ଆମେରିକାରେ ଭାରତୀୟଙ୍କ ରେଷ୍ଟୁରାଣ୍ଟ ଭାଙ୍ଗିଲେ, ଘୃଣ୍ୟ ମେସେଜ ଲେଖିଲେ

ୱାଶିଂଟନ: ଆମେରିକାରେ ପୁଣିଥରେ ଭାରତୀୟଙ୍କ ଉପରେ ଆକ୍ରମଣ ହୋଇଛି। ନ୍ୟୁ ମେକ୍ସିକୋର ସେଣ୍ଟ ଫେ ସିଟ୍‌ରେ ଥିବା ଗୋଟିଏ ଭାରତୀୟ ରେଷ୍ଟୁରାଣ୍ଟକୁ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହ ଲୁଟପାଟ କରିଛନ୍ତି। ଏହି ରେଷ୍ଟୁରାଣ୍ଟଟି ଜଣେ ଶିଖ୍‌ ବ୍ୟକ୍ତି ବଲଜିତ ସିଂହଙ୍କ ମାଲିକାନାରେ ରହିଥିଲା। ଖାଲି ସେତିକି ନୁହେଁ, ରେଷ୍ଟୁରାଣ୍ଟର କାନ୍ଥରେ ଅତ୍ୟନ୍ତ ଘୃଣ୍ୟ ମେସେଜ ମଧ୍ୟ ଲେଖାଯାଇଛି। ଇଣ୍ଡିଆନ ପ୍ୟାଲେସ ନାମକ ଏହି ରେଷ୍ଟୁରାଣ୍ଟ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରସିଦ୍ଧ ଥିଲା। ଭଙ୍ଗାରୁଜା ଓ ଲୁଟପାଟ ଯୋଗୁ […]

y

y

Hemant Lenka
  • Published: Wednesday, 24 June 2020
  • Updated: 24 June 2020, 12:26 PM IST

Sports

Latest News

ୱାଶିଂଟନ: ଆମେରିକାରେ ପୁଣିଥରେ ଭାରତୀୟଙ୍କ ଉପରେ ଆକ୍ରମଣ ହୋଇଛି। ନ୍ୟୁ ମେକ୍ସିକୋର ସେଣ୍ଟ ଫେ ସିଟ୍‌ରେ ଥିବା ଗୋଟିଏ ଭାରତୀୟ ରେଷ୍ଟୁରାଣ୍ଟକୁ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହ ଲୁଟପାଟ କରିଛନ୍ତି। ଏହି ରେଷ୍ଟୁରାଣ୍ଟଟି ଜଣେ ଶିଖ୍‌ ବ୍ୟକ୍ତି ବଲଜିତ ସିଂହଙ୍କ ମାଲିକାନାରେ ରହିଥିଲା।

ଖାଲି ସେତିକି ନୁହେଁ, ରେଷ୍ଟୁରାଣ୍ଟର କାନ୍ଥରେ ଅତ୍ୟନ୍ତ ଘୃଣ୍ୟ ମେସେଜ ମଧ୍ୟ ଲେଖାଯାଇଛି। ଇଣ୍ଡିଆନ ପ୍ୟାଲେସ ନାମକ ଏହି ରେଷ୍ଟୁରାଣ୍ଟ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରସିଦ୍ଧ ଥିଲା। ଭଙ୍ଗାରୁଜା ଓ ଲୁଟପାଟ ଯୋଗୁ ପ୍ରାୟ ୧୦୦,୦୦୦ ଆମେରିକୀୟ ଡଲାର କ୍ଷତି ଘଟିଛି।

ଏବେ ଲୋକାଲ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏଫବିଆଇ ବି ଘଟଣାକୁ ଗୁରୁତ୍ୱର ସହ ନେଇ ଛାନଭିନ ଚଳାଉଛି। ଶିଖ ଆମେରିକାନ ଲିଗାଲ ଡିଫେନ୍ସ ଓ ଏଡୁକେସନ ଫଣ୍ଡ(ଏସଏଏଲଡିଇଏଫ) ଘଟଣାକୁ ତୀବ୍ର ନିନ୍ଦା କରିଛି। ଏସଏଏଲଡିଇଏଫର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କିରନ କୌର ଗିଲ କହିଛନ୍ତି, ଏଭଳି ଆକ୍ରମଣ ଓ ଘୃଣ୍ୟ ମନୋଭାବ ଆଦୌ ଗ୍ରହଣୀୟ ନୁହେଁ। ଆମେରିକାରେ ରହୁଥିବା ସମସ୍ତଙ୍କର ସୁରକ୍ଷା ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।

ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ରେଷ୍ଟୁରାଣ୍ଟରେ ଥିବା ଟେବୁଲଗୁଡ଼ିକୁ ଭାଙ୍ଗି ଦେବା ସହ କାଚଗୁଡ଼ିକୁ ଚୂରମାର କରିଦେଇଛନ୍ତି। ସେହିପରି ୱାଇନ ବୋତଲକୁ ନଷ୍ଟ କରିଦିଆ ଯାଇଛି ଓ କମ୍ପ୍ୟୁଟରକୁ ଚୋରି କରି ନିଆଯାଇଛି। ରେଷ୍ଟୁରାଣ୍ଟରେ ଥିବା ଦେବଦେବୀଙ୍କ ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। କାନ୍ଥ ଗୁଡ଼ିକରେ ଅତ୍ୟନ୍ତ ଅସଭ୍ୟ କଥା ଲେଖାଯାଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story