ମୋଦି ଡାକିଲେ ମନ୍ତ୍ରିପରିଷଦ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରି ପରିଷଦ ବୈଠକ ଡାକିଛନ୍ତି। ଜୁନ୍ ୩୦ ଅପରାହ୍ନ ୫ଟାରେ ଏହି ବୈଠକ ହେବ ବୋଲି ଜଣାପଡ଼ିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କ୍ୟାବିନେଟ, ସ୍ୱତନ୍ତ୍ରା ରାଜ୍ୟ ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ବୈଠକ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହି ବୈଠକ ବିଭିନ୍ନ ଦୃଷ୍ଟିକୋଣରେ ଗୁରୁତ୍ୱପୂର୍ଣ୍ଣ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିବେ ବୋଲି ଇସାରା ଦେଇ ସାରିଥିବାରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି […]

Modi

Modi

Subhransu Sekhar
  • Published: Monday, 28 June 2021
  • Updated: 28 June 2021, 08:51 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରି ପରିଷଦ ବୈଠକ ଡାକିଛନ୍ତି। ଜୁନ୍ ୩୦ ଅପରାହ୍ନ ୫ଟାରେ ଏହି ବୈଠକ ହେବ ବୋଲି ଜଣାପଡ଼ିଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କ୍ୟାବିନେଟ, ସ୍ୱତନ୍ତ୍ରା ରାଜ୍ୟ ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ବୈଠକ ଯୋଗ ଦେବେ ବୋଲି ଜଣାପଡ଼ିଛି।

ଏହି ବୈଠକ ବିଭିନ୍ନ ଦୃଷ୍ଟିକୋଣରେ ଗୁରୁତ୍ୱପୂର୍ଣ୍ଣ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିବେ ବୋଲି ଇସାରା ଦେଇ ସାରିଥିବାରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ବିଭିନ୍ନ ମନ୍ତ୍ରୀଙ୍କ କାମର ସମୀକ୍ଷା କରିଥିଲେ। ଏହି ସମୟରେ କିଛି ମନ୍ତ୍ରୀଙ୍କ ସହ ମୋଦି ଓ୍ୱାନ ଟୁ ଓ୍ୱାନ ହୋଇଥିବା ସୂଚନା ରହିଛି। ତେଣୁ ଜୁନ୍ ୩୦ରେ ହେବାକୁ ଥିବା ବୈଠକରେ ମୋଦି ତାଙ୍କ ନୂଆ ଟିମ୍ ବାବଦରେ ମନ୍ତ୍ରୀ ମାନଙ୍କୁ ଅବଗତ କରାଇ ପାରନ୍ତି। ଏଥିସହ କେଉଁମାନଙ୍କର ବିଭାଗ ବଦଳିବ କି ବାଦ୍ ପଡ଼ିବେ ଇତ୍ୟାଦି ବାବଦରେ ପ୍ରଧାନମନ୍ତ୍ରୀ ଅବଗତ କରାଇ ପାରନ୍ତି।

ଆଗକୁ ୟୁପି ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ମୋଦି ସହଯୋଗୀ ଦଳର ନେତାଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ୍ କରିବେ ବୋଲି ଜଣାପଡ଼ିଛି। ପାଖାପାଖି ୨୭ ଜଣ ସମ୍ଭାବିତ ନେତାଙ୍କ ନାମ ପ୍ରସ୍ତୁତ ହୋଇ ସାରିଛି। କେବଳ ମୋଦି ଘୋଷଣା କରିବେ ବୋଲି ଜଣାପଡ଼ିଛି। ଏବେ ମୋଦି ସରକାରରେ ଆରଆଇପି ଦଳର ସାଂସଦ ରାମଦାସ ଅଠାଓ୍ୱାଲାଙ୍କୁ ଛାଡ଼ି ଦେଲେ ଆଉ ସମସ୍ତେ ବିଜେପିର ସାଂସଦ। ତେଣୁ ଜେଡିୟୁ, ଅପନା ଦଳ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳକୁ ନିଜ ଟିମରେ ସାମିଲ୍ କରି ମୋଦି ସରକାର ନୂଆ ଜୋଶରେ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଥିବା ସୂଚନା ରହିଛି।

ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୧ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା ବେଳେ ୯ ଜଣ ସ୍ୱାଧୀନ ରାଜ୍ୟମନ୍ତ୍ରୀ ଏବଂ ୨୯ ଜଣ ରାଜ୍ୟ ମନ୍ତ୍ରୀ ରହିଛନ୍ତି। ଅନେକ ମନ୍ତ୍ରୀଙ୍କ ପାଖରେ ଗୋଟିଏରୁ ଅଧିକ ବିଭାଗ ରହିଥିବାରୁ ମୋଟ୍ ଏହି ସଂଖ୍ୟା ୫୪ ରହିଛି। ସମ୍ୱିଧାନର ନିୟମ ଅନୁସାରେ ୭୯ ଜଣ ମନ୍ତ୍ରୀ ରହିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story