ଆଉ ୩ ବରିଷ୍ଠ ଅଧିକାରୀଙ୍କୁ ହରାଇଲା ଟ୍ୱିଟର

ନୂଆଦିଲ୍ଲୀ: ସୋଶାଲ ମିଡିଆ କମ୍ପାନୀ ଟ୍ୱିଟର ଆଉ ୩ ଜଣ ବରିଷ୍ଠ କର୍ମଚାରୀଙ୍କୁ ହରାଇଛି। ଏମାନଙ୍କ ମଧ୍ୟରେ ୨ ଜଣ ଉପ ସଭାପତି ରହିଛନ୍ତି। ବିଶ୍ୱର ୧ନଂ ଧନୀ ଏଲନ ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣିବାକୁ ଡିଲ୍‌ କରିଛନ୍ତି। ହେଲେ ଏହି ଡିଲ୍‌କୁ ନେଇ ବର୍ତ୍ତମାନ ବିବାଦ ଦେଖାଯାଇଛି। ନକଲି ଆକାଉଣ୍ଟକୁ ନେଇ ମସ୍କ ଆପତ୍ତି ଉଠାଇବା ସହ ଡିଲ୍‌ ଆଗକୁ ବଢ଼ିବ ନାହିଁ ବୋଲି ଘୋଷଣା କରିଛନ୍ତି। ମସ୍କଙ୍କ ଏହି ଘୋଷଣା ପରେ […]

Musk

Musk

Hemant Lenka
  • Published: Wednesday, 18 May 2022
  • Updated: 18 May 2022, 04:24 PM IST

Sports

Latest News

ନୂଆଦିଲ୍ଲୀ: ସୋଶାଲ ମିଡିଆ କମ୍ପାନୀ ଟ୍ୱିଟର ଆଉ ୩ ଜଣ ବରିଷ୍ଠ କର୍ମଚାରୀଙ୍କୁ ହରାଇଛି। ଏମାନଙ୍କ ମଧ୍ୟରେ ୨ ଜଣ ଉପ ସଭାପତି ରହିଛନ୍ତି। ବିଶ୍ୱର ୧ନଂ ଧନୀ ଏଲନ ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣିବାକୁ ଡିଲ୍‌ କରିଛନ୍ତି। ହେଲେ ଏହି ଡିଲ୍‌କୁ ନେଇ ବର୍ତ୍ତମାନ ବିବାଦ ଦେଖାଯାଇଛି।

ନକଲି ଆକାଉଣ୍ଟକୁ ନେଇ ମସ୍କ ଆପତ୍ତି ଉଠାଇବା ସହ ଡିଲ୍‌ ଆଗକୁ ବଢ଼ିବ ନାହିଁ ବୋଲି ଘୋଷଣା କରିଛନ୍ତି। ମସ୍କଙ୍କ ଏହି ଘୋଷଣା ପରେ ଟ୍ୱିଟର ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ଆଜି ଆଉ ୩ ଜଣ ବରିଷ୍ଠ କର୍ମଚାରୀ କମ୍ପାନୀର ହାତ ଛାଡ଼ିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଡକ୍ଟ ମ୍ୟାନେଜମେଣ୍ଟର ଉପ ସଭାପତି ଇଲୟା ବ୍ରାଉନ, ଟ୍ୱିଟର ସର୍ଭିସର ଉପସଭାପତି କ୍ୟାଟ୍ରିନା ଲାନ ଓ ଡାଟା ସାଇସନ୍ସର ମୁଖ୍ୟ ମାକ୍ସ ସ୍କିମିସର ଆଜି ଇସ୍ତଫା ଦେଇଛନ୍ତି। ଇସ୍ତଫାର କାରଣ ସମ୍ପର୍କରେ ସେମାନେ କିଛି ବି କହିନାହାନ୍ତି। କେବଳ ୩ ଜଣ ଯାକ କର୍ମଚାରୀ କମ୍ପାନୀ ଛାଡ଼ିବାକୁ ଯାଉଥିବା ସୂଚନା ମିଳିଛି। ଟ୍ୱିଟର ଜଣେ ମହିଳା ମୁଖପାତ୍ର ମଧ୍ୟ ୩ ବରିଷ୍ଠ କର୍ମଚାରୀ କମ୍ପାନୀ ଛାଡ଼ୁଥିବା କଥାକୁ ନିଶ୍ଚିତ କରିଛନ୍ତି।

ଗତ ସପ୍ତାହରେ ଟ୍ୱିଟରର ସିଇଓ ପରାଗ ଅଗ୍ରୱାଲ କମ୍ପାନୀର ଜେନେରାଲ ମ୍ୟାନେଜର କୈଭନ ବେୟକପୁର ଓ ରେଭନ୍ୟୁ ଜେନେରାଲ ମ୍ୟାନେଜର ବ୍ରୁଶ୍‌ ଫାଲକ୍‌ଙ୍କୁ ବିଦା କରିଥିଲେ। ଏଥିସହ ଟ୍ୱିଟର ବଜେଟ ହ୍ରାସ କରିବା ସହ ନୂଆ ନିଯୁକ୍ତି ଉପରେ ମଧ୍ୟ ରୋକ ଲଗାଇଥିଲେ।

ବରିଷ୍ଠ ଅଧିକାରୀଙ୍କୁ ବିଦା କରିବା ଘଟଣାକୁ ନେଇ ବିବାଦ ଚାଲିଥିଲେ ମଧ୍ୟ ଟ୍ୱିଟର ପକ୍ଷରୁ ଏହା ଉପରେ ତାଳି ପକାଇବାକୁ ଉଦ୍ୟମ କରାଯାଇଛି। କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ପାଇଁ କମ୍ପାନୀ ଏପରି ପରିବର୍ତ୍ତନ କରୁଥିବା କମ୍ପାନୀର ସିଇଓ ଅଗ୍ରୱାଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story