ସରକାର ବ୍ୟାନ୍‌ କରିଥିଲେ, ହେଲେ ସର୍ବାଧିକ ଡାଉନ୍‌ଲୋଡ଼ ହେଉଛି

ନୂଆଦିଲ୍ଲୀ: ସରକାର ବ୍ୟାନ୍‌ କରିଥିଲେ। ହେଲେ ସର୍ବାଧିକ ଡାଉନଲୋଡ଼ ହେଉଛି। କେନ୍ଦ୍ର ସରକାର ଚାଇନିଜ୍‌ ଆପ୍‌ ଟିକ୍‌ଟକ୍‌ ସହ ପବଜି ଏବଂ ଅନେକ ଆପ୍‌ ଗୁଡ଼ିକୁ ବ୍ୟାନ୍‌ କରିଥିଲେ। ଏହାସତ୍ତ୍ୱେ  ଟିକ୍‌ଟକ୍‌ ସହ ପବଜି ଆପ୍‌ ସର୍ବାଧିକ ଡାଉନ୍‌ ଲୋଡ଼ ହେଉଛି। ଏକ ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି। ସେନ୍ସର ଟାୱାର ଅନୁଯାୟୀ, ୨୦୨୧ର ତ୍ରୈମାସିକ ସୁଦ୍ଧା ଆପଲ୍ ଆପ୍ ଷ୍ଟୋର୍ ଏବଂ ଗୁଗଲ୍ ପ୍ଲେ ଷ୍ଟୋର୍‌ରେ ଟିକଟକ୍ ଏବଂ PUBG ସର୍ବାଧିକ ଡାଉନ୍‌ଲୋଡ଼ ହୋଇଇଛି। ରିପୋର୍ଟ […]

tiktok

tiktok

Tapas Behera
  • Published: Monday, 04 October 2021
  • Updated: 04 October 2021, 09:36 PM IST

Sports

Latest News

ନୂଆଦିଲ୍ଲୀ: ସରକାର ବ୍ୟାନ୍‌ କରିଥିଲେ। ହେଲେ ସର୍ବାଧିକ ଡାଉନଲୋଡ଼ ହେଉଛି। କେନ୍ଦ୍ର ସରକାର ଚାଇନିଜ୍‌ ଆପ୍‌ ଟିକ୍‌ଟକ୍‌ ସହ ପବଜି ଏବଂ ଅନେକ ଆପ୍‌ ଗୁଡ଼ିକୁ ବ୍ୟାନ୍‌ କରିଥିଲେ। ଏହାସତ୍ତ୍ୱେ  ଟିକ୍‌ଟକ୍‌ ସହ ପବଜି ଆପ୍‌ ସର୍ବାଧିକ ଡାଉନ୍‌ ଲୋଡ଼ ହେଉଛି। ଏକ ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି। ସେନ୍ସର ଟାୱାର ଅନୁଯାୟୀ, ୨୦୨୧ର ତ୍ରୈମାସିକ ସୁଦ୍ଧା ଆପଲ୍ ଆପ୍ ଷ୍ଟୋର୍ ଏବଂ ଗୁଗଲ୍ ପ୍ଲେ ଷ୍ଟୋର୍‌ରେ ଟିକଟକ୍ ଏବଂ PUBG ସର୍ବାଧିକ ଡାଉନ୍‌ଲୋଡ଼ ହୋଇଇଛି। ରିପୋର୍ଟ ଅନୁଯାୟୀ, ଟିକଟକ୍‌ରେ ଗ୍ରାହକଙ୍କ ୪୧ ପ୍ରତିଶତ ବୃଦ୍ଧି ପାଇଛି।  ସେହିପରି PUBG ବ୍ୟବହାରକାରୀଙ୍କ ଖର୍ଚ୍ଚ 11% ବୃଦ୍ଧି ପାଇଛି।

ସେନ୍ସର ଟାୱାର ରିପୋର୍ଟ ଅନୁଯାୟୀ, ୨୦୨୧ରେ ଅଦ୍ୟାବଧି ଟିକଟକ୍ ହେଉଛି  ସର୍ବାଧିକ ରୋଜଗାର କରୁଥିବା ଆପ୍ । ଗତ ବର୍ଷ ସୀମା ବିବାଦ ପାଇଁ ମୋଦି ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଥିଲେ । ଟିକଟକ, ହ୍ୟାଲୋ ଓ ୟୁସି ବ୍ରାଉଜର ଭଳି ୫୯ଟି ଚାଇନିଜ ଆପକୁ  ଭାରତ ସରକାର ଦେଶରେ ଅସିଦ୍ଧ ଘୋଷଣା କରିଥିଲେ । ଏହାବାଦ ଶେୟାର ଇଟ୍‌, ଲଇକି, ଭାଇରସ କ୍ଲିନର, ଜେଣ୍ଡର ଓ ବିୟୁଟି ପ୍ଲସ ଭଳି ଆପ୍‌ ମଧ୍ୟ ବ୍ୟାନ୍‌ ହୋଇ ଥିଲା  ଏହି ଆପ୍‌ ଜରିଆରେ ଚାଇନିଜ କମ୍ପାନୀଗୁଡ଼ିକ ଭାରତୀୟଙ୍କ ତଥ୍ୟ ଚୋରି କରୁଥିବାରୁ ଭାରତ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story