ଗୁଜରାଟ ଦଙ୍ଗା ମାମଲା: ମୋଦିଙ୍କୁ କ୍ଲିନଚିଟ୍‌ କାଏମ

ନୂଆଦିଲ୍ଲୀ: ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା କ୍ଲିନଚିଟ୍ କାଏମ ରହିଛି । କ୍ଲିନଚିଟ୍ ବିରୋଧରେ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଦଙ୍ଗା ଘଟଣାର ତଦନ୍ତ କରୁଥିବା ଏସଆଇଟି ପ୍ରଥମେ ମୋଦିଙ୍କ ସମେତ ମୋଟ ୬୩ ଜଣଙ୍କୁ କ୍ଲିନଚିଟ୍ ଦେଇଥିଲା । ଏହାକୁ ତଳ କୋର୍ଟ ଓ ହାଇକୋର୍ଟ କାଏମ ରଖିଥିଲେ । ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦଙ୍ଗାରେ […]

pm modi

pm modi

Tapas Behera
  • Published: Friday, 24 June 2022
  • Updated: 24 June 2022, 08:52 PM IST

Sports

Latest News

ନୂଆଦିଲ୍ଲୀ: ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା କ୍ଲିନଚିଟ୍ କାଏମ ରହିଛି । କ୍ଲିନଚିଟ୍ ବିରୋଧରେ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଦଙ୍ଗା ଘଟଣାର ତଦନ୍ତ କରୁଥିବା ଏସଆଇଟି ପ୍ରଥମେ ମୋଦିଙ୍କ ସମେତ ମୋଟ ୬୩ ଜଣଙ୍କୁ କ୍ଲିନଚିଟ୍ ଦେଇଥିଲା । ଏହାକୁ ତଳ କୋର୍ଟ ଓ ହାଇକୋର୍ଟ କାଏମ ରଖିଥିଲେ । ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦଙ୍ଗାରେ ପ୍ରାଣ ହରାଇଥିବା କଂଗ୍ରେସ ସାଂସଦ ଏହସାନ ଜାଫ୍ରୀଙ୍କ ପତ୍ନୀ ଜାକିଆ ଜାଫ୍ରୀ  । ତେବେ ସୁପ୍ରିମକୋର୍ଟ ଶୁଣାଣି ପାଇଁ ମାମଲା ଯୋଗ୍ୟ ନୁହେଁ ବୋଲି କହି ତାଙ୍କ ଆବେଦନକୁ ଖାରଜ କରିଛନ୍ତି। ୨୦୦୨ ମସିହା ଫେବୃଆରୀ ୨୮ରେ ଅହମ୍ମଦାବାଦର ଗୁଲବର୍ଗ ସୋସାଇଟିରେ ସୃଷ୍ଟି ହୋଇଥିବା ହିଂସାରେ ଏହସାନ ଜାଫ୍ରୀଙ୍କ ଜୀବନ ଯାଇଥିଲା।  ସର୍ବୋଚ୍ଚ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ପ୍ରଶାସନର କୌଣସି ଅବହେଳା କିମ୍ୱା ସମୟପୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କୌଣସି ଷଡଯନ୍ତ୍ର ସହ ଯୋଡା ଯାଇ ପାରିବ ନାହିଁ ।

ଜଷ୍ଟିସ ଏଏମ ଖାନବିଲକର, ଜଷ୍ଟିସ ଦିନେଶ ମାହେଶ୍ୱରୀ ଏବଂ ଜଷ୍ଟିସ ସିଟି ରବିକୁମାରଙ୍କ ତିନି ଜଣିଆ ଖଣ୍ଡପୀଠ ଆବେଦନକାରୀଙ୍କ ଆଡଭୋକେଟ କପିଲ ସିବଲଙ୍କ ଯୁକ୍ତିକୁ ଖଣ୍ଡନ କରିଥିଲେ । କୋର୍ଟ କହିଥିଲେ ରାଜ୍ୟ ପ୍ରଶାସନର ଅସଫଳତା କିମ୍ୱା ନିଷ୍କ୍ରିୟତାକୁ ଷଡଯନ୍ତ୍ର ବୋଲି କୁହାଯାଇ ପାରିବ ନାହିଁ। କୋର୍ଟ କହିଥିଲେ, ରାଜ୍ୟ ପ୍ରଶାସନର କିଛି ଅଧିକାରୀଙ୍କ ଅସଫଳତା କିମ୍ୱା ନିଷ୍କ୍ରିୟତା ଅପରାଧିକ ଷଡଯନ୍ତ୍ରର ଆଧାର ହୋଇପାରିବ ନାହିଁ। ସଂଖ୍ୟାଲଘୁଙ୍କ ବିରୋଧରେ ଏହା ରାଜ୍ୟ ପ୍ରାୟୋଜିତ ଅପରାଧ( ହିଂସା) ବୋଲି କୁହାଯାଇ ପାରିବ ନାହିଁ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଜରୁରୀକାଳୀନ ସମୟରେ ରାଜ୍ୟ ପ୍ରଶାସନ ବିଫଳ ହେବା କୌଣସି ଆଶ୍ଚର୍ଯ୍ୟକର ଘଟଣା ନୁହେଁ। କୋର୍ଟ କରୋନା ମହାମାରୀର ଉଦାହରଣ ଦେଇ କହିଥିଲେ, ସବୁ ସୁବିଧାରେ ଥିବା ସରକାର ବି ବିଫଳ ହୋଇଥିବା ଦେଖିଛୁ । ‘ଏହାକୁ କଣ ଅପରାଧୀକ ଷଡଯନ୍ତ୍ର କୁହାଯିବ କି ବୋଲି କୋର୍ଟ ପ୍ରଶ୍ନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story