ଉତ୍ତରାଖଣ୍ଡରେ ଦ୍ୱିତୀୟ ଇନିଂସ ଆରମ୍ଭ କଲେ ଧାମି

ଡେରାଡୁନ୍‌: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଭାବେ ଆଜି ପୁଷ୍କର ସିଂହ ଧାମି ଦ୍ୱିତୀୟଥର ଭାବେ ଶପଥ ଗ୍ରହଣ କରିଛନ୍ତି। ଡେରାଡୁନ୍‌ ପରେଡ୍‌ ଗ୍ରାଉଣ୍ଡରେ ଆୟୋଜିତ ଭବ୍ୟ ସମାରୋହରେ ସେ ଶପଥପାଠ ଗ୍ରହଣ କରିଛନ୍ତି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଅନ୍ୟ ବିଜେପି ନେତାଙ୍କ ମଧ୍ୟରେ […]

dhami-2

dhami-2

Tapas Behera
  • Published: Wednesday, 23 March 2022
  • Updated: 23 March 2022, 07:29 PM IST

Sports

Latest News

ଡେରାଡୁନ୍‌: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଭାବେ ଆଜି ପୁଷ୍କର ସିଂହ ଧାମି ଦ୍ୱିତୀୟଥର ଭାବେ ଶପଥ ଗ୍ରହଣ କରିଛନ୍ତି। ଡେରାଡୁନ୍‌ ପରେଡ୍‌ ଗ୍ରାଉଣ୍ଡରେ ଆୟୋଜିତ ଭବ୍ୟ ସମାରୋହରେ ସେ ଶପଥପାଠ ଗ୍ରହଣ କରିଛନ୍ତି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଅନ୍ୟ ବିଜେପି ନେତାଙ୍କ ମଧ୍ୟରେ ଯୋଗୀ ଆଦିତ୍ୟନାଥ, ମନୋହରଲାଲ ଖଟ୍ଟର, ପ୍ରମୋଦ ସାୱନ୍ତ, ମୀନାଖି ଲେଖି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୮ ଜଣ କ୍ୟାବିନେଟ ମନ୍ତ୍ରୀଭାବେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।

ସେମାନଙ୍କ ମଧ୍ୟରେ ସତପାଲ ମହାରାଜ, ସୁବୋଧ ୟୁନିୟାଲ, ଧାମ ସିଂ, ରେଖା ଆର୍ଯ୍ୟ ଏବଂ ଗଣେଷ ଜୋଶୀ ପ୍ରମୁଖ ଦ୍ୱିତୀଥର ଥର ପାଇଁ ଧାମି ମନ୍ତ୍ରିମଣ୍ଡଳରେ ସାମିଳ ହୋଥଇଛନ୍ତି। ତେବେ ନୂଆ କରି ଚନ୍ଦନ ରାମ ଦାଶ, ସୁରଭା ବହୁଗୁଣା, ପ୍ରେମ ଚାନ୍ଦ ଅଗ୍ରୱାଲ ପ୍ରମୁଖ ପ୍ରଥମଥର ପାଇଁ ମନ୍ତ୍ରୀ ଭାବେ ସୁଯୋଗ ପାଇଛନ୍ତି। ଚଳିତ ବିଧାନ ସଭା ନିର୍ବାଚନରେ ଧାମି ବିଧାୟକ ଭାବେ ପରାଜିତ ହୋଇଥିଲେ। ଏହା ସତ୍ତ୍ୱେ ବିଜେପି ବିଧାୟକ ଦଳରେ ସେ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବିସିଥିବା ଏହି ବୈଠକରେ କେନ୍ଦ୍ର ମୀନାଖି ଲେଖି ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ଧାମିଙ୍କ ନାମରେ ମୋହର ବାଜିଥିଲା।

୨୦୧୨ରୁ ଧାମି ଉତ୍ତାରାଖଣ୍ଡର ଖତିମା ଆସନରୁ ବିଧାୟକ ଭାବେ ଜିତି ଆସୁଥିଲେ। ହେଲେ ଚଳିତ ନିର୍ବାଚନରେ ପ୍ରତିପକ୍ଷ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ୬,୫୭୯ ଭୋଟରେ ପରାଜିତ ହୋଛନ୍ତି। ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭା ଆସନରେ ବିଜେପି ୪୭ଟି ସିଟ୍ ଜିତି ସରକାର ଗଠନ କରିବାକୁ ସକ୍ଷମ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story