ମଝି ଦରିଆରେ ମସ୍ତି : ଶାହରୁଖ୍ ଖାନ୍‌ଙ୍କ ପୁଅକୁ ଧରିଲା କିଏ ?

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ ଯାଞ୍ଚ ଆରମ୍ଭ ଠାରୁ ଚର୍ଚ୍ଚାରେ ରହିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ।  ରବିବାର ଏନସିବି ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜ ଉପରେ ଚଢ଼ାଉ କରି ନିଶା କାରବାରରେ ସମ୍ପୃକ୍ତ ଥିବା ବହୁ ହାଇ ପ୍ରୋଫାଇଲ୍ ବ୍ୟକ୍ତିଙ୍କୁ ଗିରଫ କରିଛି। ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ […]

790

790

Tapas Behera
  • Published: Sunday, 03 October 2021
  • Updated: 04 October 2021, 05:52 PM IST

Sports

Latest News

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ ଯାଞ୍ଚ ଆରମ୍ଭ ଠାରୁ ଚର୍ଚ୍ଚାରେ ରହିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ।  ରବିବାର ଏନସିବି ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜ ଉପରେ ଚଢ଼ାଉ କରି ନିଶା କାରବାରରେ ସମ୍ପୃକ୍ତ ଥିବା ବହୁ ହାଇ ପ୍ରୋଫାଇଲ୍ ବ୍ୟକ୍ତିଙ୍କୁ ଗିରଫ କରିଛି। ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଆଉ ୧୦ ଜଣଙ୍କ ସମେତ ଶାହାରୁଖ ଖାନଙ୍କ ପୁଅଙ୍କୁ ମଧ୍ୟ ଧରିଥିଲେ ଏନ୍‌ସିବି ଅଧିକାରୀ।

ଏହି ଅପରେସନର ମୁଖ୍ୟ ନାୟକ ହେଉଛନ୍ତି ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େ। ଯିଏ ମୁମ୍ବାଇକୁ ସହରକୁ ନିଶା ମୁକ୍ତ ପାଇଁ ମିଶନ ଆରମ୍ଭ କରିଛନ୍ତି।

ସମୀରଙ୍କ ଜନ୍ମ ମୁମ୍ବାଇରେ। ତାଙ୍କ ପିତା ଜଣେ ପୁଲିସ ଅଧିକାରୀ ହୋଇଥିବାବେଳେ ତାଙ୍କ ପତ୍ନୀ ମରାଠୀ ଅଭିନେତ୍ରୀ।  ୨୦୧୭ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ୨୦୦୪ ବ୍ୟାଚ୍ର ଭାରତୀୟ ରାଜସ୍ୱ ସେବା (ଆଇଆରଏସ) ଅଧିକାରୀ ୱାଙ୍ଖଡ଼େ ଏନ୍‌ସିବିରେ ଯୋଗ ଦେବା ପୂର୍ବରୁ  ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ (AIU)ର ଡେପୁଟି କମିଶନର ଭାବେ କାର୍ଯ୍ୟ କରିଛନ୍ତି।  ସେହିପରି ସେ ଏନ୍ଆଇଏର ଅତିରିକ୍ତ ଏସପି ଭାବରେ କାର୍ଯ୍ୟ କରିଛନ୍ତି। ସମୀରଙ୍କ ଏକ ହାଇ ପ୍ରୋଫାଇଲ କ୍ୟାରିଅର ରହିଛି।  ଆଇଆରଏସରେ ଥିବା ବେଳେ ସେ ଟିକସ ଫାଙ୍କୁଥିବା ଅନେକ ସେଲିବ୍ରେଟିଙ୍କୁ ନାକେଦମ କରାଇ ଦେଇଥିଲେ। ଯେଉଁମାନେ ତାଙ୍କ ସହ କାମ କରିଛନ୍ତି ସେମାନେ ସମୀରଙ୍କୁ ପ୍ରଶଂସ କରନ୍ତି। ସେ ଜଣେ ସାହସୀ ଓ ଶୃଙ୍ଖଳିତ ବ୍ୟକ୍ତି ବୋଲି ତାଙ୍କ ସହଯୋଗୀମାନେ କୁହନ୍ତି।  ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡେପୁଟି କଷ୍ଟମ୍ସ କମିଶନର ଭାବରେ ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା। ସେହି ସମୟରେ ସେ ଅନେକ ଚଳଚ୍ଚିତ୍ର ତାରକା ଏବଂ କ୍ରିକେଟରଙ୍କୁ  କଷ୍ଟମ୍ସ ଡ୍ୟୁଟି ଏବଂ ଜରିମାନା ଆଦାୟ କରି ନିଦ ହଜାଇ ଦେଇଥିଲେ।

୨୦୧୦ରେ ସମୀରଙ୍କୁ ମହାରାଷ୍ଟ୍ର ସର୍ଭିସ ଟ୍ୟାକ୍ସ ଡିପାର୍ଟମେଣ୍ଟକୁ  ସ୍ଥାନାନ୍ତର କରାଯାଇଥିଲା। ସେତେବେଳେ ସେ ଟିକସ ଫାଙ୍କି ପାଇଁ ୨୦୦ ସେଲିବ୍ରେଟିଙ୍କ ସମେତ ୨୫୦୦ ଲୋକଙ୍କ  ବିରୋଧରେ ମାମଲା ରୁଜୁ କରିଥିଲେ।  ସେ ଦୁଇ ବର୍ଷ ମଧ୍ୟରେ ୮୭ କୋଟି ଟଙ୍କାର ରାଜସ୍ୱ ଆଦାୟ କରି ମୁମ୍ବାଇରେ ରେକର୍ଡ କରିଥିଲେ।

୨୧୧୩ରେ ସେ ସିଙ୍ଗର ମିକା ସିଂଙ୍କୁ ମୁମ୍ବାଇ ବିମାନବନ୍ଦରରେ ବିଦେଶୀ ମୁଦ୍ରା ସହ  ଧରିଥିଲେ। ଏମିତିକି ସେ ଅନୁରାଗ କାଶ୍ୟପ, ବିବେକ ଓବରୟ ଏବଂ ରାମ ଗୋପାଲ ବର୍ମାଙ୍କ ସମେତ ବହୁ ବଲିଉଡ ତାରକାଙ୍କ ବେନାମି ସମ୍ପତ୍ତି ଉପରେ ରେଡ୍‌ କରିଛନ୍ତି। ଏବେ ସେ ନିଶାଡ଼ିଙ୍କ କବଳରୁ ମୁମ୍ବାଇକୁ ବିପଦମୁକ୍ତ ପାଇଁ  ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କ ନେତୃତ୍ୱରେ  ସମୀରଙ୍କ ଟିମ୍‌  ଗତ ଦୁଇ ବର୍ଷ ମଧ୍ୟରେ ୧୭,୦୦୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ୍‌ ଜବତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story