ପୁଲିସ କରୁଛି ଚୋରା ମଦ ବେପାର

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ି): ବର୍ଦ୍ଦିରେ ଲାଗିଛି କଳଙ୍କ। ପୁଲିସ କରୁଛି ଚୋରାମଦ ବେପାର। ବିଶାଖାପାଟଣା ସହର ସହ ଏହାର ଆଖପାଖ ଛୋଟ ଛୋଟ ଗ୍ରାମରେ ଚୋରା ମଦ ବ୍ୟବସାୟ କରୁଥିବା ଜଣେ CISF କନଷ୍ଟେବଳକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟରେ CISF କନଷ୍ଟେବଳ ରୂପେ ଗୌରୀ ଶଙ୍କର କାର୍ଯ୍ୟ କରୁଛନ୍ତି। ସେ ଦିଲ୍ଲୀରୁ ବିଶାଖାପାଟଣାକୁ ସରକାରୀ ମଦ ଚାଲାଣ କରୁଥିବା ସ୍ପେସିଆଲ ଏନଫୋର୍ସମେଣ୍ଟ ବ୍ୟୁରୋକୁ ସୂଚନା ମିଳିଥିଲା। […]

police

police

Tapas Behera
  • Published: Thursday, 23 September 2021
  • Updated: 24 September 2021, 07:28 AM IST

Sports

Latest News

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ି): ବର୍ଦ୍ଦିରେ ଲାଗିଛି କଳଙ୍କ। ପୁଲିସ କରୁଛି ଚୋରାମଦ ବେପାର। ବିଶାଖାପାଟଣା ସହର ସହ ଏହାର ଆଖପାଖ ଛୋଟ ଛୋଟ ଗ୍ରାମରେ ଚୋରା ମଦ ବ୍ୟବସାୟ କରୁଥିବା ଜଣେ CISF କନଷ୍ଟେବଳକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ ବିଶାଖାପାଟଣା ଷ୍ଟିଲ ପ୍ଲାଣ୍ଟରେ CISF କନଷ୍ଟେବଳ ରୂପେ ଗୌରୀ ଶଙ୍କର କାର୍ଯ୍ୟ କରୁଛନ୍ତି। ସେ ଦିଲ୍ଲୀରୁ ବିଶାଖାପାଟଣାକୁ ସରକାରୀ ମଦ ଚାଲାଣ କରୁଥିବା ସ୍ପେସିଆଲ ଏନଫୋର୍ସମେଣ୍ଟ ବ୍ୟୁରୋକୁ ସୂଚନା ମିଳିଥିଲା।  ଗୌରୀ ଶଙ୍କରକୁ ଧରିବା ପାଇଁ ଯୋଜନା ଆରମ୍ଭ କରିଥିଲା ପୁଲିସ।

S E Bଡେପୁଟି କମିଶନର ବାବଜିରାଓ କହିଛନ୍ତି, ଗତ ୧୪ ତାରିଖ ଦିନ ଗୌରୀ ଶଙ୍କର ୨ଟି  CISF ଟ୍ରଙ୍କ ଉପରେ ଷ୍ଟାମ୍ପ ମାରି ବିମାନ ଯୋଗେ ବିଶାଖାପାଟଣାରୁ ଦିଲ୍ଲୀ ପଠାଇଥିଲେ ଏବଂ ନିଜେ ଟ୍ରେନ ଦ୍ୱାରା ବିଶାଖାପାଟଣାରୁ ଦିଲ୍ଲୀ ଯାଇଥିଲେ।

ଗତକାଲି ସେ ଏପି ଏକ୍ସପ୍ରେସରେ ଦିଲ୍ଲୀରୁ ବିଶାଖାପାଟଣା ପହଞ୍ଚିଥିଲେ। ପୂର୍ବରୁ ସତର୍କ ଥିବା ପୁଲିସ ତାଙ୍କୁ ଆରପିଏଫ୍ ସହଯୋଗରେ ଷ୍ଟେସନରେ ହିଁ କାବୁ କରିଥିଲେ ଓ ଷ୍ଟାମ୍ପ ମରାଯାଇଥିବା ୨ଟି ଟ୍ରଙ୍କକୁ ଜବତ କରିଥିଲେ। ତେବେ ଉଭୟ ଟ୍ରଙ୍କରୁ ୧୪୩ ଟି ବିଦେଶୀ ମଦ ବୋତଲ ଜବତ କରାଯାଇଛି।

ତେବେ ଏହି ବୋତଲ ଗୁଡିକରେ କେନ୍ଦ୍ର ସରକାରଙ୍କ ନମ୍ବର ଓ ସିଲ ରହିଛି।  ପୁଲିସ ଏହାକୁ ନକଲି ମଦ ସନ୍ଦେହ କରି ଲ୍ୟାବକୁ ପଠାଇବ ବୋଲି କହିଛି।  ଦିଲ୍ଲୀର ଯେଉଁ ଜାଗାରୁ ଏହି ମଦ ଚାଲାଣ ହେଉଛି ସେହି ଜାଗାକୁ  S E Bର ସ୍ୱତନ୍ତ୍ର ୫ ଜଣିଆ ଟିମ ଯାଇ ଏହାର ଯାଞ୍ଚ କରିବ । ଏହି ମାମଲାରେ ଜଡିତ ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ ପାଇଁ ଉଦ୍ୟମ କରାଯାଉଛି ବୋଲି ପୁଲିସ କହିଛି । ତେବେ ଗୌରୀଶଙ୍କର ଗତ ୩ ବର୍ଷ ଧରି  ଏହି ବ୍ୟବସାୟ କରିଆସୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story