କରୋନା: ଇରାନ୍‌ରେ ଗଲା ଭାରତୀୟଙ୍କ ଜୀବନ

ତେହରାନ୍‌: ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଜଣେ ଭାରତୀୟ ନାଗରିକଙ୍କର ଇରାନ୍‌ରେ ପ୍ରାଣ ହରାଇଛନ୍ତି। ଇରାନ୍‌ରେ ୨୫୫ ଭାରତୀୟ କରୋନା ଆକ୍ରାନ୍ତ ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମାର୍ଚ ୧୮ ସୁଦ୍ଧା ଭାରତୀୟ ବାୟୁସେନା ଏବଂ ଇରାନ୍‌ ଏୟାରଲାଇନ୍‌ ସହାୟତାରେ ଇରାନ୍‌ରୁ ଭାରତକୁ ୫୯୦ ଭାରତୀୟଙ୍କୁ ଅଣାଯାଇଛି। ଜଣେ ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, “ଇରାନ୍‌ରେ ବର୍ତ୍ତମାନ ସ୍ଥିତି ସଙ୍ଗିନ ରହିଛି। ସେଠାରୁ ୫୯୦ଜଣଙ୍କୁ ଉଦ୍ଧାର କରାଯାଇଛି। ଆକ୍ରାନ୍ତ ଭାରତୀୟଙ୍କୁ ସେଠାକାର […]

Iran

Iran

Subrat Kumar Nayak
  • Published: Thursday, 19 March 2020
  • Updated: 19 March 2020, 09:48 PM IST

ତେହରାନ୍‌: ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ଜଣେ ଭାରତୀୟ ନାଗରିକଙ୍କର ଇରାନ୍‌ରେ ପ୍ରାଣ ହରାଇଛନ୍ତି। ଇରାନ୍‌ରେ ୨୫୫ ଭାରତୀୟ କରୋନା ଆକ୍ରାନ୍ତ ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ମାର୍ଚ ୧୮ ସୁଦ୍ଧା ଭାରତୀୟ ବାୟୁସେନା ଏବଂ ଇରାନ୍‌ ଏୟାରଲାଇନ୍‌ ସହାୟତାରେ ଇରାନ୍‌ରୁ ଭାରତକୁ ୫୯୦ ଭାରତୀୟଙ୍କୁ ଅଣାଯାଇଛି।

ଜଣେ ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, “ଇରାନ୍‌ରେ ବର୍ତ୍ତମାନ ସ୍ଥିତି ସଙ୍ଗିନ ରହିଛି। ସେଠାରୁ ୫୯୦ଜଣଙ୍କୁ ଉଦ୍ଧାର କରାଯାଇଛି। ଆକ୍ରାନ୍ତ ଭାରତୀୟଙ୍କୁ ସେଠାକାର ସରକାର ଯତ୍ନ ନେଉଛନ୍ତି। ଆମେ ବିଶ୍ୱାସ କରୁଛୁ ସେମାନେ ଠିକ୍‌ ହୋଇଯିବେ ଏବଂ ସେମାନଙ୍କୁ ଆମେ ଉଦ୍ଧାର କରିଆଣିବୁ।” ବୁଧବାର ୨୦୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଇରାନ୍‌ରେ ଏବେବି କିଛି ଭାରତୀୟ ତୀର୍ଥଯାତ୍ରୀ ଏବଂ ଛାତ୍ରଛାତ୍ରୀ ଅଛନ୍ତି। ଏହାପୂର୍ବରୁ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍‌ କହିଥିଲେ, ଲଦାଖ, ଜମ୍ମୁ-କଶ୍ମୀର, ମହାରାଷ୍ଟ୍ର ଏବଂ ଅନ୍ୟ କିଛି ରାଜ୍ୟରୁ ୧୧୦୦ ତୀର୍ଥଯାତ୍ରୀ ଇରାନ୍‌ରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story