ଟିକାର ବୁଷ୍ଟର ଡୋଜ୍‌କୁ ହୁ’ର ବିରୋଧ, ଜାଣନ୍ତୁ କାରଣ

ୱାଶିଂଟନ: ମହାମାରୀ କରୋନାର ଡେଲ୍ଟା ଭାରିଏଣ୍ଟ ସମଗ୍ର ବିଶ୍ୱରେ ବ୍ୟାପୁଥିବାରୁ ଏହା ବିରୋଧରେ ଟିକାର ବୁଷ୍ଟର ବା ଥାର୍ଡ ଡୋଜ୍‌ ଲୋକଙ୍କୁ ଦେବାକୁ ଏକାଧିକ ଦେଶ ଚିନ୍ତା କରୁଛନ୍ତି। ତେବେ ବୁଷ୍ଟର ଡୋଜ୍‌ ବିରୋଧରେ ମତ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)। ଅତି କମରେ ସେପ୍ଟମ୍ବର ଶେଷ ଯାଏ ବୁଷ୍ଟର ଡୋଜ୍‌ ଉପରେ ସମସ୍ତ ରୋକ ଲଗାନ୍ତୁ ବୋଲି ହୁ’ର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରିୟସ ଆଜି କହିଛନ୍ତି। ଏହି ପ୍ରୟାସ ଦ୍ୱାରା ପ୍ରତି ଦେଶରେ ଅତି […]

Vaccine

Vaccine

Hemant Lenka
  • Published: Wednesday, 04 August 2021
  • Updated: 05 August 2021, 11:12 AM IST

Sports

Latest News

ୱାଶିଂଟନ: ମହାମାରୀ କରୋନାର ଡେଲ୍ଟା ଭାରିଏଣ୍ଟ ସମଗ୍ର ବିଶ୍ୱରେ ବ୍ୟାପୁଥିବାରୁ ଏହା ବିରୋଧରେ ଟିକାର ବୁଷ୍ଟର ବା ଥାର୍ଡ ଡୋଜ୍‌ ଲୋକଙ୍କୁ ଦେବାକୁ ଏକାଧିକ ଦେଶ ଚିନ୍ତା କରୁଛନ୍ତି। ତେବେ ବୁଷ୍ଟର ଡୋଜ୍‌ ବିରୋଧରେ ମତ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)। ଅତି କମରେ ସେପ୍ଟମ୍ବର ଶେଷ ଯାଏ ବୁଷ୍ଟର ଡୋଜ୍‌ ଉପରେ ସମସ୍ତ ରୋକ ଲଗାନ୍ତୁ ବୋଲି ହୁ’ର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରିୟସ ଆଜି କହିଛନ୍ତି।

ଏହି ପ୍ରୟାସ ଦ୍ୱାରା ପ୍ରତି ଦେଶରେ ଅତି କମରେ ୧୦% ଲୋକଙ୍କ ଟିକାକରଣ ହୋଇପାରିବ ବୋଲି ସେ କହିଛନ୍ତି। ପୂର୍ବରୁ ମଧ୍ୟ ଜାତିସଂଘ ଏଜେନ୍ସି ବୁଷ୍ଟର ଡୋଜ୍ ବ୍ୟବହାର ନ କରିବାକୁ କହି ଆସିଛି। ତଥାପି ଧନୀ ଓ ଗିରବ ଦେଶ ଗୁଡ଼ିକ ମଧ୍ୟରେ ଟିକାକରଣ ହାର ବଢ଼ିବାରେ ଲାଗିଛି।

