୧୦ ଲକ୍ଷ ଟଙ୍କାର ମଦ ନେଇ ଯାଉଥିବା ଗାଡ଼ି ଓଲଟି ପଡ଼ିଲା, ତା’ ପରେ

ମଦୁରାଇ: ମଦ ନେଇ ଯାଉଥିବା ଗୋଟିଏ ଗାଡ଼ି ରାସ୍ତା ମଝିରେ ଓଲଟି ପଡ଼ିଛି। ଏହି ଗାଡ଼ିରେ ପ୍ରାୟ ୧୦ ଲକ୍ଷ ଟଙ୍କାର ମଦ ବୋତଲ ରହିଥିଲା। ତାମିଲନାଡୁର ମଦୁରାଇ ଅନ୍ତର୍ଗତ ଭିରାଗାନୁର ଅଞ୍ଚଳରେ ଏପରି ଘଟଣା ଘଟିଛି। ଜାତୀୟ ରାଜପଥରେ ମଦ ବୋଝେଇ ଗାଡ଼ିର ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହା ଓଲଟି ପଡ଼ିଛି। ତେବେ ଗାଡ଼ି ଓଲଟି ପଡ଼ିବା ପରେ ଘଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲୋକମାନେ ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଡ୍ରାଇଭରଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ […]

Liquor

Liquor

Hemant Lenka
  • Published: Wednesday, 11 May 2022
  • Updated: 11 May 2022, 08:04 PM IST

ମଦୁରାଇ: ମଦ ନେଇ ଯାଉଥିବା ଗୋଟିଏ ଗାଡ଼ି ରାସ୍ତା ମଝିରେ ଓଲଟି ପଡ଼ିଛି। ଏହି ଗାଡ଼ିରେ ପ୍ରାୟ ୧୦ ଲକ୍ଷ ଟଙ୍କାର ମଦ ବୋତଲ ରହିଥିଲା। ତାମିଲନାଡୁର ମଦୁରାଇ ଅନ୍ତର୍ଗତ ଭିରାଗାନୁର ଅଞ୍ଚଳରେ ଏପରି ଘଟଣା ଘଟିଛି। ଜାତୀୟ ରାଜପଥରେ ମଦ ବୋଝେଇ ଗାଡ଼ିର ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହା ଓଲଟି ପଡ଼ିଛି।

ତେବେ ଗାଡ଼ି ଓଲଟି ପଡ଼ିବା ପରେ ଘଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲୋକମାନେ ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଡ୍ରାଇଭରଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଗାଡ଼ିରେ ଥିବା ମଦ ବୋତଲ ବୋହିଛନ୍ତି। କିଛି ମଦ ବୋତଲ ତଳେ ପଡ଼ିବା ଯୋଗୁ ଭାଙ୍ଗି ଯାଇଥିଲା। ହେଲେ ଭାଙ୍ଗି ନଥିବା ବୋତଲଗୁଡ଼ିକୁ ଲୋକମାନେ ବୋହି ନେଇଛନ୍ତି। କେରଳର ମାନାଲୋର ଠାରେ ଥିବା ଗୋଟିଏ ଗୋଦାମରୁ ମଦ ଭର୍ତ୍ତି ବୋତଲଗୁଡ଼ିକୁ ପରିବହନ କରାଯାଉଥିଲା।

ପେଟିରେ ରହିଥିବା ମଦ ବୋତଲ ଗୁଡ଼ିକ ରାସ୍ତାରେ ଇତସ୍ତତ ଭାବେ ପଡ଼ିବାରୁ ସେହି ବାଟେ ଯାଉଥିବା ଲୋକମାନେ ଆଉ ନିଜକୁ ସମ୍ଭାଳି ପାରି ନଥିଲେ। ସେମାନେ ରାସ୍ତା ମଝିରେ ଗାଡ଼ି ରଖି ମଦ ବୋତଲ ବୋହିବାରେ ଲାଗି ପଡ଼ିଥିଲେ। ଏଥିଯୋଗୁ ବେଶ କିଛି ସମୟ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଉପୁଜିଥିଲା।

ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ମଦ ବୋହି ନେଇ ଯାଉଥିବା ବେଳର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୀର୍ଘ ସମୟ ଧରି ଲୋକମାନେ ନିଜ ଇଚ୍ଛାରେ ମଦ ବୋତଲ ବୋହି ନେବା ପରେ ପୁଲି ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ତେବେ ଗାଡ଼ିରେ ଥିବା ଡ୍ରାଇଭରଙ୍କ ଅବସ୍ଥା କେମିତି ଅଛି, ସେକଥା ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story