ମହାରାଷ୍ଟ୍ର: ରାଜନୈତିକ ହାଇଡ୍ରାମା ପରେ ମୁହାଁମୁହିଁ ପରିସ୍ଥିତି

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ହାଇଡ୍ରାମା ସରଗରମ ପରେ ଏବେ ମୁହାଁମୁହିଁ ପରିସ୍ଥିତି। ରାଜ୍ୟରେ ସପ୍ତାହେ ଧରି ବିଦ୍ରୋହୀ ବିଧାୟକମାନେ ନାଟକବାଜି ଜାରି ରଖିଥିବା ବେଳେ ଏଥିରେ ଉତକ୍ଷିପ୍ତ ହୋଇ ଶିବସେନା କର୍ମୀମାନେ ରାସ୍ତାକୁ ଓହ୍ଲାଇ ହଙ୍ଗାମା କରିଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମର୍ଥକ ଶିବ ସେନା କର୍ମୀ ଏବଂ ବିଦ୍ରୋହୀ ବିଧାୟକ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ପେଲାଠେଲା ହୋଇଛି।  ମୁଖ୍ୟତଃ ଶିବସେନା ବିଦ୍ରୋହୀ ବିଧାୟକ ରାଜେନ୍ଦ୍ର ପାଟିଲଙ୍କ ସମର୍ଥକ  ଏବଂ ଶିବସେନା କର୍ମୀ […]

maharastra

maharastra

Tapas Behera
  • Published: Monday, 27 June 2022
  • Updated: 27 June 2022, 04:39 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ହାଇଡ୍ରାମା ସରଗରମ ପରେ ଏବେ ମୁହାଁମୁହିଁ ପରିସ୍ଥିତି। ରାଜ୍ୟରେ ସପ୍ତାହେ ଧରି ବିଦ୍ରୋହୀ ବିଧାୟକମାନେ ନାଟକବାଜି ଜାରି ରଖିଥିବା ବେଳେ ଏଥିରେ ଉତକ୍ଷିପ୍ତ ହୋଇ ଶିବସେନା କର୍ମୀମାନେ ରାସ୍ତାକୁ ଓହ୍ଲାଇ ହଙ୍ଗାମା କରିଛନ୍ତି। ବିଶେଷ କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମର୍ଥକ ଶିବ ସେନା କର୍ମୀ ଏବଂ ବିଦ୍ରୋହୀ ବିଧାୟକ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ପେଲାଠେଲା ହୋଇଛି।  ମୁଖ୍ୟତଃ ଶିବସେନା ବିଦ୍ରୋହୀ ବିଧାୟକ ରାଜେନ୍ଦ୍ର ପାଟିଲଙ୍କ ସମର୍ଥକ  ଏବଂ ଶିବସେନା କର୍ମୀ ମଧ୍ୟରେ ଜୋରଦାର ଟକରାଟକରି ଦେଖିବାକୁ  ମିଳିଛି । ଆଜି କୋହ୍ଲାପୁର ଜିଲ୍ଲାରେ  ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା। ତେବେ ପୁଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଆୟତ୍ତକୁ ଆସିଥିଲା।  ବିଦ୍ରୋହୀଙ୍କ ପକ୍ଷରୁ ନେତୃତ୍ୱ ନେଥିବା ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଥିବା ରାଜେନ୍ଦ୍ର ପାଟିଲ ଏବେ ଗୌହାଟିରେ ଏକ ତାରକା ହୋଟେଲେରେ ଅଛନ୍ତି।

ଆଜି କୋହ୍ଲାପୁରରେ ଶିବସେନା କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  ଏହି ସମୟରେ ବିଦ୍ରୋହୀ ଗୋଷ୍ଠୀ ଆସିବାରୁ ସ୍ଥିତି ବିଗିଡ଼ିଯାଇ ଥିଲା। ଅନ୍ୟପଟେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।

ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଥିବା ସମସ୍ତ ବିଧାୟକଙ୍କଠାରୁ ବିଭାଗ ଛଡ଼ାଇନେଇଛନ୍ତି ଠାକରେ। ଏକନାଥ ସିନ୍ଦେଙ୍କ ସମେତ ଆଠଜଣ ବିଦ୍ରୋହୀ ମନ୍ତ୍ରୀଙ୍କୁ ଦିଆଯାଇଥିବ‌ା ବିଭିନ୍ନ ବିଭାଗର ଦାୟିତ୍ୱରୁ ସେମାନଙ୍କୁ ମୁକ୍ତ କରି ଏବେ ଅନ୍ୟ ମନ୍ତ୍ରୀମାନଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି ଠାକରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story