ଭାରତ-ଚୀନ୍‌ ସୀମାରେ ମୁତୟନ ୨ ଯବାନ ନିଖୋଜ, ୧୪ ଦିନ ହେଲା ମିଳୁନି ପତ୍ତା

ଡେରାଡୁନ: ଭାରତ-ଚୀନ ସୀମାରୁ ଦୁଇ ଯବାନ ନିଖୋଜ। ସୀମାରେ ମୁତୟନ ଥିବା ଦୁଇ ଜଣ ଭାରତୀୟ ସୈନିକ ଗଲା ୧୪ ଦିନ ହେଲା ନିଖୋଜ ଅଛନ୍ତି। ଏହି ଦୁଇ ଯବାନ ଅରୁଣାଚଳ ପ୍ରଦେଶର ୭ ଗଡୱାଲ ରାଇଫଲ୍ସର। ଗତ ମେ’ ୨୮ରୁ ଉଭୟ ନିଖୋଜ ଥିବା ସୂଚନା ମିଳିଛି। ନିଖୋଜ ଥିବା ଦୁଇ ଯବାନ ହେଲେ ହରେନ୍ଦ୍ର ନେଗୀ ଓ ପ୍ରକାଶ ସିଂହ ରାଣା। ହରେନ୍ଦ୍ର ନେଗୀ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ପ୍ରକାଶ […]

Two soldiers missing

Two soldiers missing

Madhupriya Mistry
  • Published: Sunday, 12 June 2022
  • Updated: 12 June 2022, 11:43 AM IST

Sports

Latest News

ଡେରାଡୁନ: ଭାରତ-ଚୀନ ସୀମାରୁ ଦୁଇ ଯବାନ ନିଖୋଜ। ସୀମାରେ ମୁତୟନ ଥିବା ଦୁଇ ଜଣ ଭାରତୀୟ ସୈନିକ ଗଲା ୧୪ ଦିନ ହେଲା ନିଖୋଜ ଅଛନ୍ତି। ଏହି ଦୁଇ ଯବାନ ଅରୁଣାଚଳ ପ୍ରଦେଶର ୭ ଗଡୱାଲ ରାଇଫଲ୍ସର। ଗତ ମେ' ୨୮ରୁ ଉଭୟ ନିଖୋଜ ଥିବା ସୂଚନା ମିଳିଛି।

ନିଖୋଜ ଥିବା ଦୁଇ ଯବାନ ହେଲେ ହରେନ୍ଦ୍ର ନେଗୀ ଓ ପ୍ରକାଶ ସିଂହ ରାଣା। ହରେନ୍ଦ୍ର ନେଗୀ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ପ୍ରକାଶ ଉତ୍ତର ପ୍ରଦେଶର ବାସିନ୍ଦା। ସେମାନେ ନଦୀରେ ବୁଡ଼ି ଯାଇଥିବା ସେନା ପକ୍ଷରୁ ସନ୍ଦେହ କରାଯାଉଛି।

୩୪ ବର୍ଷୀୟ ପ୍ରକାଶ ରାଣା ଶେଷ ଥର ପାଇଁ ମେ' ୨୮ ତାରିଖରେ ତାଙ୍କ ପତ୍ନୀ ମମତା ରଣାଙ୍କ ସହ ଭିଡିଓ କଲ୍‌ ଜରିଆରେ କଥା ହୋଇଥିଲେ। ତା'ପର ଦିନ ପ୍ରକାଶ ନିଖୋଜ ହୋଇଯାଇଥିବା ନେଇ ଗଡୱାଲ ରାଇଫଲ ୟୁନିଟ୍‌ ପକ୍ଷରୁ ତାଙ୍କ ପତ୍ନୀଙ୍କୁ ସୂଚନା ମିଳିଥିଲା।

ମମତା ରାଣା କହିଛନ୍ତି ଯେ ତାଙ୍କ ସ୍ୱାମୀ ନିଖୋଜ ଥିବା ନେଇ ଗତ ମେ' ୨୯ ତାରିଖରେ ସେନା ପକ୍ଷରୁ ତାଙ୍କୁ ଫୋନ ଆସିଥିଲା। ଜୁନ ୯ ତାରିଖରେ ସେନା ପକ୍ଷରୁ ଆଉ ଥରେ ଫୋନ କରି ଏ ବିଷୟରେ କୁହାଯାଇଥିଲା।

ରାଣାଙ୍କ ସହ ରୁଦ୍ରପ୍ରୟାଗର ହରେନ୍ଦ୍ର ନେଗୀ ମଧ୍ୟ ସେହି ଦିନଠାରୁ ଡ୍ୟୁଟିରୁ ନିଖୋଜ ଅଛନ୍ତି। ଭାରତୀୟ ସେନା ପକ୍ଷରୁ ନିଖୋଜ ଯବାନଙ୍କ ସନ୍ଧାନ ଜାରି ରହିଛି। ରାଜ୍ୟ ସରକାର ମଧ୍ୟ ସେନା ସହ ଯୋଗାଯୋଗରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story