୧୬ କୋଟି କରୋନା ଟିକା ପାଇଁ କେତେ ଟଙ୍କା ନେଇଛନ୍ତି ସେରମ ଓ ଭାରତ ବାୟୋଟେକ

ମୁମ୍ବାଇ: ଭାରତରେ କରୋନାକୁ ମାତ ଦେବା ପାଇଁ ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯାଇଛି। ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକା ଲୋକଙ୍କୁ ଦିଆଯାଉଛି। ମେ’ରୁ ଜୁଲାଇ ମଧ୍ୟରେ ଏହି ଦୁଇ କମ୍ପାନୀ ଭାରତ ସରକାରଙ୍କୁ ଟିକାର ୧୬ କୋଟି ଡୋଜ୍‌ ପ୍ରଦାନ କରିବେ। ଏଥିପାଇଁ ଦୁଇଟି ଯାକ କମ୍ପାନୀକୁ ସରକାର ୨୫ ଶହ କୋଟି ଟଙ୍କା ଆଡଭାନ୍ସ ଦେଇ ସାରିଛନ୍ତି। ସେରମ ଇନଷ୍ଟିଚ୍ୟୁଟ ୧୧ କୋଟି ଟିକାର […]

Vaccine

Vaccine

Hemant Lenka
  • Published: Tuesday, 04 May 2021
  • Updated: 04 May 2021, 08:44 AM IST

Sports

Latest News

ମୁମ୍ବାଇ: ଭାରତରେ କରୋନାକୁ ମାତ ଦେବା ପାଇଁ ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯାଇଛି। ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକା ଲୋକଙ୍କୁ ଦିଆଯାଉଛି। ମେ’ରୁ ଜୁଲାଇ ମଧ୍ୟରେ ଏହି ଦୁଇ କମ୍ପାନୀ ଭାରତ ସରକାରଙ୍କୁ ଟିକାର ୧୬ କୋଟି ଡୋଜ୍‌ ପ୍ରଦାନ କରିବେ। ଏଥିପାଇଁ ଦୁଇଟି ଯାକ କମ୍ପାନୀକୁ ସରକାର ୨୫ ଶହ କୋଟି ଟଙ୍କା ଆଡଭାନ୍ସ ଦେଇ ସାରିଛନ୍ତି।

ସେରମ ଇନଷ୍ଟିଚ୍ୟୁଟ ୧୧ କୋଟି ଟିକାର ଦେବାର ଥିବା ବେଳେ ବାକି ଡୋଜ୍‌ ଭାରତ ବାୟୋଟେକ ଦେବ। ଏଥିପାଇଁ ଏପ୍ରିଲ ୨୮ରେ ହିଁ ଟଙ୍କା ଦିଆଯାଇଛି। ଡୋଜ୍‌ ପିଛା ଦର ୧୬୦ ଟଙ୍କାରୁ କମ୍‌ ରହିଥିବା ଜଣାପଡ଼ିଛି। ପୂର୍ବରୁ ଭାରତ ସରକାର ସେମର ଠାରୁ ୧୦ କୋଟି ଟିକା ଆଣିବାକୁ ଅର୍ଡର କରିଥିଲେ। କମ୍ପାନୀ ସୋମବାର ସୁଦ୍ଧା ୮.୭ କୋଟି ଟିକାର ଡୋଜ୍‌ ଦେଇଛି।

ସେହିପରି ଭାରତ ବାୟୋଟେକ ଠାରୁ ୨ କୋଟି ଟିକା ଆଣିବାକୁ ଅର୍ଡର ହୋଇଥିବା ବେଳେ କମ୍ପାନୀ ମାତ୍ର ୮୮ ଲକ୍ଷ ଟିକା ଦେଇଛି। ଗତ ମାସରେ ଭାରତ ସରକାର କହିଥିଲେ ଯେ ସେରମକୁ ପ୍ରାୟ ୩ ହଜାର କୋଟି ଓ ଭାରତ ବାୟୋଟେକକୁ ୧୫ଶହ କୋଟି ଟଙ୍କା ଆଡଭାନ୍ସ ଦେଇଛନ୍ତି।

ସୂଚନାଯୋଗ୍ୟ, ସରକାର ଟିକା ପାଇଁ ଆଗୁଆ ଟଙ୍କା ଦେଉ ନଥିବାରୁ ଉତ୍ପାଦନ ବୃଦ୍ଧି ପାଇ ପାରୁ ନଥିବା ବିଭିନ୍ନ ଖବର ପ୍ରକାଶ ପାଇଥିଲା। ସେହିପରି ସେରମ ମୁଖ୍ୟ ଅଦର ପୁନାୱାଲା ମଧ୍ୟ ରାତାରାତି ଟିକା ଉତ୍ପାଦନ ପରିମାଣ ବୃଦ୍ଧି ପାଇବ ନାହିଁ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story