ଜିଡିପି ୭ ବର୍ଷରେ ସର୍ବନିମ୍ନ, ପୁଣି ସୁଧହାର ହ୍ରାସ କରିପାରେ ଆରବିଆଇ

ନୂଆଦିଲ୍ଲୀ: ଉତ୍ପାଦନରେ ନକାରତ୍ମକ ସ୍ଥିତି କାରଣରୁ ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ କ୍ୱାର୍ଟରରେ ଦେଶର ଜିଡିପି ହାର ୫%କୁ ଖସିଆସିଛି। ଏହା ଗତ ସାଢ଼େ ୬ ବର୍ଷରେ ସର୍ବନିମ୍ନ ବୋଲି ଜଣାପଡ଼ିଛି। ପୂର୍ବ କ୍ୱାର୍ଟରରେ ଜିଡିପି ହାର ୫.୭% ଥିଲା। ୨୦୧୩ ମସିହା ପ୍ରଥମ କ୍ୱାର୍ଟର ପରଠାରୁ ଏହି ଅଭିବୃଦ୍ଧି ହାର ସର୍ବନିମ୍ନ। ଏହି ବର୍ଷ ଜିଡିପି ୪.୯%କୁ ଖସିଆସିଥିଲା। ଏହାକୁ ଲକ୍ଷ୍ୟ କରି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପୁଣି ଥରେ ସୁଧହାର ହ୍ରାସ କରାଇବାର […]

nirmala

nirmala

Subrat Kumar Nayak
  • Published: Friday, 30 August 2019
  • Updated: 30 August 2019, 09:14 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ପାଦନରେ ନକାରତ୍ମକ ସ୍ଥିତି କାରଣରୁ ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ କ୍ୱାର୍ଟରରେ ଦେଶର ଜିଡିପି ହାର ୫%କୁ ଖସିଆସିଛି। ଏହା ଗତ ସାଢ଼େ ୬ ବର୍ଷରେ ସର୍ବନିମ୍ନ ବୋଲି ଜଣାପଡ଼ିଛି। ପୂର୍ବ କ୍ୱାର୍ଟରରେ ଜିଡିପି ହାର ୫.୭% ଥିଲା। ୨୦୧୩ ମସିହା ପ୍ରଥମ କ୍ୱାର୍ଟର ପରଠାରୁ ଏହି ଅଭିବୃଦ୍ଧି ହାର ସର୍ବନିମ୍ନ। ଏହି ବର୍ଷ ଜିଡିପି ୪.୯%କୁ ଖସିଆସିଥିଲା। ଏହାକୁ ଲକ୍ଷ୍ୟ କରି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପୁଣି ଥରେ ସୁଧହାର ହ୍ରାସ କରାଇବାର ସମ୍ଭାବନା ରହିଛି।

ରିଅଲ ଟାଇମ୍‌ ଅଭିବୃଦ୍ଧିକୁ ହିସାବକୁ ନେଲେ ଗତ ମାର୍ଚ୍ଚ କ୍ୱାର୍ଟରରେ ଚାଇନା ପଛକୁ ଠେଲି ହୋଇଯାଇଥିବା ଭାରତୀୟ ଅର୍ଥନୀତି ବର୍ତ୍ତମାନ ଫିଲିପାଇନ୍ସ ଏବଂ ଇଣ୍ଡୋନେସିଆଠାରୁ ମଧ୍ୟ ପଛରେ ପଡ଼ିଯାଇଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଭାରତର ଅର୍ଥନୀତିକ ମାନ୍ଦାବସ୍ଥା ଆହୁରି ୨-୩ ବର୍ଷ ଲାଗି ରହିବ। ଏଥିରେ ଗଠନଗତ ସମସ୍ୟା ରହିଛି ଯାହାକି ଉତ୍ପାଦନ ଏବଂ ଗ୍ରାହକ, ଉଭୟଙ୍କ ପାଇଁ ସମସ୍ୟା ଉପୁଜାଉଥିବାରୁ ଏପରି ସ୍ଥିତି ରହିବ ବୋଲି କୁହାଯାଉଛି।

ତେବେ ଏଭଳି ସ୍ଥିତିକୁ ନେଇ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା କେଭି ସୁବ୍ରମଣ୍ୟନ୍‌ କହିଛନ୍ତି, ସରକାର ଅର୍ଥନୀତିକ ସମ୍ପ୍ରସାରଣ ପାଇଁ ବ୍ୟାପକ ପଦକ୍ଷେପ ନେଉଛନ୍ତି। ସେ କହିଥିଲେ ଜିଡିପି ହ୍ରାସ ପାଇବା ପଛରେ ଭୟ ସ୍ଥାନୀୟ ଏବଂ ବିଦେଶୀ କାରଣ ରହିଛି। ଆଜି ବ୍ୟାଙ୍କଗୁଡ଼ିକର ମହାମିଶ୍ରଣ ଏଥିରୁ ଏକ ପଦକ୍ଷେପ ବୋଲି ସେ କହିଛନ୍ତି। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କ ମିଶ୍ରଣ ବାବଦରେ ଘୋଷଣା କରିବା ସହ ଅଣ ବ୍ୟାଙ୍କିଙ୍ଗ ଅର୍ଥନୀତିକ ସଂସ୍ଥାଗୁଡ଼ିକରେ ନଗଦ କାରବାର ବଢ଼ାଇବା ବାବଦରେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story