଆବଶ୍ୟକ। ଯାହା ହେବ ଆମେ ବୁଝିବୁ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଯଦି ଆପଣ ଦୁଇ ଚାରି ମାସ ଜେଲରେ ରୁହନ୍ତି, ତେବେ ଆପଣ ଜଣେ ବଡ଼ ନେତା ହେବେ। ଜାମିନ ବିଷୟରେ ଚିନ୍ତା କର ନାହିଁ ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ  କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନକୁ ନେଇ କିସାନ ମୋର୍ଚ୍ଚା ସାମ୍ମୁଖ୍ୟ ନିନ୍ଦା କରିଛି।

କିସାନ ମୋର୍ଚ୍ଚା କହିଛି ଯେ, କୃଷକ ଆନ୍ଦୋଳନ ଶାନ୍ତି ଏବଂ ଅହିଂସା ମୂଲ୍ୟବୋଧକୁ ବଜାୟ ରଖିଥିବା ବେଳେ  ସରକାର ନିଜ ନାଗରିକଙ୍କ ଉପରେ ହତ୍ୟା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ କ୍ଷମା ମାଗନ୍ତୁ ଏବଂ ସେ ସାମ୍ବିଧାନିକ ପଦରୁ ଇସ୍ତଫା ଦିଅନ୍ତୁ ବୋଲି  ସାମ୍ମୁଖ୍ୟ କହିଛି । କଂଗ୍ରେସର ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ସିଂ ହୁଡା ମଧ୍ୟ ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି, "ହରିୟାଣା ମୁଖ୍ୟମନ୍ତ୍ରୀ  ନିଜେ ଲୋକଙ୍କୁ ବାଡି ଉଠାଇବାକୁ ଉସକାଉଛନ୍ତି। ସେ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ଦଙ୍ଗା ଚାହୁଁଛନ୍ତି କି ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story