ଏହି ରାଜ୍ୟରେ ଶସ୍ତା ହେଲା ପେଟ୍ରୋଲ-ଡିଜେଲ୍ ଦର

କୋଲକାତା: ଦିନକୁ ଦିନ ହୁ ହୁ ବଢ଼ି ଚାଲିଛି ପେଟ୍ରୋଲ-ଡିଜେଲ୍ ଦର। ଲଗାତର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇ ଦେଇଥିବା ବେଳେ ପଶ୍ଚିମବଙ୍ଗର ମମତା ସରକାର ଜନସାଧାରଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି। ପଶ୍ଚିମବଙ୍ଗ ସରକାର ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଫଳରେ ଆଜି ମଧ୍ୟରାତିରୁ ସରକାର ପେଟ୍ରୋଲ-ଡିଜେଲ୍ ଦର ୧ ଟଙ୍କା ହ୍ରାସ କରିଛନ୍ତି। ପଶ୍ଚିମବଙ୍ଗର ଅର୍ଥ ମନ୍ତ୍ରୀ ଅମିତ୍ ମିତ୍ର ରବିବାର ଏହି […]

petrol-and-diesel

petrol-and-diesel

Ranjit Kumar Jena
  • Published: Sunday, 21 February 2021
  • Updated: 21 February 2021, 08:04 PM IST

Sports

Latest News

କୋଲକାତା: ଦିନକୁ ଦିନ ହୁ ହୁ ବଢ଼ି ଚାଲିଛି ପେଟ୍ରୋଲ-ଡିଜେଲ୍ ଦର। ଲଗାତର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇ ଦେଇଥିବା ବେଳେ ପଶ୍ଚିମବଙ୍ଗର ମମତା ସରକାର ଜନସାଧାରଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି। ପଶ୍ଚିମବଙ୍ଗ ସରକାର ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ଫଳରେ ଆଜି ମଧ୍ୟରାତିରୁ ସରକାର ପେଟ୍ରୋଲ-ଡିଜେଲ୍ ଦର ୧ ଟଙ୍କା ହ୍ରାସ କରିଛନ୍ତି।

ପଶ୍ଚିମବଙ୍ଗର ଅର୍ଥ ମନ୍ତ୍ରୀ ଅମିତ୍ ମିତ୍ର ରବିବାର ଏହି ସୂଚନା ଦେଇଛନ୍ତି। ରାଜ୍ୟର ରାଜଧାନୀ କୋଲକାତାରେ ରବିବାର ପେଟ୍ରୋଲ ଦର ଲିଟର୍ ପିଛା ୯୧.୭୮ ଟଙ୍କା ରହିଥିଲା। ସେହିପରି ଡିଜେଲ୍ ଦର ଲିଟର ପିଛା ୮୪.୫୬ ଟଙ୍କା ଥିଲା। ରାଜଧାନୀ ଦିଲ୍ଲୀରେ ରବିବାର ପେଟ୍ରୋଲ୍ ଦର ଲିଟର ପିଛା ୯୦.୫୮ ଟଙ୍କାରେ ବିକ୍ରି ହୋଇଛି। ଯେହେତୁ ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ତେଣୁ ଏହାକୁ ଆଖି ଆଗରେ ରଖି ମମତା ସରକାର ପେଟ୍ରୋଲ ଓ ଡିଜେଲ ଦର ଟଙ୍କାଏ ଲେଖାଏ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଏହା ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ଗତ ସୋମବାର ମମତା କହିଥିଲେ, କେନ୍ଦ୍ର ସରକାର ନିର୍ବାଚନର କିଛି ଦିନ ପୂର୍ବରୁ ଦର କମ୍ କରିବେ। କେନ୍ଦ୍ର ସରକାର ପ୍ରତିଦିନ ଏଲପିଜି ଓ ଡିଜେଲ୍ ଦର ବଢ଼ାଉଛନ୍ତି, ଯାହା ଚିନ୍ତାଜନକ।

ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଓ ଡିଜେଲ୍ ଦର ଶତକ ଛୁଇଁ ସାରିଲାଣି। ବିରୋଧୀ ଦଳ ଓ ସାଧାରଣ ଲୋକ ଲଗାତର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। କିନ୍ତୁ ଦର କମିବା ବଦଳରେ ଦିନକୁ ଦିନ ଅଧିକ ବଢ଼ିବାରେ ଲାଗିଛି। ଫେବୃଆରୀରେ ପେଟ୍ରୋଲ ଦର ଲିଟର୍ ପିଛା ୪.୨୯ ଟଙ୍କା ଏବଂ ଡିଜେଲ୍ ଦର ଲିଟର ପିଛା ୪.୩୧ ଟଙ୍କା ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story