ବାଗଦାଦ: ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସଆଇଏସ)ପକ୍ଷରୁ ଏକ ନୂଆ ଫରମାନ୍ ଜାରି କରାଯାଇଛି। ସଂଗଠନ କହିଛି ଯେ ଇରାକରେ କୌଣସି ବ୍ୟକ୍ତି ଦାଢ଼ି କାଟି ପାରିବେ ନାହିଁ। ଦାଢ଼ି କାଟିଲେ କଠୋର ଦଣ୍ଡ ଦିଆଯିବ।
ଗତ ସପ୍ତାହରେ ଏନେଇ ଇରାକର ବିଭିନ୍ନ ସ୍ଥାନରେ ଏହି ଆତଙ୍କୀ ସଂଗଠନ ପକ୍ଷରୁ ପାମ୍ପଲେଟ୍ ବଣ୍ଟା ଯାଇଥିଲା। ଏହି ଫରମାନ କୁହାଯାଇଛି, ଆଜି ଠାରୁ (ଜୁନ୍ ୧)ରୁ ଦାଢ଼ି ରଖିବା ସବୁ ପୁରୁଷଙ୍କ ପାଇଁ ବାଧ୍ୟତାମୂଳକ। ଦାଢ଼ି କାଟିବା ପାପ। ପୁଣି ଅନ୍ୟ ଜଣଙ୍କ ଦାଢ଼ି କାଟିବା ବି ପାପ। ପ୍ରଫେଟ୍ ମହମ୍ମଦ ମଧ୍ୟ ଦାଢ଼ି କାଟିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।