୬ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର

ଶ୍ରୀନଗର: ମୀରୱେଜ୍ ଉମର ଫାରୁକ୍‌ଙ୍କ ସମେତ ଛଅ ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଦିଆଯାଇଥିବା ସୁରକ୍ଷା ପ୍ରତ୍ୟାହାର କରି ନିଆଯାଇଛି। ଗୁରୁବାର ଦିନ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହେବା ପରେ ଜମ୍ମୁ ଓ କଶ୍ମୀର ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ମୀରୱେଜ୍‌ଙ୍କ ସହିତ ଅବଦୁଲ ଗନି ଭଟ୍ଟ, ବିଲାଲ ଲୋନ୍, ହାଶିମ୍ କୁରେଶୀ, ଫଜଲ ହକ୍ କୁରେଶୀ ଓ ଶବିର ଶାହଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନିଆଯାଇଛି। […]

mirwaiz

mirwaiz

Jitendra Garnayak
  • Published: Sunday, 17 February 2019
  • Updated: 17 February 2019, 03:45 PM IST

Sports

Latest News

ଶ୍ରୀନଗର: ମୀରୱେଜ୍ ଉମର ଫାରୁକ୍‌ଙ୍କ ସମେତ ଛଅ ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଦିଆଯାଇଥିବା ସୁରକ୍ଷା ପ୍ରତ୍ୟାହାର କରି ନିଆଯାଇଛି। ଗୁରୁବାର ଦିନ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହେବା ପରେ ଜମ୍ମୁ ଓ କଶ୍ମୀର ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ମୀରୱେଜ୍‌ଙ୍କ ସହିତ ଅବଦୁଲ ଗନି ଭଟ୍ଟ, ବିଲାଲ ଲୋନ୍, ହାଶିମ୍ କୁରେଶୀ, ଫଜଲ ହକ୍ କୁରେଶୀ ଓ ଶବିର ଶାହଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନିଆଯାଇଛି। ତେବେ ଅନ୍ୟତମ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗୀଲାନିଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିବା ନେଇ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ।

ଜମ୍ମୁ ଓ କାଶ୍ମୀର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ, ଆଜି ସନ୍ଧ୍ୟା ସୁଦ୍ଧା ଏହି ସବୁ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ଓ ଗାଡ଼ିକୁ ପ୍ରତ୍ୟାହାର କରି ନିଆଯିବ। କୌଣସି ପରିସ୍ଥିତିରେ ଏହି ନେତା ବା ଅନ୍ୟ ଯେକୌଣସି ବିଚ୍ଛିନ୍ନତାବାଦୀ ନେତାଙ୍କୁ ସୁରକ୍ଷା ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଯଦି ଆଉ କିଛି ସରକାରୀ ସୁବିଧା ଦିଆଯାଇଛି, ସେ ସବୁ ମଧ୍ୟ ପ୍ରତ୍ୟାହାର କରି ନେବା ପାଇଁ କୁହାଯାଇଛି।

ଶୁକ୍ରବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଶ୍ରୀନଗର ଗସ୍ତରେ ଆସିଥିବା ବେଳେ କହିଥିଲେ ଯେ ଯେଉଁମାନେ ପାକିସ୍ତାନ ଓ ଏହାର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇରୁ ପାଣ୍ଠି ପାଉଛନ୍ତି, ସେମାନଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story