ଜୁଲାଇ ୧ ରୁ ୧୨ ଘଣ୍ଟା ଡ୍ୟୁଟି, ଦରମାରେ ପରିବର୍ତ୍ତନ !

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧ରୁ ନୂତନ ଶ୍ରମ ଆଇନ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଅଭିମୁଖେ ଅଛନ୍ତି। ଏହି ନୂତନ ନିୟମ ଅନୁଯାୟୀ କର୍ମଚାରୀଙ୍କ ଦରମା ଏବଂ  ପ୍ରୋଭିଡେଣ୍ଟ ଫଣ୍ଡରେ ଡିପୋଜିଟ ନିୟମ ବଦଳାଯାଇଛି । କର୍ମଚାରୀଙ୍କ କାର୍ଯ୍ୟ ସମୟର ଅବଧି ବୃଦ୍ଧି ସହ ପିଏଫ ଡିପୋଜିଟ୍‌ ବୃଦ୍ଧି ପାଇବ। ସେହିପରି କର୍ମଚାରୀଙ୍କ ଇନ୍‌ ହ୍ୟାଣ୍ଡ ସାଲାରିକୁ ହ୍ରାସ କରାଯାଇପାରେ । ଜୁଲାଇ ୧ରୁ ପରିବର୍ତ୍ତିତ ଶ୍ରମ ଆଇନ ଲାଗୁ କରିବା ନେଇ କେନ୍ଦ୍ର ସରକାର […]

Job

Job

Tapas Behera
  • Published: Friday, 24 June 2022
  • Updated: 24 June 2022, 08:21 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧ରୁ ନୂତନ ଶ୍ରମ ଆଇନ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଅଭିମୁଖେ ଅଛନ୍ତି। ଏହି ନୂତନ ନିୟମ ଅନୁଯାୟୀ କର୍ମଚାରୀଙ୍କ ଦରମା ଏବଂ  ପ୍ରୋଭିଡେଣ୍ଟ ଫଣ୍ଡରେ ଡିପୋଜିଟ ନିୟମ ବଦଳାଯାଇଛି । କର୍ମଚାରୀଙ୍କ କାର୍ଯ୍ୟ ସମୟର ଅବଧି ବୃଦ୍ଧି ସହ ପିଏଫ ଡିପୋଜିଟ୍‌ ବୃଦ୍ଧି ପାଇବ। ସେହିପରି କର୍ମଚାରୀଙ୍କ ଇନ୍‌ ହ୍ୟାଣ୍ଡ ସାଲାରିକୁ ହ୍ରାସ କରାଯାଇପାରେ । ଜୁଲାଇ ୧ରୁ ପରିବର୍ତ୍ତିତ ଶ୍ରମ ଆଇନ ଲାଗୁ କରିବା ନେଇ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ତଥାପି ଅଳ୍ପ କେତେକ ରାଜ୍ୟ ଏପର୍ଯ୍ୟନ୍ତ ଚାରୋଟି ଶ୍ରମ ସଂହିତା ଅଧୀନରେ ନିୟମ ଫ୍ରେମ୍ କରିନାହାଁନ୍ତି । କେବଳ ୨୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପରିବର୍ତ୍ତିତ ଶ୍ରମ ଆଇନର ଚିଠା ପ୍ରକାଶ କରିଛନ୍ତି ।

ଏ ସମ୍ପର୍କରେ  କେନ୍ଦ୍ର ଶ୍ରମ  ଓ ନିଯୁକ୍ତି ମନ୍ତ୍ରୀ ରମେଶ୍ୱର ତେଲି ଲୋକସଭାକୁ ଏକ ଲିଖିତ ଉତ୍ତରରେ କହିଛନ୍ତି। ନୂଆ ନିୟମ ଅନୁଯାୟୀ, କମ୍ପାନୀ ଗୁଡିକ କାର୍ଯ୍ୟସମୟ ଦିନକୁ ୮-୯ ଘଣ୍ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ। ତେବେ  କର୍ମଚାରୀମାନଙ୍କୁ ସାପ୍ତାହିକ ୩ଟି ଅଫ ମିଳିବ। ସେହିପରି ସପ୍ତାହରେ ୪ ଦିନ କାର୍ଯ୍ୟ ସମୟ ରଖିବାକୁ ପ୍ରସ୍ତାବ ରହିଛି। କିନ୍ତୁ ସପ୍ତାହକ ସମ୍ପୂର୍ଣ୍ଣ କାର୍ଯ୍ୟ ସମୟ ଯେମିତି ପ୍ରଭାବିତ ନହୁଏ  ସେନେଇ  ନିୟମ ହୋଇଛି।  ତେବେ ନୂଆ ନିୟମ ଅନୁଯାୟୀ ଜଣେ କର୍ମଚାଙ୍କୁ ସପ୍ତାହକ ୪୮ ଘଣ୍ଟା କାମ କରିବାକୁ ପଡ଼ିବ। ସେହିପରି ଦରମାରେ କିଛି ପରିବର୍ତ୍ତନ କରାଯାଇଛି। ଏଥିରେ ଜଣେ କର୍ମଚାରୀର  ମାସିକ ଗ୍ରସ ଦରମାର ୫୦ ପ୍ରତିଶତ ବେଶିକ ହେବା ଆବଶ୍ୟକ। ଏହା ଯୋଗୁ ପିଏଫ ଫଣ୍ଡରେ ଯୋଗଦାନ ପରିମାଣ ଅଧିକ ବୃଦ୍ଧି ପାଇବ। ତେବେ ଏଥିପାଇଁ କର୍ମଚାରିମାନଙ୍କ ମାସିକ ଟେକମ ଦରମା ପ୍ରଭାବିତ ହେବ।

ନୂତନ ଶ୍ରମ ନିୟମ ଅନୁଯାୟୀ, ଅବସରପ୍ରାପ୍ତ କର୍ପସ ଏବଂ ଗ୍ରାଚ୍ୟୁଇଟି ପରିମାଣ ବୃଦ୍ଧି ପାଇବ । ଚାରୋଟି ଶ୍ରମ କୋଡ ତଥା ମଜୁରୀ, ସାମାଜିକ ସୁରକ୍ଷା, ଶିଳ୍ପ ସମ୍ପର୍କ, ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ଅବସ୍ଥାକୁ ଗୁରତ୍ୱ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story