ଯୋଧପୁରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ, ୩ ଗିରଫ

ଜୟପୁର: ରାଜସ୍ଥାନ ଯୋଧପୁରରେ ଲାଗିଲା କର୍ଫ୍ୟୁ। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଏଠାକାର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଛି। ସେହିପରି ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ହିଂସା ଘଟିଥିବା ସ୍ଥାନ ଜଲୌରୀ ଗେଟ୍‌କୁ ସଂଯୋଗ ହୋଇଥିବା ସମସ୍ତ ରାସ୍ତାକୁ ବନ୍ଦ କରିଦିଆଯାଇଛି। ଗତକାଲି ଇଦ୍‌ ପୂର୍ବରୁ ଯୋଧପୁରର ଜଲୌରୀ ଗେଟ୍‌ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା। ଲାଉଡସ୍ପିକର ଓ ପତାକା ଉଡାଇବାକୁ ନେଇ ବିବାଦ ସୃଷ୍ଟି […]

jodhpur-clash

jodhpur-clash

Madhupriya Mistry
  • Published: Tuesday, 03 May 2022
  • Updated: 03 May 2022, 03:26 PM IST

Sports

Latest News

ଜୟପୁର: ରାଜସ୍ଥାନ ଯୋଧପୁରରେ ଲାଗିଲା କର୍ଫ୍ୟୁ। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଏଠାକାର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗୁ କରାଯାଇଛି। ସେହିପରି ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ହିଂସା ଘଟିଥିବା ସ୍ଥାନ ଜଲୌରୀ ଗେଟ୍‌କୁ ସଂଯୋଗ ହୋଇଥିବା ସମସ୍ତ ରାସ୍ତାକୁ ବନ୍ଦ କରିଦିଆଯାଇଛି।

ଗତକାଲି ଇଦ୍‌ ପୂର୍ବରୁ ଯୋଧପୁରର ଜଲୌରୀ ଗେଟ୍‌ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖାଦେଇଥିଲା। ଲାଉଡସ୍ପିକର ଓ ପତାକା ଉଡାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ପୁଲିସ ସ୍ଥିତିକୁ ଆୟତ୍ତ କରିବାକୁ ଯାଇ ମୃଦୁ ଲାଠ ଚାର୍ଜ କରିଥିଲା। ଏହାପରେ ବିକ୍ଷୋଭକାରୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପଥରମାଡ କରିଥିଲେ।  ଆଜି ମଧ୍ୟ ଏହି ସଂଘର୍ଷ ଶାନ୍ତ ପଡିନଥିଲା। ପୁଲିସ ଉପରୁ ପଥର ମାଡ ହୋଇଥିଲା। ଏଥିରେ ୪ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ସ୍ଥିତିକୁ ଦୃଷ୍ଟିରେ ରଖି ଜୋଧପୁରରେ ୧୪୪ ଧାରା ଜାରି କରାଯିବା ସହ ୧୦ଟି ପୁଲିସ ଷ୍ଟେସନ ଅଧୀନରେ ଥିବା ଅଞ୍ଚଳଗୁଡିକରେ କର୍ଫ୍ୟୁ ଲାଗୁ କରାଯାଇଛି। ଆସନ୍ତାକାଲି ରାତି ୧୨ଟା ଯାଏଁ ଏହା ଲଗୁ ରହିବ। କେବଳ ସେତିକି ନୁହେଁ ଇଣ୍ଟରନେଟ୍‌ ସେବା ମଧ୍ୟ ବନ୍ଦ କରାଯାଇଛି। ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବର୍ତ୍ତମାନ ଜଲୌରୀ ଗେଟ୍‌ ଅଞ୍ଚଳରେ ପରିସ୍ଥିତି ଶାନ୍ତ ରହିଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।

ଯେଉଁ ପତାକାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ପୁଲିସ ସେହି ପତାକାକୁ ହଟାଇ ସେଠାରେ ତ୍ରିରଙ୍ଗା ପତାକା ଲଗାଇ ଦେଇଛି। ସେପଟେ ଏହି ସଂଘର୍ଷରେ ଏଯାଏଁ ୭ ଜଣ ଗୁରୁତର ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story