ପୂର୍ବତନ ମନ୍ତ୍ରୀଙ୍କ ୨୬ଟି ଠିକଣାରେ ରେଡ୍‌, ୭ ବିଧାୟକ ଅଟକ

ନୂଆଦିଲ୍ଲୀ: ଭିଜିଲାନ୍ସ ଜାଲରେ ପୂର୍ବତନ ମନ୍ତ୍ରୀ। ତାମିଲନାଡୁର କୋଏମ୍ବଟୁର ଠାରେ ପୂର୍ବତନ ମନ୍ତ୍ରୀ ଏସ୍‌ପି ବେଲୁମାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଚେନ୍ନାଇ, କୋଏମ୍ବଟୁର ସମେତ ୨୬ଟି ସ୍ଥାନରେ ରେଡ୍‌ ହୋଇଛି।  ଘନିଷ୍ଠ ସହଯୋଗୀ କମ୍ପାନୀମାନଙ୍କୁ ଟେଣ୍ଡର ପ୍ରଦାନରେ ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିଥିବା ପୂର୍ବତନ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ହୋଇଛି। ସେପଟେ ପୂର୍ବତନ ମନ୍ତ୍ରୀଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି AIADMK କର୍ମୀ। ତାଙ୍କ ଘର ବାହାରେ ବିରୋଧ ପ୍ରଦର୍ଶନ କରାଯାଇଛି। ଏଏନ୍‌ଆଇ […]

sp-velumani raid

sp-velumani raid

Madhupriya Mistry
  • Published: Tuesday, 13 September 2022
  • Updated: 13 September 2022, 12:04 PM IST

Sports

Latest News

ନୂଆଦିଲ୍ଲୀ: ଭିଜିଲାନ୍ସ ଜାଲରେ ପୂର୍ବତନ ମନ୍ତ୍ରୀ। ତାମିଲନାଡୁର କୋଏମ୍ବଟୁର ଠାରେ ପୂର୍ବତନ ମନ୍ତ୍ରୀ ଏସ୍‌ପି ବେଲୁମାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଚେନ୍ନାଇ, କୋଏମ୍ବଟୁର ସମେତ ୨୬ଟି ସ୍ଥାନରେ ରେଡ୍‌ ହୋଇଛି।  ଘନିଷ୍ଠ ସହଯୋଗୀ କମ୍ପାନୀମାନଙ୍କୁ ଟେଣ୍ଡର ପ୍ରଦାନରେ ତାଙ୍କ ସରକାରୀ ପଦବୀର ଅପବ୍ୟବହାର କରିଥିବା ପୂର୍ବତନ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ହୋଇଛି। ସେପଟେ ପୂର୍ବତନ ମନ୍ତ୍ରୀଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି AIADMK କର୍ମୀ। ତାଙ୍କ ଘର ବାହାରେ ବିରୋଧ ପ୍ରଦର୍ଶନ କରାଯାଇଛି।

ଏଏନ୍‌ଆଇ ରିପୋର୍ଟ ମୁତାବକ, ଭିଜିଲାନ୍ସ ଚଢ଼ାଉକୁ ବିରୋଧ କରି ପୂର୍ବତନ ମନ୍ତ୍ରୀ ବେଲୁମଣିଙ୍କ ଘର ବାହାରେ ବିରୋଧ ପ୍ରଦର୍ଶନ କରୁଥିବା ଏଆଇଡିଏମ୍‌କେର ୭ ଜଣ ବିଧାୟକଙ୍କୁ ତାମିଲନାଡୁ ପୁଲିସ ଅଟକ ରଖିଛି। ଏଥିସହ ଅନେକ କାର୍ଯ୍ୟକର୍ତ୍ତାକୁ ଗିରଫ କରାଯାଇଛି।

https://twitter.com/ANI/status/1569551987045433344?s=20&t=TPBYcPjFkjca_hlau3WR2g

ତେବେ ବେଲୁମଣିଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପ୍ରଥମ ନୁହେଁ। ଏହାପୂର୍ବରୁ ମଧ୍ୟ ଜୁଲାଇ ମାସରେ ତାଙ୍କର ଘନିଷ୍ଠ ସହର୍ଯଗୀ ଚନ୍ଦ୍ରଶେଖରଙ୍କ ଘରେ ଆୟକର ବିଗାଗ ଚଢ଼ାଉ କରିଥିଲା।  କୁହାଯାଇଥିଲା ଯେ ସେହି ସମୟରେ ଆୟକର ବିଭାଗ ଏକକାଳୀନ ୬ଟି ସ୍ଥାନରେ ରେଡ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story