ଶୌଚାଳୟ ଭିତରେ ଖାଦ୍ୟ ଖାଇଲେ ଖେଳାଳି, କ୍ରୀଡା ଅଧିକାରୀ ନିଲମ୍ବିତ

ଲକ୍ଷ୍ନୌ: ଖେଳାଳିଙ୍କୁ ଅପମାନ। ଷ୍ଟାଡିୟମ୍‌ର ଶୌଚାଳୟ ଭିତରେ ପରସାଗଲା ଖାଦ୍ୟ। ଉତ୍ତରପ୍ରଦେଶର ସାହାରନପୁରର ଡକ୍ଟର ଭୀମରାଓ ଆମ୍ବେଦକର ଷ୍ଟାଡିୟମରେ ଟାଏଲେଟ୍‌ ଭିତରେ ଖାଦ୍ୟ ଖାଇବାକୁ କବାଡି ଖେଳାଳିଙ୍କୁ ବାଧ୍ୟ କରାଯାଇଛି। ଏଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।  ଭିଡିଓ ଭାଇରାଲ ହେବା ପରେ କ୍ରୀଡା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବା ପାଇଁ ଜିଲ୍ଲା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ମୁତାବକ, ଏହି ଭିଡିଓଟି ତିନି ଦିନ ପୂର୍ବର। ସାହାରନପୁରର […]

kabaddi-players LUNCH in-toilet

kabaddi-players LUNCH in-toilet

Madhupriya Mistry
  • Published: Tuesday, 20 September 2022
  • Updated: 20 September 2022, 11:21 AM IST

ଲକ୍ଷ୍ନୌ: ଖେଳାଳିଙ୍କୁ ଅପମାନ। ଷ୍ଟାଡିୟମ୍‌ର ଶୌଚାଳୟ ଭିତରେ ପରସାଗଲା ଖାଦ୍ୟ। ଉତ୍ତରପ୍ରଦେଶର ସାହାରନପୁରର ଡକ୍ଟର ଭୀମରାଓ ଆମ୍ବେଦକର ଷ୍ଟାଡିୟମରେ ଟାଏଲେଟ୍‌ ଭିତରେ ଖାଦ୍ୟ ଖାଇବାକୁ କବାଡି ଖେଳାଳିଙ୍କୁ ବାଧ୍ୟ କରାଯାଇଛି। ଏଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।  ଭିଡିଓ ଭାଇରାଲ ହେବା ପରେ କ୍ରୀଡା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବା ପାଇଁ ଜିଲ୍ଲା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

VIDEO: Lunch Given To Kabaddi Players In The Toilet Of The Stadium In Saharanpur - VIDEO: सहारनपुर में कबड्‌डी खिलाड़ियों को स्टेडियम के टॉयलेट में दिया गया लंच | India In Hindi

ସୂଚନା ମୁତାବକ, ଏହି ଭିଡିଓଟି ତିନି ଦିନ ପୂର୍ବର। ସାହାରନପୁରର ଡକ୍ଟର ଭୀମରାଓ ଷ୍ଟାଡିୟମରେ ସବ୍ ଜୁନିଅର (ବାଳିକା) କବାଡି ପ୍ରତିଯୋଗିତାର ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ତିନି ଦିନ ଧରି ଚାଲିଥିବା ଅଣ୍ଡର-୧୭ରାଜ୍ୟ ସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟରେ ୧୭ଟି ଟିମ୍‌ରୁ ୩୦୦ରୁ ଅଧିକ ଖେଳାଳି ଭାଗ ନେଇଥିଲେ। ତେବେ ଏହି ଖେଳାଳିମାନଙ୍କ ପାଇଁ ଟାଏଲେଟ୍‌ ଭିତରେ ଖାଦ୍ୟ ରୋଷେଇ କରାଯାଇଥିଲା। କେବଳ ସେତିକି ନୁହେଁ ଶୌଚାଳୟ ଭିତରେ ହିଁ ଏମାନଙ୍କୁ ଖାଇବା ପାଇଁ ବାଧ୍ୟ କରାଯାଇଥିଲା।

https://twitter.com/ndtvindia/status/1572066734592622593?s=20&t=wS58KRkDG6FP5y9u4g8MaA

ଖେଳାଳିମାନଙ୍କୁ ଦିଆଯାଇଥିବା ଖାଦ୍ୟର ଗୁଣବତ୍ତା ମଧ୍ୟ ଭଲ ନଥିଲା। ଡାଲି, ପନିପରିବା, ଚାଉଳ ଆଦି କଞ୍ଚା ଥିଲା। ଏହି ଘଟଣା ଭିଡିଓ ଭାଇରାଲ ହେବା ପରେ ଚାରିଆଡେ ଏହାକୁ ନେଇ ତୀବ୍ର ବିରୋଧ କରାଯାଇଛି। ଏହି ଘଟଣା ଏବେ ଲକ୍ଷ୍ନୌ ଯାଏଁ ପହଞ୍ଚିଛି। ତଦନ୍ତ ପାଇଁ ଏକ ଟିମ୍ ମଧ୍ୟ ଗଠନ କରାଯାଇଛି।

ସେପଟେ ନିଲମ୍ବିତ ହୋଇଥିବା କ୍ରୀଡା ଅଧିକାରୀ ଅନିମେସ ସକ୍‌ସେନା କହିଛନ୍ତି, 'ଖାଦ୍ୟ ପ୍ରସ୍ତୁତ ହେବା ପରେ ଭାତ ନଷ୍ଟ ହୋଇଯାଇଥିଲା। ତେଣୁ ଆଉଥରେ ଭାତ ତିଆରି କରାଯାଇଥିଲା। ଷ୍ଟାଡିୟମରେ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି କାରଣରୁ ଏଠାରେ କୌଣସି ସ୍ଥାନ ନଥିଲା। ଖୋଲା ସ୍ଥାନରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା। ବର୍ଷା ହେତୁ ଖାଦ୍ୟ ଶୌଚାଳୟରେ ରଖାଯାଇଥିଲା। ଚାଉଳ ମଧ୍ୟ ଖରାପ ଗୁଣରେ ପହଞ୍ଚିଥିଲା। ଯାହାକୁ ପରେ ଫେରସ୍ତ କରାଯାଇଥିଲା।'

ସେପଟେ ଏହି ଘଟଣାର ଯାଞ୍ଚ ପାଇଁ ଜିଲ୍ଲାଅଧିକାରୀ ସାହାରନପୁର ଅଖିଲେଶ ସିଂହ, ଏଡିଏମ ଫାଇନାନ୍ସ ଏବଂ ରେଭିନ୍ୟୁ ରଜନୀଶ କୁମାର ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story