ଅଧିକ ଦିନ ଲିଭ୍‌-ଇନ୍‌ରେ ରହିବା ବିବାହ ସହ ସମାନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଜିକାଲି ଅଧିକାଂଶ ଦମ୍ପତି ବିବାହ କରିବା ବଦଳରେ ଲିଭ-ଇନ୍‌ରେ ରହିବା ପାଇଁ ପସନ୍ଦ କରନ୍ତି। ଦୀର୍ଘ ଦିନ ଧରି ଲିଭ-ଇନ୍‌ରେ ରହି ପରସ୍ପରକୁ ଜାଣିବା ପରେ କିଛି ବିବାହ ପାଇଁ ନିଷ୍ପତ୍ତି ନିଅନ୍ତି ତ ଆଉ କିଛି ଅଲଗା ହୋଇଯାଆନ୍ତି। ତେବେ ପ୍ରମୀଯୁଗଳଙ୍କ ଏହି ଲିଭ୍‌-ଇନ୍‌କୁ ନେଇ ଏକ ବଡ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ଯଦି କୌଣସି ମହିଳା ଓ ପୁରୁଷ ବିବାହ ନକରି ମଧ୍ୟ ଏକାଠି ଦୀର୍ଘ ଦିନ ପର୍ଯ୍ୟନ୍ତ ଲିଭ-ଇନ୍‌ରେ ରୁହନ୍ତି ତେବେ […]

Supreme court on live-in

Supreme court on live-in

Madhupriya Mistry
  • Published: Tuesday, 14 June 2022
  • Updated: 14 June 2022, 12:05 PM IST

Sports

Latest News

ନୂଆଦିଲ୍ଲୀ: ଅଜିକାଲି ଅଧିକାଂଶ ଦମ୍ପତି ବିବାହ କରିବା ବଦଳରେ ଲିଭ-ଇନ୍‌ରେ ରହିବା ପାଇଁ ପସନ୍ଦ କରନ୍ତି। ଦୀର୍ଘ ଦିନ ଧରି ଲିଭ-ଇନ୍‌ରେ ରହି ପରସ୍ପରକୁ ଜାଣିବା ପରେ କିଛି ବିବାହ ପାଇଁ ନିଷ୍ପତ୍ତି ନିଅନ୍ତି ତ ଆଉ କିଛି ଅଲଗା ହୋଇଯାଆନ୍ତି। ତେବେ ପ୍ରମୀଯୁଗଳଙ୍କ ଏହି ଲିଭ୍‌-ଇନ୍‌କୁ ନେଇ ଏକ ବଡ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ।

ଯଦି କୌଣସି ମହିଳା ଓ ପୁରୁଷ ବିବାହ ନକରି ମଧ୍ୟ ଏକାଠି ଦୀର୍ଘ ଦିନ ପର୍ଯ୍ୟନ୍ତ ଲିଭ-ଇନ୍‌ରେ ରୁହନ୍ତି ତେବେ ସେହି ସମ୍ପର୍କ ବିବାହ ସହ ସମାନ। ସେମାନଙ୍କ ଠାରୁ ଜନ୍ମ ନେଇଥିବା ସନ୍ତାନ ପୌତୃକ ସମ୍ପତ୍ତିରେ ଭାଗ ପାଇବେ। ଏହାକୁ ଅଧିନିୟମର ଧାରା ୧୧୪ ଧାରା ଅନ୍ତର୍ଗତ କରାଯିବ। ଏନେଇ ଜଷ୍ଟିସ୍ ଏସ୍. ଅବଦୁଲ ନଜିର ଏବଂ ଜଷ୍ଟିସ୍ ବିକ୍ରମ ନାଥଙ୍କ ମିଳିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।

ସୁପ୍ରିମ କୋର୍ଟ କହିଛନ୍ତି, ଏହା ସ୍ପଷ୍ଟ ଯେ ଯଦି ଜଣେ ପୁରୁଷ ଏବଂ ଜଣେ ମହିଳା ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଦୀର୍ଘ ସମୟ ଧରି ଏକାଠି ରୁହନ୍ତି ତେଣୁ ଏହାକୁ ବିବାହ ଭାବରେ ବିବେଚନା କରାଯିବ। ସେମାନଙ୍କର ଠାରୁ ଯେଉଁ ସନ୍ତାନ ସନ୍ତତି ଜନ୍ମ ନେବେ ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ବାପାର ଅଧିକାର ପାଇବାକୁ ସମ୍ପୂର୍ଣ୍ଣ ଯୋଗ୍ୟ। ଏହାସହ ପୈତୃକ ସମ୍ପତ୍ତି ପାଇବାକୁ ମଧ୍ୟ ସେମାନେ ସମ୍ପୂର୍ଣ୍ଣ ହକଦାର ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୯ରେ କେରଳ ହାଇକୋର୍ଟ ଦେଇଥିବା ଫଇସଲାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଶୁଣାଣି କରି ଏପରି ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ।

ଜଣେ ପୁରୁଷ ଓ ମହିଳା ଦୀର୍ଘ ସମୟ ଧରି ଲିଭ୍‌-ଇନ୍‌ରେ ରହିବା ପରେ ଜନ୍ମ ହୋଇଥିବା ଶିଶୁକୁ ପୌତୃକ ସମ୍ପତ୍ତିରେ ଭାଗ ଦେବାକୁ ନେଇ ତଳ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ କେରଳ ହାଇକୋର୍ଟ ଖାରଜ କରିଦେଇଥିଲେ। ଏହାକୁ ନେଇ ଆବେଦନକାରୀ ଜଣକ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଲିଭ୍‌-ଇନ୍‌କୁ ନେଇ ଏଭଳି ଏକ ରାୟ ଶୁଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story