ସେରମ୍ ସିଇଓଙ୍କୁ 'Y' ଶ୍ରେଣୀ ସୁରକ୍ଷା

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାଓ୍ୱାଲାଙ୍କୁ ଓ୍ୱାଇ ଶ୍ରେଣୀ ସୁରକ୍ଷା। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ସୁରକ୍ଷା ଯୋଗାଇଛି। ସରକାରଙ୍କ ଦ୍ୱାର ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ପୁନାୱାଲାଙ୍କୁ ସମଗ୍ର ଭାରତରେ Y- ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯିବ। ସିଆରପିଏଫ ସେମାନଙ୍କୁ ସୁରକ୍ଷା ଯୋଗାଇବ। ଦୁଇଟି ପିଏସଓ (ବେସରକାରୀ ସିକ୍ୟୁରିଟି ଗାର୍ଡ)ଙ୍କ ସମେତ Y- ଶ୍ରେଣୀର ସୁରକ୍ଷା କ୍ଷେତ୍ରରେ ମୋଟ୍ ୧୧ ସୁରକ୍ଷା କର୍ମୀ ନିୟୋଜିତ ରହିବେ। ଏହି ବର୍ଗରେ କିନ୍ତୁ କମାଣ୍ଡୋ […]

serum-ceo

serum-ceo

Subhransu Sekhar
  • Published: Wednesday, 28 April 2021
  • Updated: 28 April 2021, 09:05 PM IST

Sports

Latest News

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାଓ୍ୱାଲାଙ୍କୁ ଓ୍ୱାଇ ଶ୍ରେଣୀ ସୁରକ୍ଷା। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ସୁରକ୍ଷା ଯୋଗାଇଛି। ସରକାରଙ୍କ ଦ୍ୱାର ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ପୁନାୱାଲାଙ୍କୁ ସମଗ୍ର ଭାରତରେ Y- ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯିବ। ସିଆରପିଏଫ ସେମାନଙ୍କୁ ସୁରକ୍ଷା ଯୋଗାଇବ।

ଦୁଇଟି ପିଏସଓ (ବେସରକାରୀ ସିକ୍ୟୁରିଟି ଗାର୍ଡ)ଙ୍କ ସମେତ Y- ଶ୍ରେଣୀର ସୁରକ୍ଷା କ୍ଷେତ୍ରରେ ମୋଟ୍ ୧୧ ସୁରକ୍ଷା କର୍ମୀ ନିୟୋଜିତ ରହିବେ। ଏହି ବର୍ଗରେ କିନ୍ତୁ କମାଣ୍ଡୋ ନାହାଁନ୍ତି। ଭାରତରେ ଚାରୋଟି ବର୍ଗର ସୁରକ୍ଷା ଅଛି। ଯେଉଁଥିରେ Z Plus, Z, Y ଏବଂ X ଅନ୍ତର୍ଭୁକ୍ତ ରହିଛି।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିଶିଲ୍ଡ ଟିକାର ଦାମ ଘୋଷଣା କରିବା ପରେ କିଛି ରାଜ୍ୟ ସରକାର ଏବଂ ରାଜନୀତିକ ଦଳ କମ୍ପାନୀର ଦରକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଯଦିଓ ଏହାପରେ ବୁଧବାର କମ୍ପାନୀ ରାଜ୍ୟ ପାଇଁ ବିକ୍ରି ଟିକା ମୂଲ୍ୟ ହ୍ରାସ କରିଛି; ହେଲେ ଲୋକଙ୍କ ଅସନ୍ତୋଷ ପୁନାଓ୍ୱାଲାଙ୍କ ଉପରେ ରହିଥିବା କୁହାଯାଉଛି।

କମିଲା କୋଭିଶିଲ୍ଡ ଟିକାର ଦାମ

କମିଲା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଟିକାର ଦାମ୍। କମ୍ପାନୀ ୨୫ ପ୍ରତିଶତ ଦାମ୍ କମାଇଛି। କୋଭିଶିଲ୍ଟ ଟିକା କମ୍ପାନୀର ସିଇଓ ଅଦର ପୁୁନାଓ୍ୱାଲା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେରମ୍ ରାଜ୍ୟ ସରକାର ପାଇଁ ଦର କମାଇ ଡୋଜ ପିଛା ୩୦୦ ଟଙ୍କା କରିଛନ୍ତି। ଆଉ ଏହା ତୁରନ୍ତ କାର୍ଯ୍ୟକାରୀ କରିବାକୁ ପୁନାଓ୍ୱାଲା ନିର୍ଦ୍ଦେଶ ଦେଇଥିବା ସିଏନବିସି ଟିଭିକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି। କମ୍ପାନୀର ଏହି ନିଷ୍ପତ୍ତି ଦ୍ୱାରା ଅଧିକରୁ ଅଧିକ ଟିକାକରଣ ହୋଇପାରିବ ଏବଂ ରାଜ୍ୟ ସରକାର ପାଇଁ ଆର୍ଥିକ ଭାର କମିଯିବ ବୋଲି ପୁନାଓ୍ୱାଲା କହିଛନ୍ତି।

https://twitter.com/adarpoonawalla/status/1387379373452390409?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story