ଏମଏସପିରୁ କମ୍ ଦାମରେ ବ୍ୟବସାୟୀ ଫସଲ କିଣିଲେ ଜେଲ୍ ଦଣ୍ଡାଦେଶ ଦାବି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଘେରିଛନ୍ତି ଚାଷୀ ସଂଘ। ଗତକାଲି କେନ୍ଦ୍ର ସରକାରଙ୍କ ସହ ଚାଷୀ ସଂଘ ନିଜର ଦାବି ଜଣାଇଛନ୍ତି। ଅନ୍ୟପଟେ ଆଜି ସକାଳେ ଏମଏସପିକୁ ନେଇ ଭାରତୀୟ କିଷାନ ସଂଘ ଆଉ ଏକ ଦାବି କରିଛି। ଚୁକ୍ତିଭିତ୍ତିକ ଆଇନ୍ ଅନୁଯାୟୀ ଯଦି ଚାଷୀ ପାଖରୁ ବେପାରୀ ବା କମ୍ପାନୀ ଏମଏସପିରୁ କମ୍ ମୂଲ୍ୟରେ ଫସଲ କିଣିବେ ତାହେଲେ ଜେଲ୍ ଦଣ୍ଡାଦେଶର ପ୍ରାବାଧାନ ରହିବା ଦରକାର। ଭାରତୀୟ କିଷାନ ସଂଘର ସଭାପତି ନରେଶ […]

FARMER-STRIKE

FARMER-STRIKE

Subhransu Sekhar
  • Published: Friday, 04 December 2020
  • Updated: 04 December 2020, 03:33 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଘେରିଛନ୍ତି ଚାଷୀ ସଂଘ। ଗତକାଲି କେନ୍ଦ୍ର ସରକାରଙ୍କ ସହ ଚାଷୀ ସଂଘ ନିଜର ଦାବି ଜଣାଇଛନ୍ତି। ଅନ୍ୟପଟେ ଆଜି ସକାଳେ ଏମଏସପିକୁ ନେଇ ଭାରତୀୟ କିଷାନ ସଂଘ ଆଉ ଏକ ଦାବି କରିଛି। ଚୁକ୍ତିଭିତ୍ତିକ ଆଇନ୍ ଅନୁଯାୟୀ ଯଦି ଚାଷୀ ପାଖରୁ ବେପାରୀ ବା କମ୍ପାନୀ ଏମଏସପିରୁ କମ୍ ମୂଲ୍ୟରେ ଫସଲ କିଣିବେ ତାହେଲେ ଜେଲ୍ ଦଣ୍ଡାଦେଶର ପ୍ରାବାଧାନ ରହିବା ଦରକାର। ଭାରତୀୟ କିଷାନ ସଂଘର ସଭାପତି ନରେଶ ଟିକୈଟ୍ ଗୁରୁବାର ଏହି ଦାବି କରିଛନ୍ତି।

କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଭାରତୀୟ କିଷାନ ସଂଘ ଚାରି ଦିନ ହେବ ୟୁପି ସୀମାରେ ଧାରଣାରେ ବସିଛି। ଚାଷୀମାନଙ୍କୁ ଉଦେବାଧନ ଦେଇ ନରେଶ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବାଇଜଲଙ୍କୁ ଭେଟିବାକୁ ଯାଇଥିବା ସୂଚନା ରହିଛି।

ଗୁରୁବାର ଚାଷୀ ସଂଗଠନ ଏବଂ କେନ୍ଦ୍ର ସରକାର ମଧ୍ୟରେ ସାଢ଼େ ୭ ଘଣ୍ଟା ଧରି ବୈଠକ ବସିଥିଲା। ଆଲୋଚନା ଯଦିଓ ସକାରାତ୍ମକ ଥିଲା ହେଲେ କୌଣସି ନିର୍ଯାସ ବାହାରିନି। ସେଥିପାଇଁ ୫ ତାରିଖ ଦିନ ଆଉ ଏକ ବୈଠକ ବସିବ। ତେବେ ଏହି ଆଲୋଚନା ବେଳେ ଚାଷୀ ସଂଗଠନ ସରକାରଙ୍କ ଆଗରେ ୩୯ଟି ପଏଣ୍ଟ ଜରିଆରେ ନିଜର ଦାବି ରଖିଥିଲେ। ସରକାରଙ୍କ ଆଗରେ ତିନି ଆଇନକୁ ରଦ୍ଦ କରିବା ପାଇଁ ଦାବି କରିଥିଲେ ଚାଷୀ। ୩୯ଟି ପଏଣ୍ଟ ଜରିଆରେ କୃଷି ଆଇନକୁ ବିରୋଧ କରିଥିଲେ ଚାଷୀ।

ତେବେ ସରକାର ଅନେକ ଦାବିକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି। ତିନି କୃଷି ଆଇନରେ ଥିବା ତ୍ରୁଟି ଦୂର କରିବାକୁ ସରକାର ସୁନିଶ୍ଚିତ କରାଇଛନ୍ତି। ଏମଏସପି ଗ୍ୟାରେଣ୍ଟି ଦେବା ପାଇଁ ଚାଷୀମାନେ ଏକ ନୂଆ ଆଇନ ଦାବି କରି ଏହାକୁ ସାରା ଦେଶରେ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ। ଏହା ସହିତ ଏମଏସପି ଅଧୀନରେ ଫସଲ ପରିସର ବୃଦ୍ଧି କରିବାକୁ ଦାବି ହୋଇଛି। ଆଉ ସରକାର ମଧ୍ୟ ଏହାକୁ ସକାରାତ୍ମକ ସହିତ ଗ୍ରହଣ କରିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story