ଦେଶର ଶ୍ରେଷ୍ଠ ୧୦ଟି ଥାନାର ନାଁ ଘୋଷଣା କଲା କେନ୍ଦ୍ର

ନୂଆଦିଲ୍ଲୀ: ନିକଟରେ ବିଭିନ୍ନ ରାଜ୍ୟରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଗୁରୁବାର କେନ୍ଦ୍ର ସରକାର ଜାରି କରିଛନ୍ତି ଦେଶର ଶ୍ରେଷ୍ଠ ୧୦ଟି ଥାନାର ତାଲିକା। ସବୁଠୁ ବଡ଼ କଥା ହେଲା ଏହି ତାଲିକାରେ ରାଜଧାନୀ ଦିଲ୍ଲୀର ଥାନା ନାହିଁ। ପ୍ରଥମରେ ମଣିପୁରର ଥୌବଲ ଜିଲ୍ଲାର ନୌଗପୋକ ସେମକଇ ଥାନା ରହିଛି। ଦ୍ୱିତୀୟରେ ତାମିଲନାଡୁର ସାଲେମ ସିଟିର ଏଡବ୍ଲ୍ୟୁପିଏସ ସୁରମଙ୍ଗଲମ, ତୃତୀୟରେ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଜିଲ୍ଲାର ଖରସାଂଗ ଥାନା, ଚତୁର୍ଥରେ ଛତିଶଗଡ଼ର ସୁରଜାପୁର ଜିଲ୍ଲାର […]

POLICE-STATION

POLICE-STATION

Subhransu Sekhar
  • Published: Thursday, 03 December 2020
  • Updated: 03 December 2020, 12:01 PM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ବିଭିନ୍ନ ରାଜ୍ୟରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଗୁରୁବାର କେନ୍ଦ୍ର ସରକାର ଜାରି କରିଛନ୍ତି ଦେଶର ଶ୍ରେଷ୍ଠ ୧୦ଟି ଥାନାର ତାଲିକା। ସବୁଠୁ ବଡ଼ କଥା ହେଲା ଏହି ତାଲିକାରେ ରାଜଧାନୀ ଦିଲ୍ଲୀର ଥାନା ନାହିଁ।

ପ୍ରଥମରେ ମଣିପୁରର ଥୌବଲ ଜିଲ୍ଲାର ନୌଗପୋକ ସେମକଇ ଥାନା ରହିଛି। ଦ୍ୱିତୀୟରେ ତାମିଲନାଡୁର ସାଲେମ ସିଟିର ଏଡବ୍ଲ୍ୟୁପିଏସ ସୁରମଙ୍ଗଲମ, ତୃତୀୟରେ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଜିଲ୍ଲାର ଖରସାଂଗ ଥାନା, ଚତୁର୍ଥରେ ଛତିଶଗଡ଼ର ସୁରଜାପୁର ଜିଲ୍ଲାର ଭୈୟା ଥାନା, ପଞ୍ଚମରେ ଗୋଆର ଦକ୍ଷିଣ ଗୋଆ ଜିଲ୍ଲାର ସୁଂଗଏମ୍ ଥାନା ରହିଛି।

ସେହିପରି ଷଷ୍ଠରେ ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଚର କାଲିଘାଟ ଥାନା, ସପ୍ତମରେ ସିକ୍କିମରେ ପୂର୍ବ ଜିଲ୍ଲାର ପାଁକୟୋଙ୍ଗ ଥାନା, ଅଷ୍ଟମରେ ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲାରେ କାଣ୍ଠ ଥାନା, ନବମରେ ଦାଦରା ନଗର ହାବେଳୀର ଖାନଓ୍ୱେଲ ଥାନା, ଦଶମରେ ତେଲେଙ୍ଗାନାର କରିମନଗର ଜିଲ୍ଲାର ଜମ୍ମିକୁଣ୍ଟା ଟାଉନ ପୁଲିସ ରହିଛି।

ସୂଚନାଯୋଗ୍ୟ, ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର କଚ୍ଛ ଜିଲ୍ଲାର ଡିଜିପି ସମ୍ମିଳନୀକୁ ଉଦବୋଧନ କରିଥିଲେ। ଏହି ଅବସରରେ ଥାନାର ଗ୍ରେଡ୍ ଦେବା ପାଇଁ କହିଥିଲେ। ଏଥିପାଇଁ ବିଭିନ୍ନ ଆଧାରକୁ ନେବା ପାଇଁ କହିଥିଲେ। ଯେଉଁଥିରେ ଅପରାଧ, ମହିଳା ବିରୋଧୀ ଅପରାଧ, ଦୁର୍ବଳ ଲୋକଙ୍କ ବିରୋଧରେ ଅପରାଧକୁ ନେଇ ବର୍ଗୀକରଣ କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story