‘ଆଇଟମ୍ ଡ୍ୟାନ୍ସ ଏବଂ ଅଶ୍ଳୀଳ ଭିଡିଓ ପାଇଁ ଦୁଷ୍କର୍ମ ବଢୁଛି’

ରାଞ୍ଚି: ଦିଲ୍ଲୀ ପହଞ୍ଚିଲା ଦୁମକା ଦୁଷ୍କର୍ମ ମାମଲା। ଜାତୀୟ ମହିଳା କମିଶନ ଏବେ ଝାଡ଼ଖଣ୍ଡ ମୁଖ୍ୟ ଶାସନ ସଚିବଙ୍କୁ ସମନ୍ କରି ଜବାବ ମାଗିଛନ୍ତି। ଘରକୁ ଫେରୁଥିବା ବେଳେ ମହିଳା ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଝାଡଖଣ୍ଡର ଦୁମକାରେ ଏହି ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ମଫାସିଲ୍ ଥାନା ଅଧୀନରେ ଏହି ଅଭାବନୀୟ ଘଟଣା ଘଟଛି। ଅନ୍ୟପଟେ ଆରଜେଡି ନେତା ଏସ ତିଓ୍ୱାରୀ କହିଛନ୍ତି, ଆଇନ ଏଭଳି କାମକୁ ରୋକି ପାରିବନି। ମୋବାଇଲରେ ତିଆରି […]

rjd-leader

rjd-leader

Subhransu Sekhar
  • Published: Thursday, 10 December 2020
  • Updated: 10 December 2020, 02:01 PM IST

Sports

Latest News

ରାଞ୍ଚି: ଦିଲ୍ଲୀ ପହଞ୍ଚିଲା ଦୁମକା ଦୁଷ୍କର୍ମ ମାମଲା। ଜାତୀୟ ମହିଳା କମିଶନ ଏବେ ଝାଡ଼ଖଣ୍ଡ ମୁଖ୍ୟ ଶାସନ ସଚିବଙ୍କୁ ସମନ୍ କରି ଜବାବ ମାଗିଛନ୍ତି। ଘରକୁ ଫେରୁଥିବା ବେଳେ ମହିଳା ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଝାଡଖଣ୍ଡର ଦୁମକାରେ ଏହି ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ମଫାସିଲ୍ ଥାନା ଅଧୀନରେ ଏହି ଅଭାବନୀୟ ଘଟଣା ଘଟଛି।

ଅନ୍ୟପଟେ ଆରଜେଡି ନେତା ଏସ ତିଓ୍ୱାରୀ କହିଛନ୍ତି, ଆଇନ ଏଭଳି କାମକୁ ରୋକି ପାରିବନି। ମୋବାଇଲରେ ତିଆରି ହେଉଥିବା ଅଶ୍ଳୀଳ ଭିଡିଓ, ବିଜ୍ଞାପନ ଏଭଳି କାମକୁ ଉସକାଉଛି ବୋଲି କହିଛନ୍ତି। ଏଭଳି ଘଟଣା କେହି ବି ଆକଳନ କରେ ନାହିଁ। ହେଲେ ଅଶ୍ଳୀଳ ଭିଡିଓ ଏଭଳି କାମକୁ ଉସକାଉଛି ବୋଲି ସେ କହିଛନ୍ତି।

ସ୍ୱାମୀ, ସ୍ତ୍ରୀ ଏହଂ ତାଙ୍କ ପାଞ୍ଚ ଛୁଆ ମେଳାରୁ ଘରକୁ ଫେରୁଥିଲେ। ରାସ୍ତାରେ ଆସିବା ବେଳେ କିଛି ଯୁବକ ତାଙ୍କୁ ଅଟକାଇଥିଲେ। ଏହାପରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ। ସତର ଜଣ ଦୁର୍ବୃତ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ସ୍ୱାମୀଙ୍କୁ ବନ୍ଧକ ରଖି ପରେ ଦୁଷ୍କର୍ମ କରିଥିବା କୁହାଯାଉଛି।

ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ଝଡ଼ଖଣ୍ଡର କଂଗ୍ରେସ ସରକାର ବେଳେ ମହିଳା ଅସୁରକ୍ଷିତ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି। ବିଜେପି ସଭାପତି ଦୀପକ ପ୍ରକାଶ ଟ୍ୱିଟରରେ ଲେଖିଛନ୍ତି, “ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବାରେ ରାଜ୍ୟ ବିଫଳ, ପୁଣି ଥରେ ଜଣେ ଆଦିବାସୀ ମହିଳାଙ୍କ ସହିତ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଯାହାକି ଆଶ୍ଚର୍ଯ୍ୟଜନକ। କେତେ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମଉନ ବାବା ହୋଇ ରହିବେ? ଏହି ସରକାର ଆସିବାଠାରୁ ରାଜ୍ୟରେ ସମସ୍ତ ପ୍ରକାର ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି କିନ୍ତୁ ସରକାର କେବଳ ଚୋରା ଚାଲାଣ ଏବଂ ବେଆଇନ ଖଣି କାର୍ଯ୍ୟରେ ନିୟୋଜିତ ଅଛନ୍ତି’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story