ଭାରତୀୟ ଯବାନଙ୍କ ମୁଣ୍ଡକାଟ ଘଟଣାର କଡ଼ା ଜବାବ ଦେଲା ଭାରତ

ଜମ୍ମୁ: ସୀମାରେ ଭାରତୀୟ ଯବାନଙ୍କ ମୁଣ୍ଡ କାଟ ଘଟଣା ପରେ ଭାରତୀୟ ସେନା ତରଫରୁ କଡ଼ା ଜବାବ ଦିଆଯାଇଛି। ଗତକାଲି ରାତିରେ ନିୟନ୍ତ୍ରଣ ରେଖା ନିକଟରୁ ଭାରତୀୟ ସେନା ପକ୍ଷରୁ ପ୍ରବଳ ଗୁଳିଗୋଳା ବର୍ଷଣ କରାଯାଇଛି। ଏଥିରେ ୩ ପାକିସ୍ତାନ ସେନା କର୍ମଚାରୀଙ୍କ ସମେତ ୧୨ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ଭାରତୀୟ ସେନା ଗତକାଲି ପାକ୍‌ ଅଧିକୃତ କାଶ୍ମୀରର ଦୁଧନିଆଲ ସେକ୍ଟରରେ ଗୁଳି ବର୍ଷଣ କରିଥିଲା। ଦୁଇଦିନ ପୂର୍ବରୁ ପାକିସ୍ତାନୀ ସେନା ୩ ଭାରତୀୟ ସୈନିକଙ୍କୁ  […]

indian-army

indian-army

Rakesh Mallick
  • Published: Thursday, 24 November 2016
  • Updated: 24 November 2016, 02:12 PM IST

Sports

Latest News

ଜମ୍ମୁ: ସୀମାରେ ଭାରତୀୟ ଯବାନଙ୍କ ମୁଣ୍ଡ କାଟ ଘଟଣା ପରେ ଭାରତୀୟ ସେନା ତରଫରୁ କଡ଼ା ଜବାବ ଦିଆଯାଇଛି। ଗତକାଲି ରାତିରେ ନିୟନ୍ତ୍ରଣ ରେଖା ନିକଟରୁ ଭାରତୀୟ ସେନା ପକ୍ଷରୁ ପ୍ରବଳ ଗୁଳିଗୋଳା ବର୍ଷଣ କରାଯାଇଛି। ଏଥିରେ ୩ ପାକିସ୍ତାନ ସେନା କର୍ମଚାରୀଙ୍କ ସମେତ ୧୨ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି।

ଭାରତୀୟ ସେନା ଗତକାଲି ପାକ୍‌ ଅଧିକୃତ କାଶ୍ମୀରର ଦୁଧନିଆଲ ସେକ୍ଟରରେ ଗୁଳି ବର୍ଷଣ କରିଥିଲା। ଦୁଇଦିନ ପୂର୍ବରୁ ପାକିସ୍ତାନୀ ସେନା ୩ ଭାରତୀୟ ସୈନିକଙ୍କୁ  ହତ୍ୟା କରିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ସୈନିକଙ୍କ ମୃତ ଦେହକୁ ଅତି ଅମାନବୀୟ ଭାବେ ଖଣ୍ଡ ବିଖଣ୍ଡିତ କରିଥିଲେ। ଏହି ଘଟଣାର ଦୃଢ଼ ଜବାବ ଦିଆଯିବ ବୋଲି ଭାରତ ପକ୍ଷରୁ ପୂର୍ବରୁ ଚେତାବନୀ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story