ଗୁହାଳ ଜଗିବେ ଜେଲ ଅନ୍ତେବାସୀ

ଲକ୍ଷ୍ନୌ: ଜେଲ୍ ଅନ୍ତେବାସୀ ଏଣିକି ଗୋଶାଳ ବା ଗୁହାଳର ଯତ୍ନ ନେବେ। ୮ଟି ଜିଲ୍ଲାର ଜେଲ୍ ଅନ୍ତେବାସୀ ଗୋଶାଳର ଯତ୍ନ ନେବେ ବୋଲି ନିଷ୍ପତ୍ତି ହୋଇଛି। ଉତ୍ତର ପ୍ରଦେଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପାଇଲଟ୍ ପ୍ରୋଜେକ୍ଟ ଭାବରେ ୮ଟି ଜିଲ୍ଲାକୁ ନିଆଯାଇଛି। ଯଦି ଏହା ସଫଳ ହେବ ତାହେଲେ ଆଗକୁ ସମସ୍ତ ଜେଲ ଅନ୍ତେବାସୀଙ୍କ ପାଇଁ ଏହା ଲାଗୁ ହେବ। ଜେଲ୍ ଡିଜିପି ଆନନ୍ଦ କୁମାର ଏହା କହିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତିଦିନ […]

cow-shelters-in-UP

cow-shelters-in-UP

Subhransu Sekhar
  • Published: Friday, 27 November 2020
  • Updated: 27 November 2020, 03:27 PM IST

ଲକ୍ଷ୍ନୌ: ଜେଲ୍ ଅନ୍ତେବାସୀ ଏଣିକି ଗୋଶାଳ ବା ଗୁହାଳର ଯତ୍ନ ନେବେ। ୮ଟି ଜିଲ୍ଲାର ଜେଲ୍ ଅନ୍ତେବାସୀ ଗୋଶାଳର ଯତ୍ନ ନେବେ ବୋଲି ନିଷ୍ପତ୍ତି ହୋଇଛି। ଉତ୍ତର ପ୍ରଦେଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପାଇଲଟ୍ ପ୍ରୋଜେକ୍ଟ ଭାବରେ ୮ଟି ଜିଲ୍ଲାକୁ ନିଆଯାଇଛି। ଯଦି ଏହା ସଫଳ ହେବ ତାହେଲେ ଆଗକୁ ସମସ୍ତ ଜେଲ ଅନ୍ତେବାସୀଙ୍କ ପାଇଁ ଏହା ଲାଗୁ ହେବ। ଜେଲ୍ ଡିଜିପି ଆନନ୍ଦ କୁମାର ଏହା କହିଛନ୍ତି।

ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତିଦିନ ଜେଲ୍ ଅନ୍ତେବାସୀ ମାନେ ଗୋଶାଳ, ଅନ୍ୟ ପଶୁ ମାନେ ରହୁଥିବା ଆଶ୍ରୟସ୍ଥଳୀର ରକ୍ଷଣବେକ୍ଷଣ ଦାୟିତ୍ୱରେ ରହିବେ। ୟୁପି ଜେଲ୍ ବିଭାଗ ଏବଂ ପଶୁପାଳନ ବିଭାଗ ମିଳିତ ଭାବରେ ଏହି ନିଷ୍ପତ୍ତି ନେଇଛନ୍ତି।

ଆନନ୍ଦ କୁମାର କହିଛନ୍ତି, ଏବେ ସେ ସମସ୍ତ ଜେଲ୍ ପରିଚାଳକଙ୍କୁ ଏକ ସର୍ଭେ କରିବାକୁ କହିଛନ୍ତି। ଜିଲ୍ଲାରେ ଥିବା ସରକାରୀ ପଶୁ ଆଶ୍ରୟ ସ୍ଥଳୀ ଏବଂ ଗୋଶାଳ ଚିହ୍ନଟ କରିବା ସହିତ ଜେଲରେ ସଜା କାଟୁଥିବା ସ୍ୱଚ୍ଛ ଭାବମୂର୍ତ୍ତି ବନ୍ଦୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି। ଯଦି ସେମାନେ ଗୋଶାଳର ଯତ୍ନ ନେବା ପାଇଁ ଇଚ୍ଛା ପ୍ରକାଶ କରିବେ ତାହେଲେ ସେମାନଙ୍କୁ ଏହି କାମରେ ନିୟୋଜିତ କରାଯିବ ବୋଲି ଡିଜିପି କହିଛନ୍ତି।

ଏବେ ଛଅଟି ଜିଲ୍ଲାରେ ୫ଟି ସେଣ୍ଟ୍ରାଲ୍ ଜେଲ୍ ରହିଛି। ଯେଉଁଠି ଜେଲ୍ କ୍ୟାମ୍ପସ ଭିତରେ ସରକାରୀ ଗୋଶାଳ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story