ଆମେ ସରକାରରୁ ଓହରିଯିବାକୁ ପ୍ରସ୍ତୁତ: ସଞ୍ଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଙ୍କଟକୁ ନେଇ ପ୍ରତିକ୍ରିୟା ରଖିଛଛନ୍ତି  ଶିବସେନା ସାଂସଦ ସଞ୍ଜୟ ରାଉତ ।  ସେ କହିଛନ୍ତି ଯେ, ଶିବସେନା ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି (ଏମଭିଏ) ମେଣ୍ଟ ସରକାରରୁ ଓହରି ଯିବାକୁ ପ୍ରସ୍ତୁତ ଅଛି। କିନ୍ତୁ ଦଳର ବିଦ୍ରୋହୀ ବିଧାୟକମାନେ ୨୪ ଘଣ୍ଟା ମଧ୍ୟରେ ଗୌହାଟିରୁରୁ ମୁମ୍ବାଇକୁ ଫେରିବା  ଜରୁରୀ। ଅନ୍ୟପକ୍ଷରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ନିଜ ସପକ୍ଷରେ ୪୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି। କିନ୍ତୁ […]

sanjay-rout

sanjay-rout

Tapas Behera
  • Published: Thursday, 23 June 2022
  • Updated: 23 June 2022, 06:00 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଙ୍କଟକୁ ନେଇ ପ୍ରତିକ୍ରିୟା ରଖିଛଛନ୍ତି  ଶିବସେନା ସାଂସଦ ସଞ୍ଜୟ ରାଉତ ।  ସେ କହିଛନ୍ତି ଯେ, ଶିବସେନା ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି (ଏମଭିଏ) ମେଣ୍ଟ ସରକାରରୁ ଓହରି ଯିବାକୁ ପ୍ରସ୍ତୁତ ଅଛି। କିନ୍ତୁ ଦଳର ବିଦ୍ରୋହୀ ବିଧାୟକମାନେ ୨୪ ଘଣ୍ଟା ମଧ୍ୟରେ ଗୌହାଟିରୁରୁ ମୁମ୍ବାଇକୁ ଫେରିବା  ଜରୁରୀ। ଅନ୍ୟପକ୍ଷରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ନିଜ ସପକ୍ଷରେ ୪୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି। କିନ୍ତୁ ଏହି ଦାବିକୁ ଅଶ୍ୱୀକାର କରିଛନ୍ତି ସଞ୍ଜୟ ରାଉତ। ସେ କହିଛନ୍ତି ଯେ, ସେମାନଙ୍କ ମଧ୍ୟରୁ ଅତି କମରେ ଅଧା ଆମ ନିକଟକୁ ଫେରିବା ପାଇଁ ଯୋଗାଯୋଗରେ ଅଛନ୍ତି। ଯେଉଁମାନେ ଉଦ୍ଧବ ଠାକରେ ଏବଂ ଏମଭିଏ ମହାରାଷ୍ଟ୍ରରେ ଶାସନ କରୁ ବୋଲି ଚାହୁଁଛନ୍ତି।

ପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ ଯେ, ଆସାମର ଗୌହାଟିରେ ଡେରା ପକାଇଥିବା ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଏବଂ ତାଙ୍କ ସମର୍ଥକ ବିଧାୟକଙ୍କୁ ପାର୍ଟି ପୁଣି ଥରେ ମୁମ୍ବାଇ ଫେରି ଆସିବାକୁ ଅପିଲ୍ କରିଛି। ଯେଉଁ ବିଧାୟକମାନେ ମହାରାଷ୍ଟ୍ର ବାହାରେ ଅଛନ୍ତି ଏବଂ ଶିବସେନାକୁ ମହାବିକାଶ ଅଘାଡି ମେଣ୍ଟରୁ ବାହାରିବାକୁ ଚାହୁଁଛନ୍ତି ସେମାନେଙ୍କୁ ମୁମ୍ବାଇ ଫେରିବା ଉଚିତ୍। ସାହାସ ବାନ୍ଧି ଆସନ୍ତୁ, ଏକାଠି ବସି ଆଲୋଚନା କରିବା।

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଏହି ବୟାନ ପରେ କଂଗ୍ରେସ ଏକ ବୈଠକ ଡାକିଥିଲା। ବୈଠକରେ କଂଗ୍ରେସ ନେତା ଏଚକେ ପାଟିଲ, ବାଲାସାହେବ ଥୋରାଟ, ନାନା ପାଟୋଲ ଏବଂ ଅଶୋକ ଚଭନଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ଏଥିରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ  କହିଥିଲେ ଯେ, ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଆମେ ଶିବସେନା ସହିତ ଅଛୁ। ଇଡିକୁ ଅସ୍ତ୍ର କରି ରାଜ୍ୟରେ ଏହି ସବୁ ରାଜନୈତିକ ଖେଳ ଚାଲିଛି। ଫ୍ଲୋର ଟେଷ୍ଟ ପାଇଁ କଂଗ୍ରେସ ପ୍ରସ୍ତୁତ ଅଛି। ଆମେ ଏମଭିଏ ସହିତ ଅଛୁ ଏବଂ ରହିବୁ। ଯଦି ଶିବସେନା କାହା ସହିତ ମେଣ୍ଟ କରିବାକୁ ଚାହାଁନ୍ତି, ତେବେ ଆମର କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story