୧୫ ଯୋଡା ଟ୍ରେନ ଟିକେଟ ବୁକିଂ ପଦ୍ଧତିରେ ସଂଶୋଧନ

ନୂଆଦିଲ୍ଲୀ: ମେ’ ୧୨ରୁ ଆରମ୍ଭ ହୋଇଥିବା ୧୫ ଯୋଡା ସ୍ଵତନ୍ତ୍ର ଟ୍ରେନ ଗୁଡିକର ବୁକିଂ ନିୟମାବଳୀରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ। ଏହିସବୁ ଟ୍ରେନ ପାଇଁ ଆଗୁଆ ସଂରକ୍ଷଣ ଅବଧି ୭ ରୁ ୩୦ ଦିନକୁ ବୃଦ୍ଧି କରିଛି ରେଳ ବିଭାଗ। ଏହିସବୁ ଟ୍ରେନ ଗୁଡିକରେ କୌଣସି ତତ୍କାଳ ବୁକିଂ ହୋଇପାରିବ ନାହିଁ। ଆରଏସି ଓ ୱେଟିଙ୍ଗ ଲିଷ୍ଟ୍ ଟିକଟେ ଆବଶ୍ୟକ ନିୟମାନୁସାରେ ହେବ । ତେବେ ୱେଟିଙ୍ଗ ଲିଷ୍ଟରେ ଥିବା ଯାତ୍ରୀମାନେ ଟ୍ରେନରେ […]

train

train

Subhransu Sekhar
  • Published: Friday, 22 May 2020
  • Updated: 22 May 2020, 09:17 PM IST

Sports

Latest News

ନୂଆଦିଲ୍ଲୀ: ମେ’ ୧୨ରୁ ଆରମ୍ଭ ହୋଇଥିବା ୧୫ ଯୋଡା ସ୍ଵତନ୍ତ୍ର ଟ୍ରେନ ଗୁଡିକର ବୁକିଂ ନିୟମାବଳୀରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ। ଏହିସବୁ ଟ୍ରେନ ପାଇଁ ଆଗୁଆ ସଂରକ୍ଷଣ ଅବଧି ୭ ରୁ ୩୦ ଦିନକୁ ବୃଦ୍ଧି କରିଛି ରେଳ ବିଭାଗ।

ଏହିସବୁ ଟ୍ରେନ ଗୁଡିକରେ କୌଣସି ତତ୍କାଳ ବୁକିଂ ହୋଇପାରିବ ନାହିଁ। ଆରଏସି ଓ ୱେଟିଙ୍ଗ ଲିଷ୍ଟ୍ ଟିକଟେ ଆବଶ୍ୟକ ନିୟମାନୁସାରେ ହେବ । ତେବେ ୱେଟିଙ୍ଗ ଲିଷ୍ଟରେ ଥିବା ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିପାରିବେ ନାହିଁ।

ଟ୍ରେନ ଛାଡିବାର ୪ ଘଣ୍ଟା ପୂର୍ବରୁ ପ୍ରଥମ ଚାଟ ଓ ୨ ଘଣ୍ଟା ପୂର୍ବରୁ ଦ୍ଵିତୀୟ ଚାଟ ବାହାରିବ। ପ୍ରଥମ ଓ ଦ୍ଵିତୀୟ ଚାଟ୍ ଅବଧି ମଧ୍ୟରେ କରେଣ୍ଟ ବୁକିଂ ହୋଇପାରିବ। ଡାକଘର ସମେତ କମ୍ପ୍ୟୁଟରୀକୃତ ପିଆରଏସ କାଉଣ୍ଟରରେ ବୁକିଂ ହୋଇପାରିବ। ଏହାଛଡା ଲାଇସେନ୍ସ ପ୍ରାପ୍ତ ଯାତ୍ରୀ ସୁବିଧା ଟିକେଟ କେନ୍ଦ୍ର ଏବଂ ଅନଲାଇନ ଟିକେଟ, ସ୍ଵୀକୃତପ୍ରାପ୍ତ ଆଇଆରସିଟିସି ଏଜେଣ୍ଟ ଓ କମନ ସର୍ଭିସ ସେଣ୍ଟରରେ ମଧ୍ୟ ଟିକଟ ବୁକିଂ ହୋଇପାରିବ ।

ଏହି ନିୟମାବଳୀ ୨୪ ମେ’ ରେ ଯାତ୍ରା କରୁଥିବା ଟ୍ରେନ ଏବଂ ୩୧ ମେ’ ଓ ତା’ପରଠାରୁ ଯାତ୍ରା କରୁଥିବା ଟ୍ରେନ ପାଇଁ ଲାଗୁ ହେବ ବୋଲି ରେଳ ବିଭାଗ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story