ଐତିହାସିକ ରାୟ, ଦୁଷ୍କର୍ମର ୯ ଦିନ ଭିତରେ ଦୋଷୀକୁ ୨୦ ବର୍ଷ ଜେଲ

ଜୟପୁର: ନ୍ୟାୟପାଳିକା ଇତିହାସରେ ବିରଳ ଘଟଣା। ପୀଡ଼ିତାଙ୍କୁ ମିଳିଲା ତ୍ୱରିତ ନ୍ୟାୟ। ଦୁଷ୍କର୍ମ ଭଳି ଗୁରୁତର ଅପରାଧର ୯ ଦିନ ଭିତରେ ଦୋଷୀକୁ ମିଳିଲା ଦଣ୍ଡ। ଜଣେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ୨୫ ବର୍ଷୀୟ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ରାଜସ୍ତାନର ଜୟପୁର କୋର୍ଟ ଏହି ଐତିହାସସିକ ରାୟ ଶୁଣାଇଛନ୍ତି।  POCSOମାମଲାରେ ଶୁଣାଣି କରି  ଅଭିଯୁକ୍ତକୁ ତୁରନ୍ତ ଦୋଷୀ ସାବ୍ୟସ୍ତ କରିବା ଏହା […]

Court

Court

Tapas Behera
  • Published: Tuesday, 05 October 2021
  • Updated: 05 October 2021, 08:49 PM IST

Sports

Latest News

ଜୟପୁର: ନ୍ୟାୟପାଳିକା ଇତିହାସରେ ବିରଳ ଘଟଣା। ପୀଡ଼ିତାଙ୍କୁ ମିଳିଲା ତ୍ୱରିତ ନ୍ୟାୟ। ଦୁଷ୍କର୍ମ ଭଳି ଗୁରୁତର ଅପରାଧର ୯ ଦିନ ଭିତରେ ଦୋଷୀକୁ ମିଳିଲା ଦଣ୍ଡ। ଜଣେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ୨୫ ବର୍ଷୀୟ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ରାଜସ୍ତାନର ଜୟପୁର କୋର୍ଟ ଏହି ଐତିହାସସିକ ରାୟ ଶୁଣାଇଛନ୍ତି।  POCSOମାମଲାରେ ଶୁଣାଣି କରି  ଅଭିଯୁକ୍ତକୁ ତୁରନ୍ତ ଦୋଷୀ ସାବ୍ୟସ୍ତ କରିବା ଏହା ଉଲ୍ଲେଖନୀୟ ହୋଇ ରହିବ ବୋଲି ମତ ପ୍ରକାଶ ପାଇଛି।

ଦୋଷୀ କମଲେଶ ମିନାଙ୍କୁ କୋର୍ଟ ୨୦ ବର୍ଷ ଜେଲଦଣ୍ଡାଦେଶ ଶୁଣାଇବା ସହ ଅତିରିକ୍ତ ୨ ଲକ୍ଷ ଟଙ୍କା ଜରିମାରନା କରିଛନ୍ତି। ମାମଲା ଶୁଣାଣିର ୯ ଦିନ ଭିତରେ ରାୟ ଆସିଛି ବୋଲି ଡେପୁଟି କମିଶନର (ଜୟପୁର ଦକ୍ଷିଣ) ହରେନ୍ଦ୍ର କୁମାର କହିଛନ୍ତି।  ସେ କହିଛନ୍ତି ଯେ ସେପ୍ଟେମ୍ବର ୨୬ ସନ୍ଧ୍ୟାରେ ନାବାଳିକାକୁ ବଳାତ୍କାର ଅଭିଯୋଗ ଆସିଥିଲା।  ସେପ୍ଟେମ୍ବର ୨୬ ଓ ୨୭ ମଧ୍ୟରେ  ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ପରେ ଜୟପୁର ମହାନଗରର ପକସୋ କୋର୍ଟରେ  ହାଜର କରାଯାଇଥିଲା। କେସ୍ ଦାୟରର ୧୮  ଘଣ୍ଟା ମଧ୍ୟରେ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା ।

ସେ କହିଛନ୍ତି ଯେ ମାମଲା ଗମ୍ଭୀର ଥିବାରୁ ୧୫୦ରୁ ଅଧିକ ପୁଲିସ କର୍ମଚାରୀଙ୍କୁ ତଦନ୍ତରେ ନିୟୋଜିତ କରାଯାଇଥିଲା।  ସାମୂହିକ ଉଦ୍ୟମ ହେତୁ ଏତେ କମ ସମୟ ମଧ୍ୟରେ ଚାର୍ଜସିଟ ଦାଖଲ କରାଯାଇ ପାରିଥିଲା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story