ଆଇଏସର ଫରମାନ: ଦାଢ଼ି କାଟିଲେ ସଜ୍ଜା

ବାଗଦାଦ: ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସଆଇଏସ)ପକ୍ଷରୁ ଏକ ନୂଆ ଫରମାନ୍ ଜାରି କରାଯାଇଛି। ସଂଗଠନ କହିଛି ଯେ ଇରାକରେ କୌଣସି ବ୍ୟକ୍ତି ଦାଢ଼ି କାଟି ପାରିବେ ନାହିଁ। ଦାଢ଼ି କାଟିଲେ କଠୋର ଦଣ୍ଡ ଦିଆଯିବ। ଗତ ସପ୍ତାହରେ ଏନେଇ ଇରାକର ବିଭିନ୍ନ ସ୍ଥାନରେ ଏହି ଆତଙ୍କୀ ସଂଗଠନ ପକ୍ଷରୁ ପାମ୍ପଲେଟ୍ ବଣ୍ଟା ଯାଇଥିଲା। ଏହି ଫରମାନ କୁହାଯାଇଛି, ଆଜି ଠାରୁ (ଜୁନ୍ ୧)ରୁ ଦାଢ଼ି ରଖିବା ସବୁ ପୁରୁଷଙ୍କ ପାଇଁ ବାଧ୍ୟତାମୂଳକ। ଦାଢ଼ି କାଟିବା ପାପ। […]

isis

isis

Rakesh Mallick
  • Published: Monday, 01 June 2015
  • Updated: 04 May 2017, 03:45 PM IST

Sports

Latest News

ବାଗଦାଦ: ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସଆଇଏସ)ପକ୍ଷରୁ ଏକ ନୂଆ ଫରମାନ୍ ଜାରି କରାଯାଇଛି। ସଂଗଠନ କହିଛି ଯେ ଇରାକରେ କୌଣସି ବ୍ୟକ୍ତି ଦାଢ଼ି କାଟି ପାରିବେ ନାହିଁ। ଦାଢ଼ି କାଟିଲେ କଠୋର ଦଣ୍ଡ ଦିଆଯିବ।

ଗତ ସପ୍ତାହରେ ଏନେଇ ଇରାକର ବିଭିନ୍ନ ସ୍ଥାନରେ ଏହି ଆତଙ୍କୀ ସଂଗଠନ ପକ୍ଷରୁ ପାମ୍ପଲେଟ୍ ବଣ୍ଟା ଯାଇଥିଲା। ଏହି ଫରମାନ କୁହାଯାଇଛି, ଆଜି ଠାରୁ (ଜୁନ୍ ୧)ରୁ ଦାଢ଼ି ରଖିବା ସବୁ ପୁରୁଷଙ୍କ ପାଇଁ ବାଧ୍ୟତାମୂଳକ। ଦାଢ଼ି କାଟିବା ପାପ। ପୁଣି ଅନ୍ୟ ଜଣଙ୍କ ଦାଢ଼ି କାଟିବା ବି ପାପ। ପ୍ରଫେଟ୍ ମହମ୍ମଦ ମଧ୍ୟ ଦାଢ଼ି କାଟିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story