ସିରିଆ: ୫ ରୁଷିଆ ସୈନ୍ୟଙ୍କୁ ହତ୍ୟା କଲେ ଆଇଏସ୍ ଆତଙ୍କୀ

ବୈରୁତ: ସିରିଆର ପାଲମିଇରା ସହରରେ ଯୁଦ୍ଧ କରୁଥିବା ୫ ଜଣ ରୁଷିଆ ସୈନ୍ୟଙ୍କୁ ଆଇଏସ ଆତଙ୍କୀମାନେ ହତ୍ୟା କରିଛନ୍ତି। ଯୁଦ୍ଧ କରିବାକୁ ଯାଇଥିବା ୬ ଜଣିଆ ଦଳରୁ ୫ ଜଣଙ୍କୁ ଆତଙ୍କବାଦୀମାନେ ଅତି ବିଭତ୍ସ ଭାବେ ହତ୍ୟା କରିଥିବା ଜଣାପଡିଛି। ଏ ନେଇ ଆତଙ୍କୀ ସଂଗଠନ ଆଇଏସ୍‌ ନିଜକୁ ଦାୟୀ କରିଛି। ମୃତ ସୈନ୍ୟଙ୍କ ଶବକୁ ଆତଙ୍କୀମାନେ କେଉଁଠାରେ ଲୁଚାଇ ରଖିଛନ୍ତି ତାହାର ପତ୍ତା ମିଳିପାରୁନାହିଁ ବୋଲି ସିରିଆ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏବେ ସୁଦ୍ଧା ଉକ୍ତ […]

isis

isis

Rakesh Mallick
  • Published: Friday, 18 March 2016
  • Updated: 04 May 2017, 03:44 PM IST

Sports

Latest News

ବୈରୁତ: ସିରିଆର ପାଲମିଇରା ସହରରେ ଯୁଦ୍ଧ କରୁଥିବା ୫ ଜଣ ରୁଷିଆ ସୈନ୍ୟଙ୍କୁ ଆଇଏସ ଆତଙ୍କୀମାନେ ହତ୍ୟା କରିଛନ୍ତି। ଯୁଦ୍ଧ କରିବାକୁ ଯାଇଥିବା ୬ ଜଣିଆ ଦଳରୁ ୫ ଜଣଙ୍କୁ ଆତଙ୍କବାଦୀମାନେ ଅତି ବିଭତ୍ସ ଭାବେ ହତ୍ୟା କରିଥିବା ଜଣାପଡିଛି। ଏ ନେଇ ଆତଙ୍କୀ ସଂଗଠନ ଆଇଏସ୍‌ ନିଜକୁ ଦାୟୀ କରିଛି। ମୃତ ସୈନ୍ୟଙ୍କ ଶବକୁ ଆତଙ୍କୀମାନେ କେଉଁଠାରେ ଲୁଚାଇ ରଖିଛନ୍ତି ତାହାର ପତ୍ତା ମିଳିପାରୁନାହିଁ ବୋଲି ସିରିଆ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏବେ ସୁଦ୍ଧା ଉକ୍ତ ସୈନ୍ୟଙ୍କର ଶବ ସେନାର ହସ୍ତଗତ ହୋଇନାହିଁ। ସେନାପକ୍ଷରୁ ସେମାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି। ସେମାନଙ୍କୁ ଖୋଜିବାକୁ ସେନାର ବହୁ ଉଚ୍ଚପଦସ୍ଥ କର୍ମଚାରୀ ନିୟୋଜିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story