ଦଙ୍ଗା ଷଡଯନ୍ତ୍ର, ମନ୍ଦିର ଭିତରକୁ ଫିଙ୍ଗିଲେ ମାଂସ ଖଣ୍ଡ

ଲକ୍ଷ୍ନୌ: ଦଙ୍ଗା କରାଇବାକୁ ଷଡଯନ୍ତ୍ର। ଏଥିପାଇଁ ମନ୍ଦିର ଭିତରକୁ ମାଂସ ଖଣ୍ଡ ଫିଙ୍ଗିଛନ୍ତି ଦୁର୍ବୃତ୍ତ। ଉତ୍ତରପ୍ରଦେଶର ଶାମଲି ସ୍ଥିତ ସିକ୍କା ଗାଁର ଏକ ମନ୍ଦିର ଭିତରୁ ମାଂସ ଖଣ୍ଡ ମିଳିଛି। ଏହାପରେ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ପୂରା ଅଞ୍ଚଳରେ ବ୍ୟାପକ ପୁଳିସ ମୁତୟନ କରାଯାଇଛି। ବାସ୍ତବରେ, କିଛି ଦୁର୍ବୃତ୍ତ ଶାମଲି ଜିଲ୍ଲାରେ ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ କରିଛନ୍ତି। ଏଥିପାଇଁ ସିକ୍କା ଗାଁର ଭୋମିଆ ଖେଡା ଚାରିପାଖରେ ୧୧ଟି ସ୍ଥାନରେ […]

Meat thrown at temple

Meat thrown at temple

Madhupriya Mistry
  • Published: Saturday, 03 September 2022
  • Updated: 03 September 2022, 01:07 PM IST

ଲକ୍ଷ୍ନୌ: ଦଙ୍ଗା କରାଇବାକୁ ଷଡଯନ୍ତ୍ର। ଏଥିପାଇଁ ମନ୍ଦିର ଭିତରକୁ ମାଂସ ଖଣ୍ଡ ଫିଙ୍ଗିଛନ୍ତି ଦୁର୍ବୃତ୍ତ। ଉତ୍ତରପ୍ରଦେଶର ଶାମଲି ସ୍ଥିତ ସିକ୍କା ଗାଁର ଏକ ମନ୍ଦିର ଭିତରୁ ମାଂସ ଖଣ୍ଡ ମିଳିଛି। ଏହାପରେ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ପୂରା ଅଞ୍ଚଳରେ ବ୍ୟାପକ ପୁଳିସ ମୁତୟନ କରାଯାଇଛି।

ବାସ୍ତବରେ, କିଛି ଦୁର୍ବୃତ୍ତ ଶାମଲି ଜିଲ୍ଲାରେ ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ କରିଛନ୍ତି। ଏଥିପାଇଁ ସିକ୍କା ଗାଁର ଭୋମିଆ ଖେଡା ଚାରିପାଖରେ ୧୧ଟି ସ୍ଥାନରେ ମାଂସ ଖଣ୍ଡ ଫିଙ୍ଗାଯିବା ମାମଲା ସାମ୍ନାକୁ ଆସିଛି। ଏହାକୁ ନେଇ ପୂରା ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଘଟଣା ପରେ ଶାନ୍ତି ବଜାୟ ରଖିବା ପାଇଁ ପୂରା ଅଞ୍ଚଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଗାଁରେ ଦଙ୍ଗା ସୃଷ୍ଟି କରିବାକୁ ଏଭଳି ଷଡଯନ୍ତ୍ର ରଚାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ସିକ୍କା ଭୁମିଆ ଖେଡାରେ ଆଜି ହୋମ ଯଜ୍ଞ ଓ ପୂଜା ସମେତ ପୂରା ଗାଁରେ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରଖାଯାଇଥିଲା। ପ୍ରତିବର୍ଷ ଏଠାରେ ଏଭଳି ହୋମ ଯଜ୍ଞ ଓ ପୂଜା ପାଠ ହୁଏ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।

ତେବେ ହୋମ ଯଜ୍ଞ ପୂର୍ବଦିନ ତଥା ଶୁକ୍ରବାର ଦିନ ହିଁ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାକୁ ଯାଇ କିଛି ଦୁର୍ବୃତ୍ତ ମନ୍ଦିର ଭିତରକୁ ମାଂସ ଖଣ୍ଡ ପିଙ୍ଗିଥିଲେ। କେବଳ ସେତିକି ନୁହେଁ ମୁଖ୍ୟ ରାସ୍ତାରେ ମଧ୍ୟ ମାଂସ ଖଣ୍ଡ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଏହି ମାମଲାରେ ପୁଲିସ ତଦନ୍ତ ଆରମ୍ଭ କରିଛି। କିଏ ଓ କାହିଁକି ଏଭଳି ମାଂସ ଖଣ୍ଡ ଫିଙ୍ଗିଛନ୍ତି ସେ ନେଇ ପୁଲିସ ଖୋଲତାଡ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story