୮ ରାଜ୍ୟରେ ପୁଣି ଏନ୍‌ଆଇଏର ରେଡ୍‌, ୧୩ ପିଏଫ୍‌ଆଇ ସଦସ୍ୟ ଗିରଫ

ନୂଆଦିଲ୍ଲୀ: ପିଏଫ୍‌ଆଇ ଉପରେ ଏନ୍‌ଆଇଏର ପୁଣି ରେଡ୍‌। ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା ତଥା ଏନ୍‌ଆଇଏ ସମେତ ଅନ୍ୟ ଏଜେନ୍ସିଗୁଡିକ ପୁଣି ଥରେ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆର ୮ଟି ରାଜ୍ୟରେ ଥିବା ଅନେକ ଠିକଣା ଉପରେ ଚଢ଼ାଉ କରିଛନ୍ତି। ଏହା ଦ୍ୱିତୀୟ ରାଉଣ୍ଡ ରେଡ୍‌ ବୋଲି କୁହାଯାଉଛି। ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ବିଭିନ୍ନ ସ୍ଥାନରୁ ମୋଟ ୧୩ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ଏଥିରେ ଆସାମରୁ ୭ଜଣ ସଦସ୍ୟ ଏବଂ କର୍ଣ୍ଣାଟକର ୬ ଜଣ ସଦସ୍ୟଙ୍କୁ ଗିରଫ […]

NIA Raid

NIA Raid

Madhupriya Mistry
  • Published: Tuesday, 27 September 2022
  • Updated: 27 September 2022, 03:02 PM IST

Sports

Latest News

ନୂଆଦିଲ୍ଲୀ: ପିଏଫ୍‌ଆଇ ଉପରେ ଏନ୍‌ଆଇଏର ପୁଣି ରେଡ୍‌। ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା ତଥା ଏନ୍‌ଆଇଏ ସମେତ ଅନ୍ୟ ଏଜେନ୍ସିଗୁଡିକ ପୁଣି ଥରେ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆର ୮ଟି ରାଜ୍ୟରେ ଥିବା ଅନେକ ଠିକଣା ଉପରେ ଚଢ଼ାଉ କରିଛନ୍ତି। ଏହା ଦ୍ୱିତୀୟ ରାଉଣ୍ଡ ରେଡ୍‌ ବୋଲି କୁହାଯାଉଛି।

ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ବିଭିନ୍ନ ସ୍ଥାନରୁ ମୋଟ ୧୩ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ଏଥିରେ ଆସାମରୁ ୭ଜଣ ସଦସ୍ୟ ଏବଂ କର୍ଣ୍ଣାଟକର ୬ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ଏମାନଙ୍କ ବିରୋଧରେ ସିଆର୍‌ପିସି ଧାରା ୧୦୭ ଓ ୧୫୧ ଅନୁଯାୟୀ ମାମଲା ରୁଜୁ କରାଯାଇଛି।  ନିକଟରେ NIA କେରଳରୁ PFI ସଦସ୍ୟ ଶାଫିକ୍ ପେଠ୍‌ଙ୍କୁ ଗିରଫ କରିଥିଲା।​ ତାଙ୍କୁ ପଚରାଉଚରା ବେଳେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଟନା ରାଲି ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର ଟାର୍ଗେଟରେ ଥିଲା ବୋଲି ଜଣାପଡିଥିଲା।

ଆଜି ସକାଳୁ କର୍ଣ୍ଣାଟକ ପୁଲିସ ଜିଲ୍ଲାର ଫିଏଫ୍‌ଆଇ ଅଧ୍ୟକ୍ଷ ଓ ଏସଡିପିଆଇ ସଚିବଙ୍କୁ ଗିରଫ କରିଛି। ପିଏଫଆଇ ଜିଲ୍ଲା ସଭାପତି ଅବଦୁଲ କରିମ ଏବଂ ଏସଡିପିଆଇ ସଚିବ ଶେଖ ମାସକସୁଦଙ୍କୁ ଗିରଫ କରାଯାଇଥିଲା। ଏଥି ସହ କୋଲାର ଜିଲ୍ଲାରେ ପୁଲିସ ପିଏଫଆଇର ୬ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ମାଙ୍ଗାଲୋର ପୁଲିସ ମଧ୍ୟ PFI ଏବଂ SDPIର ସଦସ୍ୟଙ୍କୁ ଅଟକ ରଖିଛି। ସେହିପରି ଆଜି ଭୋରୁ ଆସାମରେ ମଧ୍ୟ ପିଏଫ୍‌ଆଇର ୭ ଜଣ ନେତାଙ୍କୁ ଗିରଫ କରାଯାଇଛି।

ବର୍ତ୍ତମାନ ତଦନ୍ତ ଏଜେନ୍ସିଙ୍କ ରାଡାର୍‌ରେ ରହିଛି ପିଏଫ୍‌ଆଇ। ଏନ୍‌ଆଇଏ ଏବଂ ଇଡି ଅତୀତରେ PFIର ୧୦୦ରୁ ଅଧିକ ସ୍ଥାନରେ ଚଢ଼ାଉ କରିଥିଲେ। ବର୍ତ୍ତମାନ PFI ଉପରେ ବ୍ୟାନ୍‌ର ଖଣ୍ଡା ଝୁଲୁଛି। ସେପ୍ଟେମ୍ବର ୨୨ରେ, ଏନଆଇଏ, ଇଡି ଏବଂ ରାଜ୍ୟ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି PFI ସହ ଜଡିତ ୧୦୬ଜଣଙ୍କୁ ଗିରଫ କରିଥିଲେ। ଏହାପୂର୍ବରୁ, NIA PFI ସହିତ ଜଡିତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସେପ୍ଟେମ୍ବର 22 ରେ, ସାରା ଦେଶରେ PFI ବିରୋଧରେ କାର୍ଯ୍ୟାନୁଷ୍ଠାନରେ, NIA UAPA ଅଧୀନରେ ୫ଟି FIR ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story