ଯାହାଙ୍କୁ ଗିରଫ କରିବାକୁ ଦାବି କରୁଥିଲେ, ସେ ହିଁ ସିଦ୍ଧୁଙ୍କ ବିରୋଧରେ ପ୍ରାର୍ଥୀ ହେଲେ

ଅମୃତସର: ପଞ୍ଜାବ ବିଧାନସଭା ନିର୍ବାଚନରେ ସବୁଠାରୁ ହାଇଭୋଲଟେଜ ଲଢ଼େଇ ଅମୃତସର ଇଷ୍ଟରେ ଦେଖିବାକୁ ମିଳିବ। କାରଣ ଏହି ଆସନରେ କଂଗ୍ରେସର ପଞ୍ଜାବ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଟକ୍କର ଦେବେ ଅକାଳୀ ନେତା ବିକ୍ରମ ମାଜିଥିଆ। ଡ୍ରଗ କେସ୍‌ରେ ମାଜିଥିଆଙ୍କୁ ଗିରଫ କରିବା ପାଇଁ ସିଦ୍ଧୁ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତାଙ୍କୁ ଗିରଫ କରିବା ପାଇଁ ସିଦ୍ଧୁ ନିଜ ସରକାରଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନଥିଲେ। ହେଲେ ଏବେ ଅକାଳୀ ଦଳ ଅମୃତସର ଇଷ୍ଟରୁ […]

Majithia

Majithia

Hemant Lenka
  • Published: Thursday, 27 January 2022
  • Updated: 27 January 2022, 09:17 AM IST

Sports

Latest News

ଅମୃତସର: ପଞ୍ଜାବ ବିଧାନସଭା ନିର୍ବାଚନରେ ସବୁଠାରୁ ହାଇଭୋଲଟେଜ ଲଢ଼େଇ ଅମୃତସର ଇଷ୍ଟରେ ଦେଖିବାକୁ ମିଳିବ। କାରଣ ଏହି ଆସନରେ କଂଗ୍ରେସର ପଞ୍ଜାବ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଟକ୍କର ଦେବେ ଅକାଳୀ ନେତା ବିକ୍ରମ ମାଜିଥିଆ। ଡ୍ରଗ କେସ୍‌ରେ ମାଜିଥିଆଙ୍କୁ ଗିରଫ କରିବା ପାଇଁ ସିଦ୍ଧୁ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ତାଙ୍କୁ ଗିରଫ କରିବା ପାଇଁ ସିଦ୍ଧୁ ନିଜ ସରକାରଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନଥିଲେ। ହେଲେ ଏବେ ଅକାଳୀ ଦଳ ଅମୃତସର ଇଷ୍ଟରୁ ମାଜିଥିଆଙ୍କୁ ପ୍ରାର୍ଥୀ କରି ସିଦ୍ଧୁଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛି।

୨୦୧୭ ବିଧାନସଭା ନିର୍ବାଚନରେ ସିଦ୍ଧୁ ଏହି ଆସନରୁ ବେଶ ସହଜରେ ଜିତି ଥିଲେ। କାରଣ ଏହି ସମୟରେ ତାଙ୍କ ବିରୋଧରେ କୌଣସି ବଡ଼ ଚେହେରା ପ୍ରାର୍ଥୀ ହୋଇ ନଥିଲେ। ହେଲେ ଏବେ ପୂର୍ବତନ ମନ୍ତ୍ରୀ ବିକ୍ରମ ମାଜିଥିଆ ଛିଡ଼ା ହୋଇଛନ୍ତି। ବିକ୍ରମ ୨୦୧୨ ଓ ୨୦୧୭ରେ ମାଜିଥିଆ ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ। ମାଜିଥିଆ ହେଉଛି ବିକ୍ରମଙ୍କ ଗଡ଼। ତଥାପି ସେ ଚଳିତ ବିଧାନସଭା ନିର୍ବାଚନରେ ଉଭୟ ମାଜିଥିଆ ଓ ଅମୃତସର ଇଷ୍ଟରୁ ଲଢ଼ିବେ।

ଡିସେମ୍ବର ମାସରେ ବିକ୍ରମ ମାଜିଥିଆଙ୍କ ବିରୋଧରେ ଡ୍ରଗ୍ସ କେସ୍ ରୁଜୁ ହୋଇଥିଲା। ତେବେ ସେ ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇଛନ୍ତି। ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ତଦନ୍ତ ଏସ୍‌ଆଇଟି କରୁଛି। ମାଜିଥିଆ ଗିରଫ ନ ହେବା ଯାଏ ସିଦ୍ଧୁ ଚୁପରେ ବସିବେ ନାହିଁ ବୋଲି ନିକଟରେ ଘୋଷଣା କରିଥିଲେ। ହେଲେ ଏବେ ସେ ତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story