ଦୁଷ୍କର୍ମ ଅଭିଯୋଗ, ଲିଙ୍ଗାୟତ ମଠର ମୁଖ୍ୟ ମହନ୍ତ ଗିରଫ

ବେଙ୍ଗାଲୁରୁ: ବିବାଦରେ କର୍ଣ୍ଣାଟକର ମୁରୁଗା ମଠ। ଏହି ଲିଙ୍ଗାୟତ ମଠର ପ୍ରମୁଖ ସାଧୁ ଶିବମୂର୍ତ୍ତି ମୁରୁଗା ଶାରନାରୁଙ୍କୁ ପୁଲିସ ଗିରଫ କରିଛି। ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ତାଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି। କର୍ଣ୍ଣାଟକର ଚିତ୍ରଦୁର୍ଗରେ ଥିବା ପ୍ରସିଦ୍ଧ ମୁରୁଗା ମଠର ମୁଖ୍ୟ ମହନ୍ତ ହେଉଛନ୍ତି ଶିବମୂର୍ତ୍ତି। ଉକ୍ତ ମଠଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନର ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଶିବମୂର୍ତ୍ତିଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହାପରେ ଆଜି ତାଙ୍କୁ ପୁଲିସ ହାବେରି ଜିଲ୍ଲାରୁ […]

Lingayat seer detained

Lingayat seer detained

Madhupriya Mistry
  • Published: Monday, 29 August 2022
  • Updated: 29 August 2022, 02:56 PM IST

ବେଙ୍ଗାଲୁରୁ: ବିବାଦରେ କର୍ଣ୍ଣାଟକର ମୁରୁଗା ମଠ। ଏହି ଲିଙ୍ଗାୟତ ମଠର ପ୍ରମୁଖ ସାଧୁ ଶିବମୂର୍ତ୍ତି ମୁରୁଗା ଶାରନାରୁଙ୍କୁ ପୁଲିସ ଗିରଫ କରିଛି। ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ତାଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି।

କର୍ଣ୍ଣାଟକର ଚିତ୍ରଦୁର୍ଗରେ ଥିବା ପ୍ରସିଦ୍ଧ ମୁରୁଗା ମଠର ମୁଖ୍ୟ ମହନ୍ତ ହେଉଛନ୍ତି ଶିବମୂର୍ତ୍ତି। ଉକ୍ତ ମଠଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନର ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଶିବମୂର୍ତ୍ତିଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହାପରେ ଆଜି ତାଙ୍କୁ ପୁଲିସ ହାବେରି ଜିଲ୍ଲାରୁ ଗିରଫ କରିଛି।

ସୂଚନା ମୁତାବକ, ଗତ କିଛି ଦିନ ପୂର୍ବେ ମଠର ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଦୁଇ ଛାତ୍ରୀ ସାଧୁଙ୍କ ନାଁ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହି ନାବାଳିକା ଦୁଇ ଜଣ ‘ଓଦାନାଦି ସେବା ସଂସ୍ଥା’ ନାମକ ‘ଏନ୍‌ଜିଓ’ରେ ପହଞ୍ଚି ସବୁ କଥା ଜଣାଇଥିଲେ। ଉକ୍ତ ‘ଏନ୍‌ଜିଓ’ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ଘଟଣା ସଂକ୍ରାନ୍ତରେ ଅବଗତ କରାଇବା ପରେ ସାଧୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା।

ଅଭିଯୋଗ ଅନୁସାରେ, ମୁରୁଗା ମଠଦ୍ୱାରା ପରିଚାଳିତ ଛାତ୍ରାବାସରେ ରହୁଥିବା ୧୫ ଓ ୧୬ ବର୍ଷୀୟ ଉକ୍ତ ନାବାଳିକା ଦୁଇଜଣ ସାଢ଼େ ୩ ବର୍ଷରୁ ଅଧିକ କାଳ ହେବ ଯୌନ ନିର୍ଯାତନାର ଶିକାର ହୋଇଆସୁଥିଲେ। ଅଭିଯୋଗ ଆଧାରରେ ମୌସୁର ପୁଲିସ ଶିବମୂର୍ତ୍ତି ମୁରୁଗା ଶାରନାରୁଙ୍କ ନାମରେ ଏଫ୍‌ଆଇଆର୍‌ ରୁଜୁ କରିଥିଲା। ‘ପୋକ୍‌ସୋ’ ଆଇନ୍‌ ଆଧାରରେ ଏହି ମାମଲା ରୁଜୁ କରାଯାଇଥିଲା।

ଯୌନ ନିର୍ଯାତନା କେବଳ ଏହି ଦୁଇ ଛାତ୍ରୀଙ୍କ ସମସ୍ୟା ନୁହେଁ। ଉକ୍ତ ଶିକ୍ଷାନୁଷ୍ଠାନରେ ପଢୁଥିବା ଆହୁରି ଅନେକ ନାବାଳିକାଙ୍କୁ ମଧ୍ୟ ସାଧୁ ଏହିଭଳି ହଇରାଣ କରିଛନ୍ତି। ଅନେକ ବର୍ଷ ହେଲାଣି ମଠରେ ଏଭଳି ଅପକର୍ମ ଚାଲିଛି। କିନ୍ତୁ, ଭୟରେ ପିଲାମାନେ କିଛି କହି ପାରୁନାହାନ୍ତି। ଆମେ କୌଣସି ଚାପ ଅଥବା ଧମକ ଭୟରେ ଦୁର୍ବଳ ହୋଇପଡ଼ିବୁ ନାହିଁ। ପିଲାମାନଙ୍କର ଅଧିକାର ସୁରକ୍ଷିତ ରଖିବା ସମାଜର କର୍ତ୍ତବ୍ୟ। ଆମେ ଏଥିପ୍ରତି ପ୍ରତିବଦ୍ଧ ବୋଲି ଏନ୍‌ଜିଓ ସଂସ୍ଥା ‘ଓଦାନାଦି ସେବା ସମିତି’ର ମୁଖ୍ୟ ଷ୍ଟେନ୍‌ଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story