ବିଜୟ ମାଲ୍ୟାଙ୍କୁ ଝଟ୍‌କା, ଦେବାଳିଆ ଘୋଷଣା କଲେ ଲଣ୍ଡନ ହାଇକୋର୍ଟ

ଲଣ୍ଡନ: ପଳାତାକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟରୁ ଜୋରଦାର ଝଟ୍‌କା। ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କଲେ ହାଇକୋର୍ଟ। ଏହି ନିଷ୍ପତ୍ତି ପରେ ବିଜୟ ମାଲ୍ୟାଙ୍କ ସମ୍ପତି ଜବତ କରିବା ରାସ୍ତା ସଫା ହୋଇଛି। ସୂଚନା ଅନୁସାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମାଇକେଲ୍ ବ୍ରିଗ୍ସ ଭିଡିଓ କନଫରେନ୍ସଂ ମାଧ୍ୟମରେ ଶୁଣାଣି କରିଛନ୍ତି। ସେ କହିଛନ୍ତି, ‘ମୁଁ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରୁଛି।’ ଭାରତୀୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ କୋର୍ଟରେ ଲଢ଼ୁଥିବା ଓକିଲମାନେ ମାଲ୍ୟାକୁ ଦେବାଳିଆ ଘୋଷଣା […]

vijay-mallya

vijay-mallya

Madhupriya Mistry
  • Published: Tuesday, 27 July 2021
  • Updated: 27 July 2021, 11:55 AM IST

Sports

Latest News

ଲଣ୍ଡନ: ପଳାତାକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟରୁ ଜୋରଦାର ଝଟ୍‌କା। ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କଲେ ହାଇକୋର୍ଟ। ଏହି ନିଷ୍ପତ୍ତି ପରେ ବିଜୟ ମାଲ୍ୟାଙ୍କ ସମ୍ପତି ଜବତ କରିବା ରାସ୍ତା ସଫା ହୋଇଛି।

ସୂଚନା ଅନୁସାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମାଇକେଲ୍ ବ୍ରିଗ୍ସ ଭିଡିଓ କନଫରେନ୍ସଂ ମାଧ୍ୟମରେ ଶୁଣାଣି କରିଛନ୍ତି। ସେ କହିଛନ୍ତି, ‘ମୁଁ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରୁଛି।’ ଭାରତୀୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ କୋର୍ଟରେ ଲଢ଼ୁଥିବା ଓକିଲମାନେ ମାଲ୍ୟାକୁ ଦେବାଳିଆ ଘୋଷଣା ପାଇଁ ଦାବି କରିଥିଲେ। ସେପଟେ ମାଲ୍ୟାର ଓକିଲ ଫିଲିପ ମାର୍ଶଲ ଶୁଣାଣି ଏବଂ ନିର୍ଦ୍ଦେଶକୁ ସ୍ଥଗିତ ରଖିବାକୁ କହିଥିଲେ। ଏହାକୁ ଖାରଜ କରିବା ସହ ଜଜ୍ ଭାରତୀୟ ବ୍ୟାଙ୍କଗୁଡ଼ିକୁ ଖୁବଶୀଘ୍ର ଋଣ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ମାଲ୍ୟାକୁ ଦେବାଳିଆ ଘୋଷଣା କରାଯିବା ପରେ ଏବେ ତାଙ୍କ ପାଖରୁ ଭାରତୀୟ ବ୍ୟାଙ୍କଗୁଡ଼ିକୁ ଋଣ ଟଙ୍କା ଆଦାୟ କରିବାକୁ ଅନୁମତି ମିଳିପାରିବ। ଆବେଦନକର୍ତ୍ତା ବ୍ୟାଙ୍କଗୁଡ଼ିକ ମଧ୍ୟରେ ୧୩ ଭାରତୀୟ ବ୍ୟାଙ୍କ ରହିଛି । ବ୍ୟାଙ୍କ ସହଜରେ ମାଲ୍ୟାଙ୍କ ବିଦେଶୀ ଆକାଉଣ୍ଟକୁ ଫ୍ରିଜ୍ କରିପାରିବ।

୬୫ ବର୍ଷୀୟ ବିଜୟ ମାଲ୍ୟ ବର୍ତ୍ତମାନ ବ୍ରିଟେନ୍‌ରେ ଜାମିନ୍‌ରେ ଅଛନ୍ତି। କୁହାଯାଉଛି ଯେ ଦେଶରେ ଆଶ୍ରୟ ପ୍ରସଙ୍ଗରେ ଥିବା ଗୋପନୀୟ ଆଇନଗତ ପ୍ରକ୍ରିୟାରେ ପ୍ରତ୍ୟର୍ପଣ ପ୍ରକ୍ରିୟା ସହ ଜଡିତ ପୃଥକ ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ସେ ଜାମିନରେ ରହିପାରନ୍ତି। ତାଙ୍କ ଓକିଲ ଫିଲିପ ମାର୍ଶଲ ଏହି ମାମଲାକୁ ସ୍ଥଗିତ ରଖିବା ସହ ନିର୍ଦ୍ଦେଶ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ତେବେ ଜଜ୍ ଏହି ଅନୁରୋଧକୁ ପ୍ରତ୍ୟାଖାନ କରିଛନ୍ତି।

କିଙ୍ଗ ଫିସର୍ ସମେତ ଅନ୍ୟ ବିଜନେସ୍ ପାଇଁ ୧୩ରୁ ଉର୍ଦ୍ଧ୍ୱ ବ୍ୟାଙ୍କ ଗୁଡିକରୁ ୯,୦୦୦ କୋଟି ଟଙ୍କାର ଋଣ ଆଣିଥିଲେ ମାଲ୍ୟା। କିନ୍ତୁ କମ୍ପାନୀ କ୍ଷତି ସହିବାରୁ ଋଣ ପରିଶୋଧ କରିବାକୁ ଫାଙ୍କିବା ସହ ବାକିଥିବା ଟ୍ୟାକ୍ସ ମଧ୍ୟ ଫାଙ୍କିଥିଲେ। ଫଳରେ ଦୀର୍ଘ ଦିନ ହେବ ଲଣ୍ଡନରେ ଶରଣାର୍ଥୀ ଭାବେ ରହିଆସୁଥିଲେ। ତାଙ୍କ ବିରୋଧରେ ଭାରତ ପକ୍ଷରୁ ଏକାଧିକ ମାମଲା ଦାଏର ହେବା ପରେ ଏହି ମାମଲା ଲଣ୍ଡନ କୋର୍ଟକୁ ହସ୍ତାନ୍ତର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story