ଉନ୍ନାଓ ଦୁର୍ଘଟଣା ମାମଲା, ଅଭିଯୁକ୍ତ ମନୋଜଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓ ପୀଡ଼ିତାଙ୍କ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ମନୋଜ ସିଂହ ସେନ୍‌ଗାରଙ୍କ ମୃତ୍ୟୁ ଘଟିଛି। ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କୁ ମଉଲାବାନ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ସେ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛି। ହେଲେ ଡାକ୍ତରଙ୍କ ରିପୋର୍ଟ ଆସି ନାହିଁ। ମନୋଜ ସେନଗାରଙ୍କ ଭଣଜା ପ୍ରଖର ପ୍ରତାପ ସିଂହ କହିଛନ୍ତି, […]

UNNAO ACCIDENT ACCUSED

UNNAO ACCIDENT ACCUSED

Subhransu Sekhar
  • Published: Sunday, 27 October 2019
  • Updated: 27 October 2019, 03:09 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓ ପୀଡ଼ିତାଙ୍କ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ମନୋଜ ସିଂହ ସେନ୍‌ଗାରଙ୍କ ମୃତ୍ୟୁ ଘଟିଛି। ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ରାତିରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କୁ ମଉଲାବାନ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ସେ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛି। ହେଲେ ଡାକ୍ତରଙ୍କ ରିପୋର୍ଟ ଆସି ନାହିଁ।

ମନୋଜ ସେନଗାରଙ୍କ ଭଣଜା ପ୍ରଖର ପ୍ରତାପ ସିଂହ କହିଛନ୍ତି, ମାମୁଁଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ବିଶ୍ୱାସ କରିପାରୁନାହାନ୍ତି। ଏବେ ସମସ୍ତେ ଦିଲ୍ଲୀ ଅଭିମୁଖେ ଯାଉଛନ୍ତି। ଶବ ବ୍ୟବଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡ଼ିବ।

ଜୁଲାଇରେ ଉନ୍ନାଓ ପୀଡ଼ିତା ରାଏବରେଲି ଯାଉଥିଲେ। ଏହି ସମୟରେ ଏକ ନମ୍ୱର ଘୋଡ଼ା ଯାଇଥିବା ଟ୍ରକ ଆସି ପୀଡ଼ିତାଙ୍କ କାରକୁ ଧକ୍କା ଦେଇଥିଲା। ଏଥିରେ ପୀଡ଼ିତାଙ୍କ ଦୁଇ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା। ନିଜେ ପୀଡ଼ିତା ଏବଂ ତାଙ୍କ ଆଇନଜୀବୀ ଗୁରୁତର ହୋଇ ଏବେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ।

ଏହି ଦୁର୍ଘଟଣାରେ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ବିଧାୟକ କୁଲଦୀପ ସେନଗାରଙ୍କ ଭୂମିକା ଥିଲା ବୋଲି ସନ୍ଦେହ କରାଯାଇଥିଲା। ଏହାପରେ ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ମୋଟ ଦଶ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା। ଯେଉଁଥିରେ ଅଭିଯୁକ୍ତ ବିଧାୟକ କୁଲଦୀପଙ୍କ ଭାଇ ସମେତ ମନୋଜଙ୍କ ନାମ ଥିଲା। ଏହାପରେ ତିହାର ଜେଲରେ ଥିଲେ ମନୋଜ। ଏହି ଦୁର୍ଘଟଣା ମାମଲାରେ ବିଧାୟକ କୁଲଦୀପଙ୍କ ଭୂମିକା ନଥିବା ସୁପ୍ରିମକୋର୍ଟଙ୍କୁ ସିବିଆଇ କହିଛି। ଦୁଷ୍କର୍ମ ମାମଲାର ତଦନ୍ତ ଚାଲିଛି। କୁଲଦୀପ ଏବେ ତିହାର ଜେଲରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story