ଚେନ୍ନାଇ ହସ୍ପିଟାଲରେ ହଠାତ୍‌ ଭର୍ତ୍ତି ହେଲେ ରଜନୀକାନ୍ତ

ଚେନ୍ନାଇ: ପ୍ରଖ୍ୟାତ ଅଭିନେତା ତଥା ନିକଟରେ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଥିବା ରଜନୀକାନ୍ତ ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଆଡମିଟ କରାଯାଇଛି। ହଠାତ୍‌ ରାଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବାରୁ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି। ତେବେ ସେ ରୁଟିନ ଚେକ୍‌ଅପ ପାଇଁ ହସ୍ପିଟାଲରେ ଆଡମିଟ ହୋଇଥିବା ତାଙ୍କୁ ଟିମ ସୂଚନା ଦେଇଛି। ରଜନୀକାନ୍ତଙ୍କ ପବ୍ଲିସିଟି ରିଆଜ କେ ଅହମଦ କହିଛନ୍ତି, “ଗୁରୁବାର ଅପରାହ୍ନ ୪.୩୦ରେ ରଜନୀକାନ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା। […]

Ranjanikant

Ranjanikant

Hemant Lenka
  • Published: Thursday, 28 October 2021
  • Updated: 28 October 2021, 10:06 PM IST

Sports

Latest News

ଚେନ୍ନାଇ: ପ୍ରଖ୍ୟାତ ଅଭିନେତା ତଥା ନିକଟରେ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଥିବା ରଜନୀକାନ୍ତ ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଆଡମିଟ କରାଯାଇଛି। ହଠାତ୍‌ ରାଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବାରୁ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି।

ତେବେ ସେ ରୁଟିନ ଚେକ୍‌ଅପ ପାଇଁ ହସ୍ପିଟାଲରେ ଆଡମିଟ ହୋଇଥିବା ତାଙ୍କୁ ଟିମ ସୂଚନା ଦେଇଛି। ରଜନୀକାନ୍ତଙ୍କ ପବ୍ଲିସିଟି ରିଆଜ କେ ଅହମଦ କହିଛନ୍ତି, “ଗୁରୁବାର ଅପରାହ୍ନ ୪.୩୦ରେ ରଜନୀକାନ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା। ନିୟମିତ ଭାବେ ତାଙ୍କର ରୁଟିନ ଚେକଅପ୍‌ କରାଯାଇଥାଏ। ସେ ବର୍ତ୍ତମାନ ଚେକଅପ ପାଇଁ ଗୋଟିଏ ଘରୋଇ ହସ୍ପିଟାଲରେ ରହିଛନ୍ତି।”

କିଛି ଦିନ ତଳେ ରଜନୀକାନ୍ତ ଫାଲେକ ପୁରସ୍କାର ଗ୍ରହଣ କରିବାକୁ ଦିଲ୍ଲୀରେ ରହିଥିଲେ। ଏହି ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।

ଆଗକୁ ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ Annaatthe ରିଲିଜ ହେବାକୁ ଯାଉଛି। ନଭେମ୍ବର ୪ ଦୀପାବଳିରେ ଏହା ମୁକ୍ତିଲାଭ କରିବ। ଏହାର ନିର୍ଦ୍ଦେଶନା ସିରୁଥାଇ ଶିବା ଦେଇଥିବା ବେଳେ ସନ୍‌ ପିକଚର ଏହା ପ୍ରଯୋଜନା କରୁଛି। ଅକ୍ଟୋବର ୨୭ରେ ଗୋଟିଏ ପ୍ରାଇଭେଟ ଷ୍ଟୁଡିଓରେ Annaattheର ସ୍କ୍ରିନିଂ ହୋଇଥିଲା। ଏହାକୁ ନିଜ ପରିବାର ଲୋକଙ୍କ ସହ ରଜନୀକାନ୍ତ ଦେଖିଥିଲେ। ଏହାର ଫଟୋକୁ ମଧ୍ୟ ସେ ଟ୍ୱିଟ କରିଥିଲେ।

ସୂଚନାଯୋଗ୍ୟ, ୨୦୨୦ ଡିସେମ୍ବରରେ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯାଇଥିଲା। ସେ ଫିଲ୍ମ ଶୁଟିଂ କରୁଥିବା ବେଳେ ଅସୁସ୍ଥ ହେବାରୁ ତାଙ୍କୁ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନର ଚିକିତ୍ସା ପରେ ସେ ଘରକୁ ଫେରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story