ଅନ୍ତର୍ଜାତୀୟ ମହିଳା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମହିଳାମାନେ ସମାଜରେ ଗୁରୁତ୍ୱପୂର୍ଣ୍ଣ ବହନ କରୁଥିବାରୁ ମୋଦି ସେମାନଙ୍କୁ ପ୍ରଶଂସା କରିଛନ୍ତି। ମହିଳାଙ୍କ ବିକାଶ ପାଇଁ ସରକାର କରୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ମୋଦି କହିଛନ୍ତି। ‘ବେଟି ବଞ୍ଚାଓ, ବେଟି ପଢାଓ’ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଓ ଶିକ୍ଷା ସୁବିଧା ଲାଗି ମହିଳାମାନଙ୍କ ସୁବିଧା ପାଇଁ ତାଙ୍କ ସରକାର ନେଉଥିବା ପଦକ୍ଷେପ ବିଷୟରେ କହିଥିଲେ। କୌଶଳ ବିକାଶ […]

modi

modi

Rakesh Mallick
  • Published: Tuesday, 08 March 2016
  • Updated: 08 March 2016, 10:47 AM IST

Sports

Latest News

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମହିଳାମାନେ ସମାଜରେ ଗୁରୁତ୍ୱପୂର୍ଣ୍ଣ ବହନ କରୁଥିବାରୁ ମୋଦି ସେମାନଙ୍କୁ ପ୍ରଶଂସା କରିଛନ୍ତି। ମହିଳାଙ୍କ ବିକାଶ ପାଇଁ ସରକାର କରୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ମୋଦି କହିଛନ୍ତି। ‘ବେଟି ବଞ୍ଚାଓ, ବେଟି ପଢାଓ’ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଓ ଶିକ୍ଷା ସୁବିଧା ଲାଗି ମହିଳାମାନଙ୍କ ସୁବିଧା ପାଇଁ ତାଙ୍କ ସରକାର ନେଉଥିବା ପଦକ୍ଷେପ ବିଷୟରେ କହିଥିଲେ। କୌଶଳ ବିକାଶ ଲାଗି ନିଆଯାଉଥିବା ପଦକ୍ଷେପ ଓ ମୁଦ୍ରାବ୍ୟାଙ୍କ ଦେଶରେ ନାରୀଶକ୍ତିକୁ ସଶକ୍ତ କରିବାକୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି ସେ କହିଛନ୍ତି। ମୋଦି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ରାଜସ୍ଥାନକୁ ଆଗକୁ ନେବାରେ ତାଙ୍କ ଭୂମିକାକୁ ପ୍ରଶଂସା କରିଥିଲେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ମହିଳା ଦିବସ ବର୍ଷକୁ ଗୋଟିଏ ଦିନ ପାଳନ ନ ହୋଇ ୩୬୫ ଦିନ ହେବା ଦରକାର ବୋଲି ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଂସଦର ମହିଳାମାନଙ୍କୁ ପ୍ରାଥମିକତା ଦେବାକୁ କହିଥିଲେ। ଶୂନ୍ୟକାଳରେ ଅଧିକରୁ ଅଧିକ ମହିଳା ସାଂସଦଙ୍କୁ ସେମାନଙ୍କ ମତ ରହିବାକୁ ସେ ପ୍ରସ୍ତାବ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story