ଚାଇନାକୁ ଚେକ୍‌: ଭାରତୀୟ ନୌସେନାର ଯୁଦ୍ଧାଭ୍ୟାସରେ ସାମିଲ ହେବ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଚାଇନା ସହ ଚାଲିଥିବା ସୀମା ବିବାଦ ମଧ୍ୟରେ ଆଜି ଭାରତୀୟ ନୌସନା ବଡ଼ ଘୋଷଣା କରିଛି। ଚାଇନାକୁ ଚେକ୍‌ ଦେବା ପାଇଁ ନୌସେନା ପକ୍ଷରୁ ଆରମ୍ଭ ହେବାକୁ ଥିବେ ମେଗା ଯୁଦ୍ଧାଭ୍ୟାସରେ ଅଷ୍ଟ୍ରେଲିଆ ସାମିଲ ହେବ। ଏନେଇ ଆଜି ନୌସେନା ପକ୍ଷରୁ ଘୋଷଣା କରାଯାଇଛି। ମାଲାବାର ନୌସେନା ମିଳିତ ଯୁଦ୍ଧାଭ୍ୟାସ ଆସନ୍ତାମାସ ଶେଷ ଭାଗରେ ଆରମ୍ଭ ହେବ। ପୂର୍ବରୁ ଭାରତ ସହ ଆମେରିକା ଓ ଜାପାନର ନୌସେନା ସାମିଲ ହେବାର ଥିଲା। ଏବେ ଅଷ୍ଟ୍ରେଲିଆ ମଧ୍ୟ […]

gh

gh

Hemant Lenka
  • Published: Monday, 19 October 2020
  • Updated: 19 October 2020, 08:16 PM IST

Sports

Latest News

ନୂଆଦିଲ୍ଲୀ: ଚାଇନା ସହ ଚାଲିଥିବା ସୀମା ବିବାଦ ମଧ୍ୟରେ ଆଜି ଭାରତୀୟ ନୌସନା ବଡ଼ ଘୋଷଣା କରିଛି। ଚାଇନାକୁ ଚେକ୍‌ ଦେବା ପାଇଁ ନୌସେନା ପକ୍ଷରୁ ଆରମ୍ଭ ହେବାକୁ ଥିବେ ମେଗା ଯୁଦ୍ଧାଭ୍ୟାସରେ ଅଷ୍ଟ୍ରେଲିଆ ସାମିଲ ହେବ। ଏନେଇ ଆଜି ନୌସେନା ପକ୍ଷରୁ ଘୋଷଣା କରାଯାଇଛି।

ମାଲାବାର ନୌସେନା ମିଳିତ ଯୁଦ୍ଧାଭ୍ୟାସ ଆସନ୍ତାମାସ ଶେଷ ଭାଗରେ ଆରମ୍ଭ ହେବ। ପୂର୍ବରୁ ଭାରତ ସହ ଆମେରିକା ଓ ଜାପାନର ନୌସେନା ସାମିଲ ହେବାର ଥିଲା। ଏବେ ଅଷ୍ଟ୍ରେଲିଆ ମଧ୍ୟ ଏହି ୩ ଦେଶ ସହ ମିଳିତ ଭାବେ ଅଭ୍ୟାସ କରିବ। ପ୍ରଥମ ଥର ପାଇଁ କ୍ୱାଡ ନାମରେ ଜଣାଶୁଣା ଆଞ୍ଚଳିକ ଗୋଷ୍ଠୀର ସମସ୍ତ ସଦସ୍ୟଙ୍କ ସହ ନୌସେନା ଯୁଦ୍ଧାଭ୍ୟାସ ପାଇଁ ଅଷ୍ଟ୍ରେଲିଆକୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି, ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ଅନ୍ୟ ଦେଶମାନଙ୍କ ସହିତ ସହଯୋଗ ବୃଦ୍ଧି ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ଏହାକୁ ଦୃଷ୍ଟିରେ ରଖି ମାଲାବାର ୨୦୨୦ ପାଇଁ ଅଷ୍ଟ୍ରେଲିଆକୁ ନିମନ୍ତ୍ରଣ କରାଯାଇଛି। ଏହା ଅଷ୍ଟ୍ରେଲିଆ ସହିତ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବାରେ ସହାୟକ ହେବ।

ସାମୁଦ୍ରିକ ତଟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଉପରୋକ୍ତ ୪ ଦେଶ ପ୍ରତିଶ୍ରୁତିବଦ୍ଧ। ଭାରତର ଏଭଳି ନିମନ୍ତ୍ରଣକୁ ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ ଲିଣ୍ଡା ରେନୋଲ୍ଡସ୍ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ମାଲବାର ଭଳି ଉଚ୍ଚ ସାମରିକ ଅଭ୍ୟାସ ଅଷ୍ଟ୍ରେଲୀୟ ନୌସେନାର ଦକ୍ଷତା ବୃଦ୍ଧିରେ ସହାୟକ ହେବ। ଏଥିସହ ଦୁଇ ଦେଶର ସାମରିକ ସମ୍ପର୍କକୁ ସୁଦୃଢ଼ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story