ଭାରତରେ କରୋନାର XE ଭାରିଏଣ୍ଟ, ଗୁଜରାଟରୁ ଚିହ୍ନଟ ହେଲେ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ ପଶିଲା କରୋନାର ନୂଆ ଭାରିଏଣ୍ଟ। ଗୁଜରାଟରୁ ଚିହ୍ନଟ ହେଲା ସବୁଠୁ ସଂକ୍ରାମକ ଭାରିଏଣ୍ଟ ଏକ୍ସଇ। ଗୁଜରାଟରେ ଜଣେ ବ୍ୟକ୍ତି ଓମିକ୍ରନ୍‌ ଭାରିଏଣ୍ଟର ଏକ୍ସଇ ସବ୍-ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂତ୍ର ଅନୁଯାୟୀ, ଏଠାରେ ଏକ୍ସଏମ ଭାରିଏଣ୍ଟର ଏକ ମାମଲା ମଧ୍ୟ ଚିହ୍ନଟ ହୋଇଛି। ଏହାପୂର୍ବରୁ ଗୁରୁବାର ଦିନ ମୁମ୍ବାଇରେ ଏକ୍ସଏମ ଭାରିଆଣ୍ଟର ଏକ ମାମଲା ରୁଜୁ ହୋଇଥିଲା। ତେବେ ଏହାକୁ କିନ୍ତୁ କେନ୍ଦ୍ର ସରକାର ଖଣ୍ଡନ କରିଥିଲେ। […]

Corona

Corona

Madhupriya Mistry
  • Published: Saturday, 09 April 2022
  • Updated: 09 April 2022, 10:37 AM IST

ନୂଆଦିଲ୍ଲୀ: ଭାରତରେ ପଶିଲା କରୋନାର ନୂଆ ଭାରିଏଣ୍ଟ। ଗୁଜରାଟରୁ ଚିହ୍ନଟ ହେଲା ସବୁଠୁ ସଂକ୍ରାମକ ଭାରିଏଣ୍ଟ ଏକ୍ସଇ। ଗୁଜରାଟରେ ଜଣେ ବ୍ୟକ୍ତି ଓମିକ୍ରନ୍‌ ଭାରିଏଣ୍ଟର ଏକ୍ସଇ ସବ୍-ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂତ୍ର ଅନୁଯାୟୀ, ଏଠାରେ ଏକ୍ସଏମ ଭାରିଏଣ୍ଟର ଏକ ମାମଲା ମଧ୍ୟ ଚିହ୍ନଟ ହୋଇଛି। ଏହାପୂର୍ବରୁ ଗୁରୁବାର ଦିନ ମୁମ୍ବାଇରେ ଏକ୍ସଏମ ଭାରିଆଣ୍ଟର ଏକ ମାମଲା ରୁଜୁ ହୋଇଥିଲା। ତେବେ ଏହାକୁ କିନ୍ତୁ କେନ୍ଦ୍ର ସରକାର ଖଣ୍ଡନ କରିଥିଲେ। ବର୍ତ୍ତମାନ ଯାଏ ଏହି ନୂଆଳ ଭାରିଏଣ୍ଟର କୌଣସି ପ୍ରମାଣ ମିଳିନାହିଁ ବୋଲି କହିଥିଲେ।

ଗୁଜୁରାଟରେ ଏକ୍ସଇ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ଏହି ବ୍ୟକ୍ତି ଜଣକ ମାର୍ଚ୍ଚ ୧୩ରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ମାତ୍ର ଗୋଟିଏ ସପ୍ତାହ ଯାଏଁ ତାଙ୍କ ଅବସ୍ଥା ଭଲ ଥିଲା। କିନ୍ତୁ ଯେତେବେଳେ ନମୂନା ଟେଷ୍ଟର ରେଜଲ୍ଟ ଆସିଥିଲା ସେତେବେଳେ ସେ XE ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ତେବେ ଉକ୍ତ ବ୍ୟକ୍ତିଙ୍କ କୌଣସି ଗୁରୁତର ଲକ୍ଷଣ ନାହିଁ। ଏଥିପାଇଁ ଅଯଥା ଭୟଭୀତ ନହେବାକୁ ସରକାର ପରାମର୍ଶ ଦେଇଛନ୍ତି।

ଓମିକ୍ରନ୍‌ର BA.2 ଭାରିଏଣ୍ଟ ଅପେକ୍ଷା XE ୧୦% ଅଧିକ ସଂକ୍ରାମକ। ଯାହା ଏବେ ଚିନ୍ତାର ବିଷୟ। ତେବେ ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ଭାରିଏଣ୍ଟ ଯୋଗୁଁ ଦେଶରେ ସଂକ୍ରମଣ ମାମଲା ବଢ଼ୁଥିବା ନେଇ କୁହାଯାଇପାରିବ ନାହିଁ। ଏଥିପାଇଁ ଆହୁରି ଅଧ୍ୟୟନ ଆବଶ୍ୟକ। ଜିନୋମିକ୍ ବିଶେଷଜ୍ଞ ଏବଂ ଏନସିଡିସି ବର୍ତ୍ତମାନ ଏହାର ମୂଲ୍ୟାଙ୍କନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story