ଗର୍ଜିଲେ ସିଦ୍ଧୁ: କହିଲେ ପ୍ରିୟଙ୍କା ଗାନ୍ଧିଙ୍କୁ ଛାଡ଼

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଗିରଫକୁ ନେଇ ପ୍ରତିବାଦ କଲେ ନବଜୋତ ସିଂ ସିଦ୍ଧୁ। କହିଲେ ପ୍ରିୟଙ୍କା ଗାନ୍ଧିଙ୍କୁ ମୁକ୍ତ କର ଏବଂ ଖେରୀ ହିଂସାର ଅଭିଯୁକ୍ତଙ୍କୁ ଗିରଫ କର। ପ୍ରିୟଙ୍କା ଗାନ୍ଧିଙ୍କୁ ନଛାଡ଼ିଲେ ଆସନ୍ତାକାଲି ଖେରୀ ଅଭିମୁଖେ ଦଳୀୟ କର୍ମୀ ଯାତ୍ରା କରିବେ ବୋଲି ଚେତାବନୀ ଦେଇଛନ୍ତି ସିଦ୍ଧୁ। ଏଥିସହ ଘଟଣାରେ ସମ୍ପୃକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଗିରଫ ପାଇଁ ଦାବି କରିଛନ୍ତି ସିଦ୍ଧୁ। ଏନେଇ ଟ୍ୱିଟ୍‌ କରିଛନ୍ତି ସିଦ୍ଧୁ । ଟ୍ୱିଟ୍‌ରରେ ସେ […]

sidhu1

sidhu1

Tapas Behera
  • Published: Tuesday, 05 October 2021
  • Updated: 05 October 2021, 07:19 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଗିରଫକୁ ନେଇ ପ୍ରତିବାଦ କଲେ ନବଜୋତ ସିଂ ସିଦ୍ଧୁ। କହିଲେ ପ୍ରିୟଙ୍କା ଗାନ୍ଧିଙ୍କୁ ମୁକ୍ତ କର ଏବଂ ଖେରୀ ହିଂସାର ଅଭିଯୁକ୍ତଙ୍କୁ ଗିରଫ କର। ପ୍ରିୟଙ୍କା ଗାନ୍ଧିଙ୍କୁ ନଛାଡ଼ିଲେ ଆସନ୍ତାକାଲି ଖେରୀ ଅଭିମୁଖେ ଦଳୀୟ କର୍ମୀ ଯାତ୍ରା କରିବେ ବୋଲି ଚେତାବନୀ ଦେଇଛନ୍ତି ସିଦ୍ଧୁ। ଏଥିସହ ଘଟଣାରେ ସମ୍ପୃକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଗିରଫ ପାଇଁ ଦାବି କରିଛନ୍ତି ସିଦ୍ଧୁ। ଏନେଇ ଟ୍ୱିଟ୍‌ କରିଛନ୍ତି ସିଦ୍ଧୁ । ଟ୍ୱିଟ୍‌ରରେ ସେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ଯାହାଙ୍କ ପୁଅ ଆଶିଷ ମିଶ୍ର ରବିବାର ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ୪ ଆନ୍ଦୋଳନକାରୀଙ୍କ ଚାଷୀଙ୍କୁ କାର ମଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଖେରୀ ହିଂସାକାଣ୍ଡ ବିରୋଧରେ ସ୍ୱର ଉଠାଥିବା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସୋମବାର ଗିରଫ କରାଯାଇଥିଲା । ଏଥିସହ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତାଙ୍କ ବିରୋଧରେ ଧାରା ୧୫୧ ଏବଂ ୧୦୭ରେ ମାମଲା ରୁଜୁ ହୋଇଛି।

ଘଟଣାକୁ ନେଇ ସୋମବାର ଚଣ୍ଡିଗଡ଼ର ରାଜ ଭବନ ବାହାରେ ନବଜୋତ ସିଂ ସିଦ୍ଧୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  ପରେ ସିଦ୍ଧୁଙ୍କ ସହ ଅନ୍ୟ କଂଗ୍ରେସ ବିଧାୟକଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ସାରଙ୍ଗପୁର ପୋଲିସ ଷ୍ଟେସନରୁ ମୁକ୍ତ କରାଯାଇଥିଲା। ସୂଚନାଯୋଗ୍ୟ, ରବିବାର ଉତ୍ତର ପ୍ରଦେଶର ଲଖିମପୁରା ଖେରିରେ ଚାଷୀମାନେ ବିକ୍ଷୋଭ କରୁଥିଲେ। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ସେମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ୪ ଜଣ ଚାଷୀଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି।

ଏହି ଘଟଣା ପରେ ପ୍ରିୟଙ୍କା ନିଜ ସମର୍ଥକଙ୍କ ସହ ଭୋର ସମୟରେ ଲଖିମପୁର ଯିବାକୁ ଚାହିଁଥିଲେ। ହେଲେ ଲକ୍ଷ୍ନୌ ଠାରୁ ୯୦ କିମି ଦୂର ସୀତାରପୁରରେ ପୁଲିସ୍‌ ତାଙ୍କୁ ଅଟକାଇଥିଲା। ଏହାକୁ ନେଇ ପୁଲିସ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏପରି କି ପୁଲିସ୍‌ ତାଙ୍କୁ ଠେଲାପେଲା କରିଥିବା ପ୍ରିୟଙ୍କା ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ତାଙ୍କୁ ପିଏସି ଗେଷ୍ଟ ହାଉସର ଗୋଟିଏ ରୁମରେ ଅଟକ ରଖିଥିଲା। ହେଲେ ତା’ହା ଅଟକ ନୁହେଁ ବରଂ ଗିରଫଦାରୀ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story