ଆଫ୍ରିଦିଙ୍କୁ କରୋନା, ସହାୟତାର ପ୍ରସ୍ତାବ ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ  

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି କରୋନାରେ ସଂକ୍ରମିତ ହୋଇଛନ୍ତି।  ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ଖୋଦ ଆଫ୍ରିଦି ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଗୁରୁବାରଠାରୁ ମୁଁ ଅସୁସ୍ଥତା ଅନୁଭବ କରିଥିଲି। ମୋର ପୂରା ଶରୀରରେ ଜୀବନ ନଥିବା ଭଳି ମନେ ହେଉଥିଲା। ଶେଷରେ ମୁଁ କୋଭିଡ ଟେଷ୍ଟ କରିଥିଲି। ଦୁର୍ଭାଗ୍ୟଶତଃ ମୋ ରିପୋର୍ଟ ପଜିଟିଭ ଆସିଛି। ଦ୍ରୁତ ଆରୋଗ୍ୟ ପାଇଁ ପ୍ରାର୍ଥନା ଦରକାର।” I’ve been feeling […]

7690

7690

Tapas Behera
  • Published: Saturday, 13 June 2020
  • Updated: 13 June 2020, 07:13 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି କରୋନାରେ ସଂକ୍ରମିତ ହୋଇଛନ୍ତି।  ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ଖୋଦ ଆଫ୍ରିଦି ଟ୍ୱିଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଗୁରୁବାରଠାରୁ ମୁଁ ଅସୁସ୍ଥତା ଅନୁଭବ କରିଥିଲି। ମୋର ପୂରା ଶରୀରରେ ଜୀବନ ନଥିବା ଭଳି ମନେ ହେଉଥିଲା। ଶେଷରେ ମୁଁ କୋଭିଡ ଟେଷ୍ଟ କରିଥିଲି। ଦୁର୍ଭାଗ୍ୟଶତଃ ମୋ ରିପୋର୍ଟ ପଜିଟିଭ ଆସିଛି। ଦ୍ରୁତ ଆରୋଗ୍ୟ ପାଇଁ ପ୍ରାର୍ଥନା ଦରକାର।”

https://twitter.com/SAfridiOfficial/status/1271720209657630720?s=20

ଆଫ୍ରିଦଙ୍କ ଏହି ଟ୍ୱିଟ୍‌ ଉପରେ ଭାରତର କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରତିକ୍ରୀୟା ରଖିଛନ୍ତି। ସେ ଲେଖିଛନ୍ତି ଯେ, ପାକିସ୍ତାନର ଥିବା ସବୁ ହସପିଟାଲ ବିଷୟରେ ମୋତେ ଜଣା ଅଛି । ଯଦି କୋଭିଡ୍‌-୧୯ରୁ ବଞ୍ଚିବା ପାଇଁ ଚାହୁଁଛ ତେବେ ମୋଦିଙ୍କ ସାହାରା ନିଅନ୍ତୁ ବୋଲି ପ୍ରତାପ କହିଛନ୍ତି।

https://twitter.com/pcsarangi/status/1271771431190147072?s=20

ତେବେ ପ୍ରତାପଙ୍କ ଏହି ପ୍ରସ୍ତାବ ଉପରେ ଅରବିନ୍ଦ ତ୍ରିପାଠୀ ନାମକ ଜଣେ ୟୁଜର କହିଛନ୍ତି ଯେ, ଜୟ ହୋ, ସାର ତାଙ୍କୁ କାହିଁକି ଆମେ ସହୟତା ଦେବା ? ମୋଦିଙ୍କ ପ୍ରତି ପାକିସ୍ତାନରେ ଘୃଣାର ବୀଜ ବହୁଛି। ଏହାର ପ୍ରତିଉତ୍ତରରେ ପ୍ରତାପ ପୁଣି ସକାରାତ୍ମକ ଉତ୍ତର ରଖିଛନ୍ତି।

https://twitter.com/pcsarangi/status/1271775848773767170?s=20

ଅନ୍ୟପଟେ ଆଫ୍ରିଦିଙ୍କ  ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି। କରୋନା ସଂକ୍ରମଣ ମଧ୍ୟରେ ଆଫ୍ରିଦି ‘ଶାହିଦ ଆଫ୍ରିଦି ଫାଉଣ୍ଡେସନ’ ନାଁରେ ଅନାକ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଉଥିଲେ। ସମ୍ଭବତଃ ଏହି ସମୟରେ ସେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story