ଟେଡ୍ରୋସ କହିଛନ୍ତି, “ମୁଁ ବୁଝି ପାରୁଛି ପ୍ରତିଟି ଦେଶ ସେମାନଙ୍କ ନାଗରିକଙ୍କ ସୁରକ୍ଷା ପାଇଁ ଚିନ୍ତିତ। ସେମାନେ ନିଜର ନାଗରିକଙ୍କୁ ଡେଲ୍ଟା ଭାରିଏଣ୍ଟରୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି। କିନ୍ତୁ ବିଶ୍ୱ ଟିକା ସପ୍ଲାଏର ଅଧିକାଂଶ ଡୋଜ୍‌ ବ୍ୟବହାର କରି ସାରିଥିବା ଦେଶଗୁଡ଼ିକ ପୁଣି ଏହାର ଅତିରିକ୍ତ ଡୋଜ୍‌ ବ୍ୟବହାର କରନ୍ତୁ ବୋଲି ଆମେ କେବେ ହେଲେ ଗ୍ରହଣ କରିପାରିବୁ ନାହିଁ।

ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ମେ’ ମାସରେ ପ୍ରତି ୧୦୦ ଲୋକରେ ୫୦ ଡୋଜ୍‌ ଟିକାର ବ୍ୟବହାର କରିଥିଲେ। ସେବେଠାରୁ ଏହି ସଂଖ୍ୟା ଦୁଇ ଗୁଣିତ ହୋଇଥିଲା। କିନ୍ତୁ ଗରିବ ଦେଶଗୁଡ଼ିକ ପ୍ରତି ୧୦୦ ଲୋକରେ କେବଳ ୧.୫ ଡୋଜ୍‌ ଟିକା ବ୍ୟବହାର କରିଛନ୍ତି। ସପ୍ଲାଏରେ ବାଧା ଉପୁଜିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଆମକୁ ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ପାଖକୁ ଯାଉଥିବା ଟିକାକୁ ଅଧିକାଂଶରେ ଗିରବ ରାଷ୍ଟ୍ରଗୁଡ଼ିକ ପାଖକୁ ପଠାଇବାକୁ ପଡ଼ିବ। ଏହା ଜରୁରୀ କାଳୀନ ଭିତ୍ତିରେ ହେବା ଦରକାର। ତେଣୁ ସେପ୍ଟେମ୍ବର ଶେଷ ସୁଦ୍ଧା ବୁଷ୍ଟର ଡୋଜ୍‌ ଉପରେ ରୋକ ଲଗାଇବାକୁ ପଡ଼ିବ।”

ସୋମବାର ଜର୍ମାନୀ କହିଥିଲା ଯେ ସେପ୍ଟେମ୍ବରରୁ ସଂକ୍ରମଣ ଭୟ ଥିବା ବର୍ଗଙ୍କୁ ବୁଷ୍ଟର ଡୋଜ୍‌ ଦେବାକୁ ବ୍ୟବସ୍ଥା କରାଯିବ। ୟୁଏଇ ମଧ୍ୟ ଦୁଇଟି ଯାକ ଡୋଜ୍‌ ନେବା ପରେ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ଥିବା ଲୋକଙ୍କୁ ତୃତୀୟ ଡୋଜ୍‌ ଦେବାକୁ ନିଷ୍ପତ୍ତି ନେଇଛି। ଗତ ସପ୍ତାହରେ ଇସ୍ରାଏଲ ରାଷ୍ଟ୍ରପତି ଇସାକ ହେରଜୋଗ ଟିକାର ତୃତୀୟ ଡୋଜ୍‌ ନେଇଥିଲେ।

ଏଥିସହ ଦେଶରେ ବିଧିବଦ୍ଧ ଭାବେ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ବୁଷ୍ଟ ଡୋଜ୍‌ ଯୋଜନାର ଶୁଭାରମ୍ଭ କରିଥିଲେ। ଜୁଲାଇ ମାସରେ ଆମେରିକା ଫାଇଜର ଆଇଏସି ଓ ଏହାର ଜର୍ମାନ ପାର୍ଟନର ବାୟୋନଟେକ ସହ ଅତିରିକ୍ତ ୨୦୦ ମିଲିୟନ ଡୋଜ୍‌ ପାଇଁ ଚୁକ୍ତି କରିଛି। ଏହାକୁ ଦେଶ ବୁଷ୍ଟର ଡୋଜ୍‌ ଭାବେ ଲୋକଙ୍କୁ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story