ତେଜିଲା କଂଗ୍ରେସ କଳି, ପ୍ରିୟଙ୍କା ଗାନ୍ଧୀଙ୍କ ନିକଟତମ ବ୍ୟକ୍ତି ଦେଲେ ଇସ୍ତଫା

ଲକ୍ଷ୍ନୌ: ୟୁପି କଂଗ୍ରେସରେ ଚାଲିଥିବା କଳି ଏବେ ଚରମ ସୀମାରେ। ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ଦଳରୁ ଜଣେ ପରେ ଜଣେ ନେତା ବାଏ ବାଏ କହିବା ଆରମ୍ଭ କରି ଦେଇଛନ୍ତି। ଯାହାକି ୟୁପି ଦାୟିତ୍ୱରେ ଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକସଭା ଆସନ ବାରଣାସୀ ପାଇଁ କଂଗ୍ରେସର ପ୍ରଭାବୀ ଭାବରେ ନିୟୋଜିତ ହୋଇଥିବା ଅଙ୍କିତ ପାଣ୍ଡେ ଏବେ ଦଳରୁ ଇସ୍ତଫା ଦେଇଛନ୍ତି। ଯାହାକି […]

ankit-pandey-priyanaka

ankit-pandey-priyanaka

Subhransu Sekhar
  • Published: Monday, 28 June 2021
  • Updated: 28 June 2021, 05:58 PM IST

Sports

Latest News

ଲକ୍ଷ୍ନୌ: ୟୁପି କଂଗ୍ରେସରେ ଚାଲିଥିବା କଳି ଏବେ ଚରମ ସୀମାରେ। ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ଦଳରୁ ଜଣେ ପରେ ଜଣେ ନେତା ବାଏ ବାଏ କହିବା ଆରମ୍ଭ କରି ଦେଇଛନ୍ତି। ଯାହାକି ୟୁପି ଦାୟିତ୍ୱରେ ଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକସଭା ଆସନ ବାରଣାସୀ ପାଇଁ କଂଗ୍ରେସର ପ୍ରଭାବୀ ଭାବରେ ନିୟୋଜିତ ହୋଇଥିବା ଅଙ୍କିତ ପାଣ୍ଡେ ଏବେ ଦଳରୁ ଇସ୍ତଫା ଦେଇଛନ୍ତି। ଯାହାକି ୟୁପି କଂଗ୍ରେସ ଏବଂ ପ୍ରିୟଙ୍କାଙ୍କ ପାଇଁ ଝଟକା ସାବ୍ୟସ୍ତ ହୋଇଛି।

ରାଜ୍ୟରେ ବିଧାନସଭା ନିର୍ବାଚନ ବେଳେ ଜାତିଗତ ରାଜନୀତି ଅଧିକ ସକ୍ରିୟ ରୁହେ। ତେଣୁ କଂଗ୍ରେସ ଜାତିଗତ ସମୀକରଣକୁ ନେଇ ଯେଉଁ ରାଜନୀତି କରିବ ବୋଲି ଯୋଜନା କରିଥିଲା ତାହା ଆରମ୍ଭରୁ ଭୁଶୁଡ଼ୁଛି ବୋଲି ଜଣାପଡ଼ିଛି। କାରଣ ଅଙ୍କିତ ପାଣ୍ଡେ ହେଉଛନ୍ତି ବ୍ରାହ୍ମଣ ନେତା ଏହା ପୂର୍ବରୁ ଦଳରୁ ଇସ୍ତଫା ଦେଇଥିବା ଜିତନ ପ୍ରସାଦ ମଧ୍ୟ ଥିଲେ ବ୍ରାହ୍ମଣ ନେତା।

ଇସ୍ତଫା ବେଳେ ଅଙ୍କିତ ପାଣ୍ଡେ ୟୁପିର ପିସିସି ସଭାପତି ଅଜୟ କୁମାର ଲଲ୍ଲଙ୍କୁ ଦାୟୀ କରିଛନ୍ତି। ଲଲ୍ଲୁ ସ୍ୱର୍ଣ୍ଣୋ ଏବଂ ବ୍ରାହ୍ମଣ ଜାତି ବିରୋଧରେ ମନ୍ତବ୍ୟ ଦେଉଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ପରେ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଅଙ୍କିତ କହିଛନ୍ତି।

ସେ ଇସ୍ତଫା ଦେବା ବେଳେ କହିଛନ୍ତି, ପିସିସି ସଭାପତି ଲଲ୍ଲୁ ବାରମ୍ବାର ସ୍ୱର୍ଣ୍ଣୋ ଏବଂ ବ୍ରାହ୍ମଣ ବିରୋଧୀ ମାନସିକତା ରଖି ନିଷ୍ପତ୍ତି ନେଉଛନ୍ତି। ତାଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ପାଇଁ ଦଳ ରାଜ୍ୟରେ ଅନେକ କ୍ଷତି ସହୁଛି। ରାଜ୍ୟରେ ବିଜେପି ବିରୋଧରେ ବିକଳ୍ପ ହେବା ପାଇଁ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ଆଗକୁ ବଢୁଛି ହେଲେ ଏହାକୁ ଦୁର୍ବଳ କରିବା ପାଇଁ ପିସିସି ସଭାପତି ସମସ୍ତ କାମ କରୁଛନ୍ତି ବୋଲି ସେ କହିଛନ୍ତି। ତେବେ ଆଗାମୀ ଦିନରେ କଣ କରିବେ ସେ ନିଷ୍ପତ୍ତି ନେଇ ନାହାନ୍ତି ବୋଲି ସଫେଇ ଦେଇଛନ୍ତି। କିନ୍ତୁ ଅଙ୍କିତ ମଧ୍ୟ ଜିତନଙ୍କ ଭଳି ବିଜେପିରେ ସାମିଲ୍ ହେବାକୁ ଲକ୍ଷ୍ୟ ରଖିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story